Swastik Tv News Odisha

ଦେଖନ୍ତୁ ଭିଡିଓ : ହେ ଭଗବାନ ! କାଳବୈଶାଖୀ ପବନରେ ଉଡିଗଲେ ମଣିଷ…..

0

ପ୍ରକୃତି ଯେତେବେଳେ ଦାଉ ସାଜିଵ ସେତେବେଳେ ଏଥିରୁ ମୁକ୍ତି ପାଇବାର ଶକ୍ତି ଆଉ କାହାର ରହିଛି।ଆଉ ତା ମଧ୍ୟରୁ ବହୁତ୍ ଏହି ଭଳି ଘଟଣା ରହିଛି ବାସ୍ତବରେ ଆମକୁ ବହୁତ୍ ଆଶ୍ଚର୍ଯ୍ୟ କରିଥାଏ। ପ୍ରାକୃତିକ ବିପର୍ଯ୍ୟୟ ଜନିତ ଘଟଣା ଏବଂ ଏହାର ଭୟାବହତା ସଂସ୍ପର୍ଶରେ ଆପଣ ନିଶ୍ଚୟ ଆସିଥିବେ। ତେବେ
ଏହିଭଳି ବିପର୍ଯ୍ୟୟ ର କିଛି ଘଟଣା ଆମକୁ ଭାବିବାକୁ ବାଧ୍ୟ କରିଥାଏ ଯେ ଏହା କିପରି ସମ୍ଭବ ହୋଇପାରେ, କଣ ଏମିତି ବି ଘଟିପାରେ, କଣ ଏମିତି ଭୟଂକର ହୋଇପାରେ।ତେବେ ଆମେ କହିବାକୁ ଯାଉଥିବା ଏହି ଘଟଣାରେ ଯାହା ଘଟିଛି ତାହା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇ ଯିବେ।

ପ୍ରାକୃତିକ ବିପର୍ଯ୍ୟୟ ଜନିତ ଦୁର୍ଘଟଣା ବା ଅଘଟଣ ଶବ୍ଦଟି ସମସ୍ତଙ୍କ ପାଇଁ ଦୁଃଖଦାୟକ ଏବଂ ଭୟାନକ ହୋଇଥାଏ।ଆମେ ଅନେକ ପ୍ରକାର ଦୁର୍ଘଟଣା ଆମେ ଆମ ଚତୁପାର୍ଶ୍ଵରେ ଦେଖିବାକୁ ପାଇଥାଉ। ବହୁତ୍ ଏମିତି ଦୁର୍ଘଟଣା ରହିଛି ଯାହା ଆମକୁ ସ୍ତବ୍ଧ କରି ଦେଇଥାଏ। ତେବେ କହିବାକୁ ଗଲେ ଦୁର୍ଘଟଣା ସମସ୍ତ ଙ୍କୁ ଏକ ଅଜଣା ଆଘାତ ଅଚାନକ ଭାବରେ ଦେଇ ଯାଇଥାଏ। ସେହିପରି ଏବେ ସାମ୍ନାକୁ ଆସିଛି ଏକ ପ୍ରାକୃତିକ ଦୁର୍ଘଟଣା ର ଭୟାନକ ଚିତ୍ର ଯାହା ସାଧାରଣରେ ବିଶ୍ୱାସ କରିବା କଷ୍ଟକର ଅଟେ କିନ୍ତୁ ଏହାକୁ ମାନିବାକୁ ପଡ଼ିବ ଯେ ବିପର୍ଯ୍ୟୟ ଏହିଭଳି ଆସେ।ତେବେ ଘଟିଥିବା ଏହି ଘଟଣା ଯାହା କ୍ୟାମେରା ରେ ରେକର୍ଡ ହେଲା ପରେ ଏହା ଲୋକ ଲୋଚନକୁ ଆସିଛି।

ଏଠାରେ ଦେଖିବାକୁ ମିଳିଛି ଯେ ଜୋର୍ ପବନ ବହିବା କାରଣରୁ କିପରି ଭାବରେ ଲୋକମାନେ ଏଥିରେ ଗୁରୁତର ଭାବରେ ପ୍ରବାହିତ ହେଉଛନ୍ତି। ଆମେ କହୁଥିବା ଏହି ଘଟଣାଟି ହେଉଛି ୩ ବର୍ଷ ତଳେ ଆସିଥିବା ପ୍ରଳୟଙ୍କାରୀ ବାତ୍ୟା ଫନୀର ଦୃଶ୍ୟ। ଆପଣ ମାନେ ଜାଣିଥିବେ କିପରି ଭାବରେ ଏହି ଫନୀ ତାର ତାଣ୍ଡବ ରଚିଥିଲା। ଏବେବି ସେହି ସମୟର କଥା ମନେ ପଡିଲେ ଲୋମ ଟାଙ୍କୁରି ଉଠି ଥାଏ। ତେବେ ଏଭଳି ସ୍ଥିତି ସେହି ସମୟରେ ସୃଷ୍ଟି ହୋଇଥିଲା ଯାହା ଆପଣ ନ ଦେଖିଲେ ବିଶ୍ୱାସ କରି ପାରିବେ ନାହିଁ। କାରଣ ଏହା କେତେ ଭୟାନକ ତାହା ଆପଣ ଭାବି ପାରିବେ ନାହିଁ।

ଅନେକ ଦିନ ଧରି ଅଧିକ ପ୍ରଭାବିତ ହୋଇଥିବା ଅଞ୍ଚଳ ମାନଙ୍କରେ ବିଦ୍ୟୁତ୍ ସେବା ପ୍ରଭାବିତ ହୋଇଥିଲା। ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ତେବେ ଫନୀ ସମୟର ଏକ ଦୃଶ୍ୟ ଏବେ ସାମ୍ନାକୁ ଆସିଛି ଯେଉଁଠି ଦେଖିବାକୁ ମିଳିଛି ପବନରେ ସୁରକ୍ଷିତ ଅଞ୍ଚଳକୁ ଯାଇ ପାରୁ ନଥିବା ଲୋକ ମାନଙ୍କୁ ଓଟିଭି ର ପ୍ରତିନିଧି ଏବଂ କର୍ମଚାରୀ ମାନେ ଧରି ଧରି ନେଉଛନ୍ତି। ଏତେ ଜୋର ରେ ପବନ ବୋହୁଛି ଯେ ମଣିଷକୁ ଉଡ଼ାଇ ନେଉଛି ପବନ।ଏହି ଦୃଶ୍ୟ ଦେଖିଲେ ଆପଣ ଅନୁମାନ କରି ପାରୁଥିବେ ଯେ ଫନୀର କରାଳ କାୟା କିପରି ରହିଥିଲା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.