Swastik Tv News Odisha

ଟ୍ରେନ Dangerous Rail track… ଏମିତି ଦୃଶ୍ୟ ଜୀବନରେ କେବେ ଦେଖି ନଥିବେ… 96 Million ରୁ ଅଧିକ ଲୋକ ଦେଖି ସାରିଲେଣି…

0

ବନ୍ଧୁଗଣ ଭାରତରେ ଏମିତି ବି କିଛି ସ୍ଥାନ ଅଛି ଯାହାକୁ ଦେଖିଲେ ଭୟରେ ଛାତି ଥରି ଉଠେ। କିନ୍ତୁ ସେସବୁ ସ୍ଥାନ ମାନଙ୍କରେ ମଧ୍ୟ ଲୋକ ବସବାସ କରନ୍ତି ଏବଂ ଏହା ଏଭଳି ସ୍ଥାନ ଯାହା ବାସ୍ତବରେ ଯେତିକି ଭୟାନକ ସେତିକି ଆକର୍ଷଣୀୟ। ତେବେ ବେଳେବେଳେ ସାମ୍ନାକୁ ଆସିଥାଏ କିଛି ଏଭଳି ସ୍ଥାନ ଯାହା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି ହୋଇଥାଏ।କାରଣ ଏଭଳି ବିସ୍ମୟକର ସ୍ଥାନ ଆପଣ ହୁଏତ ଆଗରୁ ବାସ୍ତବରେ କେବେ ଦେଖି ନଥିବେ।ସେହିଭଳି କିଛି ସ୍ଥାନର ନାମ, ଯାହାକୁ ଶୁଣିଲେ ସମସ୍ତେ ଅବାକ୍ ହୋଇ ଯାଇଥାନ୍ତି।

ସ୍ୱାଭାବିକ ଭାବରେ ଆମେ ପ୍ରତିଦିନ ଅନେକ ପ୍ରକାରର ବ୍ଲଗ୍ ଭିଡିଓ ସଂସ୍ପର୍ଶରେ ଆସିଥାଉ।ଆଉ ସେସବୁ ଭିଡିଓ ରେ ଯେଉଁ ଘଟଣା ସଂପର୍କରେ କୁହା ଯାଇଥାଏ ତାହା ସାଧାରଣ ହୋଇ ଥିବାରୁ ଆମେ ତାକୁ ବିଶ୍ୱାସ ମଧ୍ୟ କରିଥାଉ। ତେବେ ଆଜି ଆମେ ଜାଣିବା ଏକ ଏମିତି ଅଜବ ଦୃଶ୍ୟର ଭିଡିଓ ବିଷୟରେ ଯାହା ଆପଣଙ୍କୁ ସାମାନ୍ୟ ଚକିତ କରିବ।ଆପଣ ତ ଜାଣିଛନ୍ତି ଏହି ଦୁନିଆ ରେ ଅଧିକାଂଶ ସମୟରେ କିଛି ନା କିଛି ଅଜବ ଘଟଣା ମାନ ଦେଖିବା ପାଇଁ ମିଳିଥାଏ। ବହୁତ୍ ଏହି ଭଳି ଘଟଣା ଅଛି ଯାହାକୁ ଆମେ ଦେଖିଲା ପରେ ବିଚଳିତ ହୋଇ ପଡ଼ିଥାଉ।ଆପଣ ସୋସିଆଲ ମିଡିଆରେ ପ୍ରତିଦିନ ଏହିପରି ଅନେକ ଭାଇରାଲ ଭିଡିଓ ଦେଖୁଥିବେ।

ସେହିଭଳି ଏକ ଭିଡିଓ ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଏହି ଭିଡିଓ କୁ ଦେଖିଲେ ବୁଝି ପାରିବେ ଯେ ଏମିତି ବି ଆକର୍ଷଣୀୟ ଏବଂ ବିପଦପୂର୍ଣ୍ଣ ରେଲୱେ ଷ୍ଟେସନ୍ ଆମ ଦେଶ ଭାରତରେ ରହିଛି। ଯାହାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।ଏହି ଛତିଥରା ଦୃଶ୍ୟ କ୍ୟାମେରା ରେ ରେକର୍ଡ କରି ଏକ ବ୍ଲଗ୍ ଭିଡିଓ ରେ ଜଣେ ୟୁ ଟ୍ୟୁବର ଏହାକୁ ଦେଖାଇଛନ୍ତି ଏବଂ ଏହା ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି। ତେବେ ଆପଣଙ୍କୁ କହି ରଖୁଛୁ ଯେ ଏହି ଦୃଶ୍ୟ ହେଉଛି ରାମେଶ୍ଵରମ ର ପାମବନ ରେଲୱେ ଟ୍ରାକ ର। ଯେଉଁଠି ଦୁଇପଟେ ପାଣି ଢେଉ ଖାଉଥିବା ବେଳେ ମଝିରେ ତିଆରି ହୋଇଛି ଏହି ରେଲୱେ ଟ୍ରାକ ଟି।

ଏହି ଟ୍ରାକ ରେ ବି ଟ୍ରେନ୍ ଚାଲିଥାଏ ଏବଂ ଲୋକ ଯିବା ଆସିବା କରନ୍ତି। ସବୁଠାରୁ ଆଶ୍ଚର୍ଯ୍ୟ ର କଥା ହେଲା ଏଭଳି ସ୍ଥାନରେ ପାଣି ମଝିରେ ଏପରି ଇଞ୍ଜିନିୟରିଂ କାମ ହୋଇଛି। ଯାହାକୁ ଦେଖିଲେ ସମସ୍ତେ ଏଭଳି ସ୍ଥାନରେ ଟ୍ରାକ ତିଆରି କରିଥିବା ଇଞ୍ଜିନିୟରଙ୍କୁ ବହୁତ୍ ପ୍ରଶଂସା କରୁଛନ୍ତି। ଯଦିଓ ଏହି ଟ୍ରାକ ଉପରେ ଟ୍ରେନ୍ ଯିବା ଆସିବା କରିବା ସମୟରେ ଅନେକ ଲୋକ ଏଥିରେ ଯିବାକୁ ଭୟ କରିଥାନ୍ତି। କିନ୍ତୁ ଏହି ସ୍ଥାନଟି ବେଶ୍ ଆକର୍ଷଣୀୟ ହୋଇଛି ଏବଂ ଏହି ଟ୍ରାକ ରେ ଯିବା ଆସିବା କରିବା ଆଡ଼ଭେଞ୍ଚର ଠାରୁ କମ୍ ନୁହେଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.