Swastik Tv News Odisha

ଚର୍ଚ୍ଚାରେ ରହସ୍ୟମୟ ଗୁମ୍ଫା ଦାବି ରହିଛି କି ଏହି ସ୍ଥାନରେ ରହିଛି ସ୍ୱର୍ଗପୁର କୁ ରାସ୍ତା ତେବେ ଏହି ରହସ୍ୟମୟ ଗୁମ୍ଫ ବିଷୟରେ ଜାଣିଲେ ଆପଣ ମଧ୍ୟ ଚିନ୍ତାରେ ପଡିଯିବେ

0

ଆମ ବିଶ୍ଵ ରେ ଅନେକ ଅଜବ ଅଜବ ସ୍ଥାନ ରହିଛି । ଯାହା ବିଷୟରେ ଜାଣିଲେ ଆମେ ସବୁବେଳେ ଆଶ୍ଚର୍ଯ୍ୟ ହେବୁ । ଆଉ ସେହିପରି ଆଶ୍ଚର୍ଯ୍ୟ କରିବା ଏହି ଗୁମ୍ଫାର କାହାଣୀ । ଯାହାକୁ ସ୍ବର୍ଗ ର ଦ୍ୱାର ବୋଲି ଲୋକେ ବିଶ୍ୱାସ କରୁଛନ୍ତି । ଆଉ ଏହି ସ୍ଥାନ ଟି ଚାଇନା ରେ ରହିଛି । ସମଗ୍ର ବିଶ୍ୱ ରେ ରହିଛି ଅନେକ ଅଦ୍ଭୁତ ସ୍ଥାନ ।

ଯେଉଁ ସ୍ଥାନ ବିଷୟରେ ଜାଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । କିନ୍ତୁ ଲୋକ ମାନଙ୍କ ଏହା ଅନେକାଂଶରେ ଆକୃଷ୍ଟ କରିଥାଏ । ଏହି ସ୍ଥାନ ଗୁଡିକ ଭୁତରୁ କିଛି ସ୍ଥାନ କୁ ମଣିଷ ନିଜ ପରିଶ୍ରମ ରେ ବନାଇଛି । ଅନ୍ୟ ପଟେ କିଛି ସ୍ଥାନ କୁ ପ୍ରକୃତିର ଚମତ୍କାର କହିଲେ ଭୁଲ ହେବ ନାହିଁ ।

ସେହିଭଳି ଏକ ସ୍ଥାନ ହେଉଛି ଚାଇନା ର ହେବେନ ମାଉଣ୍ଟନ, ଏହି ସ୍ଥାନ କୁ ଏଜ ତୁରିସ୍ତ ଆଟ୍ରାକ୍ଟିଓଂ ବୋଲି ମଧ୍ୟ କୁହାଯାଏ। ୧୯୧୮ ମିଟର ଉଚ୍ଚ ଏହି ପାହାଡ଼ ଦୁନିଆର ସବୁଠାରୁ ଉଚ୍ଚ ଗୁମ୍ଫାର ପରିଚୟ ପାଇଛି । ଏହି ଗୁମ୍ଫାର ସବୁଠାରୁ ଖାସ କଥା ହେଉଛି ଏହି ଗୁମ୍ଫା କୁ ସ୍ୱର୍ଗର ଦ୍ୱାର ବୋଲି କୁହାଯାଉଛି । ଦୀର୍ଘ ବର୍ଷ ପୂର୍ବେ ଏହି ପାହାଡ଼ ର କିଛି ଅଂଶ ଭାଙ୍ଗି ଯାଇଥିଲା । ଫଳରେ ଏହି ଗୁମ୍ଫା ର ନିର୍ମାଣ ହୋଇଥିଲା ବୋଲି ଜଣାଯାଏ ।

୧୯୬ ଫୁଟ ଲମ୍ବ ତଥା ୪୩୧ ଫୁଟ ଉଚ୍ଚ ଏବଂ ୧୮୭ ଫୁଟ ଚଉଡା ଏହି ଗୁମ୍ଫା କୁ ଦୁନିଆର ଏକ ବିଚିତ୍ର କହିଲେ ଭୁଲ ହେବ ନାହିଁ । ପାଖା ପାଖି ୫୦୦୦ ଫୁଟ ଉଚ୍ଚ ହୋଇଥିବା କାରଣ ରୁ ଏହି ଗୁମ୍ଫା ଆକାଶ ର ବାଦଲ ରେ ଘେରି ହୋଇ ରହିଥାଏ । ସମ୍ଭବତଃ ଏହି କାରଣ ଯୋଗୁଁ ଲୋକ ମାନେ ଏହାକୁ ସ୍ୱର୍ଗର ଦ୍ୱାର ବୋଲି କହିବା ଆରମ୍ଭ କରିଥିଲେ । ଏଠାକୁ ଯିବା ପାଇଁ ଲୋକେ ରାସ୍ତା ବ୍ୟବହାର କରିବା ସହ କେବୁଲ ଏୟାର ମଧ୍ୟ ବ୍ୟବହାର କରିଥାନ୍ତି ।
ତେବେ ଦୁନିଆର ସବୁଠାରୁ ଲମ୍ବା ଓ ଉଚ୍ଚତମ ନିଏମିତ ଭି କ୍ୱବୁଲ ଓୟାର ର ନାମ ଗିନିଜ ୱାଲର୍ଡ଼ ଅଫ ରେଚିର୍ଡ ରେ ନାମିତ ହୋଇଛି । କେବୁଲ ଓୟାର ଓ ସଡ଼କ ରେ ଉଲହେଇବା ପରେ ଲୋକେ ୯୯୯ ସିଢୀ ଚଢି ଗୁମ୍ଫା ଯାଏ ପହଂଚି ଥାନ୍ତି । ଏହି ୯୯୯ ପାହାଚ କୁ ସୁପ୍ରିମ ନମ୍ବର ବୋଲି କୁହ ଯାଏ ଏବଂ ଏହା ସମ୍ରାଟ ଙ୍କ ପ୍ରତୀକ ବୋଲି ମୋନଯାଏ । ୨୦ ସତବଧିରେ ଟିଆମେନ ମୋଉଣ୍ଟନ ନିକଟରେ ଏକ ୱାଟର ଫୋଲ ଥିଲା ଯାହା କେବଳ ୧୫ ମିନିଟ ପାଇଁ ଦୃଶ୍ୟ ମାନ ହେଉଥିଲା । ଏହାର ପାଣି ୧୫୦୦ ମିଟର ଉଛତାରୁ ସିଧା ତଳକୁ ପଡି ଥାଏ।
କିନ୍ତୁ ଆଶ୍ଚର୍ଯ୍ୟ ର କଥା ବର୍ତମାନ ଏହି ଝରଣା ର କୌଣସି ଚିହ୍ନ ବର୍ଣ୍ଣ ନାହିଁ । ଏହି ପାହାଡ଼ ରେ ଅନେକ ଗୁପ୍ତ ସମ୍ପତି ଲୁଚି ରହିଛି ଅନେକ ଲୋକ ଏହି ସନ୍ଧାନରେ ଲାଗିଛନ୍ତି କିନ୍ତୁ ଅସଫଳ ହୋଇଛନ୍ତି । ଏଠାରେ ଏକ ବୌଦ୍ଧ ମଠ ରହିଛି । ୧୧୯୦୦ ଏକର ଜମିରେ ପର୍ଯ୍ୟାପ୍ତ ଏକ ଗୁମ୍ଫା ମଧ୍ୟ ଏଠାରେ ରହିଛି । ୧୯୯୨ ମସିହାରେ ଏହାକୁ ୟୁନେସ୍କୋ(UNESCO) କୁ ଏହାକୁ ବିଶ୍ୱ କୀର୍ତି ରାଜିରେ ସାମିଲ କରିଛି । ତେବେ ଏତେ ସବୁ ବିଶେଷତ୍ୱ କାରଣ ରୁ ବହି ସ୍ଥାନ ତି ଦର୍ଶକଙ୍କୁ ଆକୃଷ୍ଟ କରିଥାଏ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Leave A Reply

Your email address will not be published.