Swastik Tv News Odisha

ଗୋଟେ ଗରିବ ବାପାର ପୁଅ emotional and heart touching ସୋସିଆଲ ମେସେଜ… ମାତ୍ର 4 ଘଣ୍ଟାରେ 36 Million ରୁ ଅଧିକ ଲୋକ ଦେଖି ସାରିଲେଣି…

0

ସୁଖ ଏବଂ ଦୁଃଖ ଆମ ଜୀବନର ଦୁଇଟି ପ୍ରମୁଖ ଅଂଶ ବିଶେଷ। ଆଜି ସୁଖ ଅଛି ତ କାଲି ନିଶ୍ଚିତ ଦୁଃଖ ଆସିବ।ଦୁନିଆର ଏହା ହେଉଛି ନିରାଟ ସତ୍ୟ। ସବୁଦିନ ସବୁକିଛି ସମାନ ନଥାଏ। ତେବେ ଦୁନିଆରେ ଲୋକ ଏମିତି ଅନେକ ରହିଛନ୍ତି ଯେଉଁମାନେ ଅର୍ଥବଳ ଅପେକ୍ଷା ସମ୍ପର୍କର ମୂଲ୍ୟକୁ ବହୁତ୍ ଗୁରୁତ୍ବ ଦେଇଥାନ୍ତି। କିନ୍ତୁ ବେଳେବେଳେ ଦୁଃଖ ଏବଂ ଦାରିଦ୍ର୍ୟ ଅନେକ ସମସ୍ୟା ତିଆରି କରେ ଆଉ ମଣିଷକୁ ଦୁର୍ବଳ କରିଦିଏ। ଆଉ ସେତିକି ବେଳେ ଯେଉଁ ଅନୁଭୂତି ମିଳିଥାଏ ତାହା ସହ୍ୟ କରିବା ବହୁତ୍ କଷ୍ଟକର ଅଟେ। ଯାହା ସମାଜର ନିଛକ ସତକୁ ସାମ୍ନାକୁ ଆଣିଥାଏ।

ତେବେ ଏସବୁ ଭିତରେ ବି ଅନେକଙ୍କ ଭିତରେ ସ୍ନେହ ମମତା ଭଲପାଇବା ଗଭୀର ଭାବରେ ରହିଛି। ଯେଉଁମାନେ ଟଙ୍କା, ପଇସା ବିଳାସପୂର୍ଣ୍ଣ ଜୀବନ ଅତିବାହିତ କରି ଅହଙ୍କାରୀ ନସାଜି ସଂପର୍କର ମୂଲ୍ୟକୁ ଗୁରୁତ୍ବ ଦେଇଥାନ୍ତି। ତେବେ ଆଜିର ଦୁନିଆରେ ଏମିତି ବି ଲୋକ ଅଛନ୍ତି ଯେଉଁ ମାନେ ଦୁଃଖ ଯନ୍ତ୍ରଣା ରେ ରହି ନିଜକୁ ବଞ୍ଚାଇ ରଖିବାକୁ ଚେଷ୍ଟା ମଧ୍ୟ କରୁଛନ୍ତି।ତେବେ ଦୁନିଆର ଏହି ଅଜିବ ବିଧାନ କୁ ତ ଆମ ସମସ୍ତଙ୍କୁ ମାନିବାକୁ ପଡ଼ିବ ଯାହାକୁ ସ୍ଵୟଂ ସୃଷ୍ଟି କର୍ତ୍ତା ତିଆରି କରିଛନ୍ତି।ତେବେ ଦୁନିଆରେ ଧନୀ ହେଉ କି ଗରିବ ସମସ୍ତଙ୍କ ପାଖରେ ଏହିଭଳି ଭାବରେ ଦୁଃଖ ଓ ସମସ୍ୟା ଭରି ରହିଛି।

ନିଜକୁ ଠିକ୍ ଭାବରେ ପରିଚାଳନା କରି ଦୁନିଆରେ ତିଷ୍ଠି ରହିବା ପାଇଁ ସମସ୍ତେ ପ୍ରୟାସ କରିବାରେ ଲାଗିଛନ୍ତି। କିନ୍ତୁ ବେଳେବେଳେ ଆମ ଚାରିପଟେ ଏମିତି ପ୍ରକାରର ଅଭାବ ଅନଟନ ଦେଖିବାକୁ ମିଳିଥାଏ ତାହା ସମସ୍ତଙ୍କୁ ଦୁଃଖୀ କରି ଦେଇଥାଏ ଓ ବହୁତ୍ ଗମ୍ଭୀର ଦୁଃଖ ପହଞ୍ଚାଇ ଥାଏ। ସେହିଭଳି ଏହି ଭିଡିଓ ରେ ଆପଣ ଦେଖିବାକୁ ପାଇବେ କିପରି ଜଣେ ଗରିବ ବାପାକୁ ତାର ପୁଅ ଗାଡ଼ି ମଟର ଦାବି କରି ବାପା ଉପରେ ରାଗି ଘର ଛାଡ଼ି ଚାଲି ଯାଉଛି। ଆଉ ପରେ ବାପା ନିଜର ଗରିବୀ ପାଇଁ ଦୁଃଖ ଅନୁଭବ କରୁଛି। ପୁଅର ସାଙ୍ଗକୁ ସେ କହୁଛନ୍ତି ତାଙ୍କ ପୁଅକୁ ଫେରାଇ ଆଣିବା ପାଇଁ।

ପରେ ପୁଅକୁ ତାର ଏକ ସାଙ୍ଗ ବୁଝାଇବା ପରେ ଯାଇ ସେ ସବୁ କଥାକୁ ବୁଝି ପାରୁଛି। ବାପାଙ୍କ କଷ୍ଟ, ତାଙ୍କ କର୍ତ୍ତବ୍ୟ କୁ ସେ ବୁଝି ପାରୁଛି ଆଉ ଘରକୁ ଫେରି ଆସୁଛି।ପରେ ବାପାଙ୍କୁ ସେ ଭୁଲ୍ ମାଗୁଛି ଏବଂ କହୁଛି ବାପା ମୁଁ କେବେ ଆଉ ତୁମକୁ କଷ୍ଟ ଦେବା ଭଳି କଥା କହିବି ନାହିଁ ଏବଂ ଆଜିଠୁ ମୁଁ ନିଜେ ପରିଶ୍ରମ କରିବି।ପରେ ଏହି ଦୃଶ୍ୟ ଏକ ବ୍ୟବବିହ୍ୱଳ ସ୍ଥିତି ସୃଷ୍ଟି କରୁଛି। ଆପଣ ଏହି ଭିଡିଓ ଦେଖିଲେ ଏକ ସୁନ୍ଦର୍ ବାର୍ତ୍ତା ପାଇ ପାରିବେ ଏବଂ ଏହାକୁ ଦେଖି ନିଶ୍ଚିତ ଖୁସି ହେବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.