Swastik Tv News Odisha

ଆହାଃ କି ଆନନ୍ଦମୟ ଦୃଶ୍ୟ ! ନିଜ ପଣତ କାନିରେ ପୁଅକୁ କଲା ଏମିତି… ମାଆ କୁ ଭଲ ପାଉଥିଲେ ଥରୁଟିଏ ନିଶ୍ଚୟ ଦେଖନ୍ତୁ Video

0

ମାଆ’ ଏପରି ଏକ ଶବ୍ଦ ଯାହାର କୌଣସି ଶେଷ ନାହିଁ, ପବିତ୍ର ସଂପର୍କ ନାହିଁ। ମାଆ ବାପାଙ୍କ ଋଣ ଜୀଵନ ଥିବା ପର୍ଯ୍ୟନ୍ତ କେବେ ସୁଝି ହେବ ନାହିଁ। ସେମାନଙ୍କର ଅବଦାନ ଆମ ଜୀବନ ପାଇଁ ଅତୁଳନୀୟ। ନିଜେ ଦୁଃଖ ରେ ରହି ସବୁବେଳେ ପିଲା ମାନଙ୍କ ମୁହଁରେ ହସ ଫୁଟାଇବା ପାଇଁ ଚେଷ୍ଟା କରିଥାଏ। ହେଲେ ମନ ମଧ୍ୟରେ ସବୁବେଳେ ପିଲାମାନଙ୍କ ପ୍ରତି ଆଶୀର୍ବାଦ ହିଁ ରହିଥାଏ। ଦରକାର ପଡ଼ିଲେ ମାଆ ପିଲା ମାନଙ୍କ ପାଇଁ ଯମ ସହିତ ଲଢ଼ିବା ପାଇଁ ପଛାଇ ନଥାଏ। ଆଜି କାଲିର ପିଲା ମାନେ ସିନା କାହାକୁ ପଚାରୁ ନାହାନ୍ତି। ହେଲେ ମାଆ ସବୁବେଳେ ପିଲାର ଖୁସି ହି ଚାହିଁ ଥାଏ।

ଯାହାବି ହେଉ ବର୍ତ୍ତମାନ ସମୟରେ ଏକ ଭିଡ଼ିଓ ଦେଖିବା ପାଇଁ ମିଳିଛି। ଆପଣ ଦେଖିବା ମାତ୍ରେ ମାଆ ପ୍ରତି ସ୍ନେହ ଆହୁରି ବଢ଼ି ଯିବ। ଜଣେ ମାଆ ପିଲାର ଗାଡ଼ି ପଛରେ ବସି ଥିଲା, ପିଲାକୁ ଖରା ହେଉଛି ବୋଲି ତା ମୁଣ୍ଡରେ ଶାଢ଼ୀ ଘୋଡ଼ାଇ ଦେଉଥିବା ଦେଖିବା ପାଇଁ ମିଳିଥିଲା। ଏହି ଭିଡ଼ିଓଟି ସୋସିଆଲ ମିଡିଆରେ ଖୁବ ଜୋର ରେ ଭାଇରାଲ ହେବାରେ ଲାଗିଛି। ତେବେ ଆସନ୍ତୁ ଜାଣିବା ଏହି ଭାଇରାଲ ଭିଡ଼ିଓ ସଂପର୍କ ବିଷୟରେ। ବନ୍ଧୁଗଣ ବର୍ତ୍ତମାନ ସମୟରେ ଅସହ୍ୟ ଖରା ତାତି ଆପଣ ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ। ଚାରି ଆଡ଼େ ସବୁ ଗଛ ପତ୍ର ସୁଖୀ ଯାଇଛି। ଯଦି ଆମେ ଟାଉନ କଥା ଦେଖିବା ତେବେ ଗାଁ ଅପେକ୍ଷା ଟାଉନ ରେ ଅଧିକ ତାପମାତ୍ରା ରହିଥାଏ।

ଏହାର ଫଳ ହେଉଛି ଗାଡ଼ି ମଟର କାରଖାନା ରହୁଛି। ସେଥିପାଇଁ ଅଧିକ ଗରମ ଅନୁଭୂତ ହୋଇଥାଏ। ତେବେ ଏସବୁ କହିବାର ଅର୍ଥ ହେଉଛି। ସୋସିଆଲ ମିଡିଆରେ ଯେଉଁ ଭିଡ଼ିଓଟି ଭାଇରାଲ ହେଉଛି। ଆପଣ ମାନେ ନିଶ୍ଚିତ ଭାବରେ ଦେଖି ପାରୁଥିବେ ଯେ ଜଣେ ବାଳକ ଗାଡି ଚଳାଉଛି। ଆଉ ପଛରେ ଜଣେ ମହିଳା ବସିଛନ୍ତି। ତେବେ ପଛରେ ବସିଥିବା ମହିଳା ଜଣକ ଆଉ କେହି ନୁହନ୍ତି, ସେ ହେଉଛନ୍ତି। ଗାଡି ଚଳାଉ ଥିବା ବାଳକର ମାଆ, ଏତେ ଖରା ହୋଇଛି ପିଲାକୁ ଖରା କାଟିବ ବୋଲି ପିଲାର ମୁଣ୍ଡ ଉପରେ ଓଢଣୀ ଘୋଡାଇ ଦେଉଛି।

ଆପଣ ମାନେ ଥରେ ଅନୁଭବ କରନ୍ତୁ ଏହା କେତେ ବଡ କଥା କାରଣ ତାଙ୍କୁ କେହି କହି ନାହାନ୍ତି ଏମିତି କରିବା ପାଇଁ ହେଲେ ନିଜ ପିଲାକୁ ଖରା କାଟୁଥିବା ଦେଖି ଶାଢ଼ୀ ରେ ଘୋଡ଼ାଇ ଦେଲା। ତେବେ ଏହି ସମୟର ଦୃଶ୍ୟକୁ ଆଉ ଜଣେ କାର ଭିତରେ ରହି କଏଦ କରିଥିବା ଦେଖିବା ପାଇଁ ମିଳିଛି। ସୋସିଆଲ ମିଡିଆରେ ଭିଡ଼ିଓଟି ଭାଇରାଲ ହେବା ପରେ ସମସ୍ତେ ଏହାକୁ ଦେଖି ପ୍ରଶଂସା କରିଛନ୍ତି। ଯାହାବି ହେଉ ଭିଡ଼ିଓଟି ଖୁବ ଜୋର ରେ ଭାଇରାଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave A Reply

Your email address will not be published.