Swastik Tv News Odisha

ସୋର ରେ Sabyasachi & Archita ଧମାକାଦାର ଡ୍ୟାନ୍ସ ସହିତ ଗାଇଲେ ଏମିତି ଗୀତ… ମାତ୍ର 4 ଘଣ୍ଟାରେ 60 ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି…

0

ବନ୍ଧୁଗଣ ଆପଣ ତ ଜାଣିଛନ୍ତି ସେଲିବ୍ରିଟି ମାନେ କିପରି ଅନେକ ସମୟରେ ସେମାନଙ୍କ ର କିଛି ଭିନ୍ନ ଅନ୍ଦାଜ, ଲାଇଫ ଷ୍ଟାଇଲ କୁ ଦେଖାଇ ସେମାନେ ତାଙ୍କର ଦର୍ଶକ ମାନଙ୍କ ର ନିକଟତର ହୋଇଥାନ୍ତି ଏବଂ ସେମାନଂକୁ ଆକର୍ଷିତ କରିଥାନ୍ତି। ଦର୍ଶକ, ପ୍ରସଂଶକ ମାନଙ୍କ ସହିତ ସେମାନେ ତାଙ୍କର ଅନେକ ସୁନ୍ଦର୍ ମୁହୂର୍ତ୍ତ ସବୁକୁ ସେୟାର କରିଥାନ୍ତି। ତେବେ ସେଲିବ୍ରେଟି ମାନଙ୍କର ଜୀବନଶୈଳୀ ସାଧାରଣତଃ ଟିକେ ଭିନ୍ନ ଏବଂ ଆକର୍ଷିତ କଲା ଭଳି ହୋଇଥାଏ। ଲୋକେ ସେମାନଂକୁ ବହୁତ୍ ଭଲ ପାଆନ୍ତି ଏବଂ ସେମାନଂକୁ ଅନୁସରଣ ବି କରନ୍ତି। ସେହିଭଳି ଏକ ସୁନ୍ଦର୍ ଯୋଡି ପାଇଁ ଏବେ ଅନେକ ଦର୍ଶକ ପାଗଳପ୍ରାୟ ଅଟନ୍ତି।

ସେମାନେ ହେଉଛନ୍ତି ସୁଇଟ କପଲ୍ ସବ୍ୟସାଚୀ ମିଶ୍ର ଏବଂ ଅର୍ଚ୍ଚିତା ସାହୁ। ସେମାନେ ସେମାନଙ୍କ ଅଭିନୟ, ଡାନ୍ସ ଏବଂ ଭଲପାଇବା ର ଯାଦୁରେ ଲୋକଙ୍କୁ କିମିଆ କରି ରଖିଛନ୍ତି। ଅନେକ ସମୟରେ ସେମାନେ ତାଙ୍କର ଆକର୍ଷଣୀୟ ଡାନ୍ସ ସାଙ୍ଗକୁ ସୁନ୍ଦରତା ଏବଂ ଆକର୍ଷଣୀୟ ଲୁକ୍ସ ପାଇଁ ଦର୍ଶକଙ୍କୁ ଆକର୍ଷିତ କରିଥାନ୍ତି। ତେବେ ସେମାନଙ୍କ ବିଷୟରେ ଅନେକ ପ୍ରସଂଶକ ଜାଣିବାକୁ ଆଗ୍ରହ କରିଥାନ୍ତି ଏବଂ ସେମାନଙ୍କ ପ୍ରତି ଦର୍ଶକ ମାନଙ୍କର ଏକ ଭିନ୍ନ ଧରଣର ଭଲପାଇବା ବି ରହିଛି। ସେମାନେ ନିଜର ସୁନ୍ଦର୍ ବ୍ୟକ୍ତିତ୍ଵ ସାଙ୍ଗକୁ ସୁନ୍ଦର୍ ଫିଲ୍ମ୍ ସବୁ ଯୋଗାଇ, ଫିଲ୍ମ୍ ଜରିଆରେ ଲୋକ ମାନଙ୍କ ଭିତରେ ସେମାନଙ୍କର ମନରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରି ପାରିଛନ୍ତି ଏବଂ ବେଶ୍ ଲୋକପ୍ରିୟ ମଧ୍ଯ ହୋଇ ପାରିଛନ୍ତି ସବ୍ୟ ଏବଂ ଅର୍ଚ୍ଚିତା।

ତେବେ ମନୋରଂଜନ ଦୁନିଆର ଏକ ଲୋକପ୍ରିୟ ଯୋଡି ଭାବରେ ସବ୍ୟସାଚୀ ଏବଂ ଅର୍ଚ୍ଚିତା ଲୋକଙ୍କର ବେଶ୍ ପସନ୍ଦର ଯୋଡି ହୋଇ ପାରିଛନ୍ତି। ସେମାନେ ଏମିତି ଏକ ସେଲିବ୍ରିଟି ଯୋଡି ଯାହାଙ୍କୁ ଭଲ ପାଆନ୍ତି ଅଗଣିତ ଦର୍ଶକ। ସେମାନଙ୍କର ଅନେକ ଭିଡିଓ ତ ଆପଣ ମାନେ ଦେଖିବାକୁ ପାଇଥିବେ।ଏବେ ପୁଣି ସେମାନଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି। ନିକଟରେ ଆୟୋଜିତ ହୋଇଥିବା ସୋର ମହୋତ୍ସବ ୨୦୨୨ କୁ ସେମାନେ ଦୁଇଜଣ ଆସି ସମସ୍ତଙ୍କୁ ମନୋରଂଜନ କରାଇଛନ୍ତି। ଅଭିନେତ୍ରୀ ଅର୍ଚ୍ଚିତା ଏବଂ ସବ୍ୟସାଚୀ ଏଠାରେ ଗୀତ ଗାଉଥିବା ଦେଖିବାକୁ ମିଳୁଛି।

ସେମାନେ ଉଭୟ ଅଭିନୟ କରିଥିବା ଏକ ସୁପରହିଟ ଓଡିଆ ଫିଲ୍ମ୍ , ମୁଁ ଏକା ତୁମର ଫିଲ୍ମ୍ ର ଟାଇଟଲ ଗୀତକୁ ଉଭୟ ଅର୍ଚ୍ଚିତା ଏବଂ ସବ୍ୟସାଚୀ ଏହି ମହୋତ୍ସବ ରେ ଅଗଣିତ ଶ୍ରୋତାଙ୍କୁ ଗାଇ ଶୁଣାଇଛନ୍ତି। ସେମାନଂକୁ ଦେଖିବା ପାଇଁ ଏବଂ ତାଙ୍କ ପ୍ରଦର୍ଶନ କୁ ଦେଖିବା ପାଇଁ ସେଠାରେ ଯେଉଁ ଭଳି ଭାବରେ ଭିଡ଼ ଜମିଛି ତାହା ଆପଣ ଏଠାରେ ଏହି ଭିଡିଓ ରେ ଦେଖି ପାରୁଥିବେ। ସେମାନଂକୁ ଦେଖି ଅଗଣିତ ଦର୍ଶକ ବହୁତ୍ ଉତ୍ସାହିତ ଥିବା ଦେଖିବାକୁ ମିଳୁଛି ଏହି ଭିଡିଓ ରେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.