Swastik Tv News Odisha

ମାତାଜୀ ଅନ୍ତବସ୍ତ୍ର ଛାଡି ଚାଲିଗଲେ | ବାପି ପଣ୍ଡା & ନରୀ ପଣ୍ଡା BEST COMEDY… ଭିଡ଼ିଓ ଦେଖିଲେ ହସି ହସି ଗଡ଼ିଯିବେ…

0

ବନ୍ଧୁଗଣ ନିଶ୍ଚିତ ଭାବରେ ଆପଣ ମଜାଳିଆ ଭିଡିଓ ସବୁ ଦେଖିବାକୁ ପସନ୍ଦ କରୁଥିବେ ଏବଂ ଏହାକୁ ଦେଖି ବହୁତ୍ ଖୁସି ବି ହେଉଥିବେ। କାରଣ ଏହା ସମସ୍ତଙ୍କ ମନକୁ ଛୁଇଁଲା ଭଳି ହୋଇଥାଏ।ଅନେକ ସମୟରେ ଆପଣ ଏମିତି କିଛି ମଜାଦାର କୌତୁହଳ ପୂର୍ଣ୍ଣ ଭିଡିଓ ଦେଖିବା ପାଇଁ ପାଉଥିବେ। ସେହିପରି କିଛି ଏମିତି ଭିଡିଓ ସମ୍ପର୍କରେ ଆମେ ଆସିଥାଉ ଯାହାକୁ ଦେଖିବା ପାଇଁ ଆମକୁ ବହୁତ୍ ଭଲ ଲାଗିଥାଏ।ସେଥି ମଧ୍ୟରୁ କିଛି ଭିଡିଓ ଏମିତି ରହିଥାଏ ଯାହା ବାସ୍ତବରେ ଆମେ ଦେଖିବାକୁ ବହୁତ୍ ପସନ୍ଦ କରିଥାଉ। ତେବେ ସେହିପରି ଏକ ଏମିତି ମଜାଳିଆ ବା କୌତୁକିଆ ଦୃଶ୍ୟର ଭିଡିଓ ଏବେ ସାମ୍ନାକୁ ଆସିଛି।

ଯାହାକୁ ଦେଖିଲେ ଆପଣ ବହୁତ୍ ଖୁସି ହେବେ। ଆମେ ଯେଉଁ ଭିଡିଓ ସଂପର୍କରେ ଆପଣଙ୍କୁ କହିବାକୁ ଯାଉଛୁ ସେହି ଭିଡିଓ ଟି ଏକ ଯାତ୍ରାର ସିନ ଅଟେ। ଏହାକୁ ଦେଖି ଆପଣ ନିଶ୍ଚିତ ଖୁସି ହେବେ। ଆପଣ ଏହି ଭାଇରାଲ ଭିଡିଓ ଟି ଦେଖିଲେ ଜାଣି ପାରିବେ ଯେ ଏହା କେତେ ମଜାଦାର। ତେବେ ଆସନ୍ତୁ ଜାଣିବା କଣ ଘଟିଛି ଏହି ଭିଡିଓ ରେ। ତେବେ ଇଣ୍ଟରନେଟ ରେ ଏହି ଭିଡିଓ ଏବେ ବେଶ୍ ସେୟାର ହେବାରେ ଲାଗିଛି। ଯାତ୍ରା ପାର୍ଟିରେ ଅନେକ କମେଡି ସିନ ରହିଥାଏ। ଯାହା ଲୋକଙ୍କୁ ଶିରିଏସ ସିନ ଭିତରୁ ବାହାରକୁ ଆଣି ଏକ ମନୋରଂଜନ କରାଇଥାଏ। ବେଳେବେଳେ ଏହି କମେଡି ଡବଲ ମିନିଂ ଭଳି ହୋଇଥାଏ।

ଯେମିତି ଏହି ଭିଡିଓ ରେ ଏହି ଦୁଇ କଳାକାର ପରସ୍ପର ସହିତ କଥା ହେଉଛନ୍ତି ଏବଂ ହାସ୍ୟାତ୍ମକ ଢଙ୍ଗରେ ତାଙ୍କର କଥାକୁ ଉପସ୍ଥାପନ କରୁଛନ୍ତି। ଏଠାରେ ଏହି ଦୃଶ୍ୟରେ ଜଣେ ମାତାଜି ଚରିତ୍ରରେ ଅଭିନୟ କରୁଛନ୍ତି ଏବଂ ଆଉ ଜଣେ ତାଙ୍କ ପାଖରୁ କିଛି ଜାଣିବାକୁ ଚାହୁଁଛନ୍ତି। ତେବେ ଯୁବତୀ ଜଣଙ୍କ ଯିଏକି ମାତାଜି ବେଶରେ ଅଭିନୟ କରୁଛନ୍ତି ସେ ଉକ୍ତ ବ୍ୟକ୍ତି ଜଣଙ୍କ ସହିତ ଆଗୁଆ ପରିଚିତ ଅଛନ୍ତି ଏବଂ ସେ ଏଥିପାଇଁ ତାଙ୍କ ପାଖରୁ ଆଉ କିଛି କଥା ଜାଣିବାକୁ ଆସିଛନ୍ତି। ତେବେ ଏଠାରେ ଯାହାବି ବାର୍ତ୍ତାଳାପ ସେମାନଙ୍କ ଭିତରେ ହେଉଛି ତାହା ବେଶ୍ ମଜାଦାର ଅଟେ। ଯାହାକୁ ଦେଖି ସମସ୍ତେ ବେଶ୍ ଉପଭୋଗ କରିବା ଭଳି ଅଟେ।

ତେବେ କିପରି ଭାବରେ ଅଭିନୟ ଭିତରେ ମାତାଜି ଜଣଙ୍କ ତାଙ୍କର ଅନ୍ତଃବସ୍ତ୍ର ଛାଡି ଚାଲି ଯାଉଛନ୍ତି ବୋଲି ବ୍ୟକ୍ତି ଜଣଙ୍କ କହୁଛନ୍ତି ତାହା ଆପଣ ଦେଖିଲେ ନିଜ ହସକୁ ଅଟକାଇ ପାରିବେ ନାହିଁ। ଏହିଭଳି ଅନେକ ଅପେରା ଗୁଡିକର କମେଡି ଦୃଶ୍ୟ ଆପଣ ଅନେକ ସମୟରେ ଦେଖିବାକୁ ପାଉଥିବେ। ଯାହାକୁ ଦେଖି ଆପଣ ବହୁତ୍ ଖୁସି ବି ହେଉଥିବେ। ତେବେ ସେହିଭଳି ଏହି ଭିଡିଓ ମଧ୍ୟ ଏକ ମଜାଦାର ଯାତ୍ରାର ଭିଡିଓ ଅଟେ। ଯେଉଁଠି ଏହି ଦୁଇ କଳାକାର ସମସ୍ତଙ୍କୁ ହସାଇ ହସାଇ ବେଦମ୍ କରି ଦେଉଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.