Swastik Tv News Odisha

TSUNAMI ଆସି ହିଟ କରିବାର ଭୟଙ୍କର ଦୃଶ୍ୟ ଦେଖିଲେ ଆପଣଙ୍କ ହୋସ ଉଡିଯିବ… ଦେଖନ୍ତୁ Video

0

ବନ୍ଧୁଗଣ ଏହା ନିଶ୍ଚିତ ଭାବରେ ସତ ଯେ, ବେଳେବେଳେ ଆମେ ଆପଣଙ୍କୁ କିଛି ଏମିତି ଘଟଣା ସମ୍ପର୍କରେ ଅବଗତ କରାଇ ଥାଉ ଯାହା ସାଧାରଣରେ ଆଶ୍ଚର୍ଯ୍ୟର ବିଷୟ ହୋଇଥାଏ। କାରଣ ସହଜରେ ସେହିସବୁ ଘଟଣାକୁ ବିଶ୍ୱାସ କରିହୁଏ ନାହିଁ। ଯେଉଁ ଘଟଣାର ଦୃଶ୍ୟକୁ ଦେଖିଲେ ଭୟରେ ଛାତି ଥରି ଉଠିଥାଏ। ଯାହା ଯେତିକି ବିସ୍ମୟକର ସେତିକି ଭୟାନକ ବି ହୋଇଥାଏ।ସେହିପରି ଆଜି ଆପଣ ଦେଖିବେ ଏକ ଏମିତି ଘଟଣାର ଦୃଶ୍ୟ ଯାହା ଆପଣଙ୍କୁ ନିଶ୍ଚିତ ଚକିତ କରିବ। ଆପଣ ଜାଣିଛନ୍ତି ଆଜିର ଏହି ଦୁନିଆ ରେ ଅଧିକାଂଶ ସମୟରେ କିଛି ନା କିଛି ଅଜବ ଘଟଣା ମାନ ଦେଖିବା ପାଇଁ ମିଳିଥାଏ।ଆଉ ତା ମଧ୍ୟରୁ ବହୁତ୍ ଏହି ଭଳି ଘଟଣା ରହିଛି ବାସ୍ତବରେ ଆମକୁ ବହୁତ୍ ଆଶ୍ଚର୍ଯ୍ୟ କରିଥାଏ।

କାରଣ ଏହିଭଳି କିଛି ଘଟଣା ଆମକୁ ଭାବିବାକୁ ବାଧ୍ୟ କରିଥାଏ ଯେ ଏହା କିପରି ସମ୍ଭବ ହୋଇପାରେ, କଣ ଏମିତି ବି ଘଟିପାରେ।ତେବେ ଆମେ କହିବାକୁ ଯାଉଥିବା ଏହି ଘଟଣାରେ ଯାହା ଘଟିଛି ତାହା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇ ଯିବେ।ଦୁର୍ଘଟଣା ବା ଅଘଟଣ ଶବ୍ଦଟି ସମସ୍ତଙ୍କ ପାଇଁ ଦୁଃଖଦାୟକ ଏବଂ ଭୟାନକ ହୋଇଥାଏ।ଆମେ ଅନେକ ପ୍ରକାର ଦୁର୍ଘଟଣା ଆମେ ଆମ ଚତୁପାର୍ଶ୍ଵରେ ଦେଖିବାକୁ ପାଇଥାଉ। ବହୁତ୍ ଏମିତି ଦୁର୍ଘଟଣା ରହିଛି ଯାହା ଆମକୁ ସ୍ତବ୍ଧ କରି ଦେଇଥାଏ। ତେବେ କହିବାକୁ ଗଲେ ଦୁର୍ଘଟଣା ସମସ୍ତ ଙ୍କୁ ଏକ ଅଜଣା ଆଘାତ ଅଚାନକ ଭାବରେ ଦେଇ ଯାଇଥାଏ।

ସେହିପରି ଏବେ ସାମ୍ନାକୁ ଆସିଛି ଏକ ପ୍ରାକୃତିକ ଦୁର୍ଘଟଣା ର ଭୟାନକ ଚିତ୍ର ଯାହା ସାଧାରଣରେ ବିଶ୍ୱାସ କରିବା କଷ୍ଟକର ଅଟେ କିନ୍ତୁ ଏହାକୁ ମାନିବାକୁ ପଡ଼ିବ ଯେ ବିପର୍ଯ୍ୟୟ ଏହିଭଳି ଆସେ।ତେବେ ଘଟିଥିବା ଏହି ଘଟଣା ଯାହା କ୍ୟାମେରା ରେ ରେକର୍ଡ ହେଲା ପରେ ଏହା ଲୋକ ଲୋଚନକୁ ଆସିଛି।ତେବେ ଏହି ଘଟଣାରେ କିଭଳି ଭାବରେ ହଠାତ୍ ସୁନାମି ମାଡ଼ି ଆସି ଜନ ବସତି କୁ କ୍ଷତି ପହଞ୍ଚାଉଛି ତାହା ଥରେ ଦେଖନ୍ତୁ। ଢେଉ ଭଳି ମାଡ଼ି ଆସୁଛି ନଦୀର ପାଣି। ଆଉ ଆଖି ପିଚୁଲାକେ ଚାରିଆଡ଼େ ଜଳମଗ୍ନ ହୋଇ ଯାଉଛି। ପାଣିର ଛିଟା ଗ୍ରାମ ଭିତରକୁ ପଶି ଆସି ସମସ୍ତଙ୍କୁ ଦୋହଲାଇ ଦେଉଛି।

ଲୋକେ ଉଚ୍ଚ ସ୍ଥାନରେ ଯାଇ ଏକତ୍ର ଛିଡା ହେଇଛନ୍ତି ଏବଂ ଏହି ପ୍ରକୃତିର ତାଣ୍ଡବକୁ ଦେଖୁଛନ୍ତି। ତାଙ୍କ ହାତରେ ଏହାକୁ ରୋକିବାକୁ କିଛି ନାହିଁ। ଏହାର ଦୃଶ୍ୟକୁ କେହି ଜଣେ ରେକର୍ଡ କରିବା ପରେ ଏହା ଏବେ ସାମ୍ନାକୁ ଆସିଛି। ତେବେ ଆପଣଙ୍କୁ କହି ରଖୁଛୁ ଯେ ଏହି ଦୃଶ୍ୟ ହେଉଛି ଅଣ୍ଡୋନେସିଆର ଏକ ଗ୍ରାମର। ସେଠାକାର କମ୍ପାର ନଦୀରୁ ଜଳ ପ୍ରବାହିତ ହୋଇ ଏମିତି ଏକ ଭୟଙ୍କର ସ୍ଥିତି ସୃଷ୍ଟି କରିଛି ଯାହା ସାଧାରଣ ରେ ଭୟଭୀତ କରିବା ଭଳି ଅଟେ। ଏହାକୁ ଦେଖିଲେ ଆପଣ ଜାଣି ପାରୁଥିବେ ଯେ ପ୍ରକୃତି କିପରି ଭୟଙ୍କର ହୋଇପାରେ ଏବଂ ଏହାକୁ ଅଟକାଇବାର ଶକ୍ତି କାହାର ବି ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.