Swastik Tv News Odisha

” କଚ୍ଚା ବାଦାମ ” କୁ ଟକ୍କର ଦେବାକୁ ଆସିଗଲା ‘ମିଲୋନା ତୁମ ତୋ ଦିଲ୍‌ ଘବରାଏ’ ସୋସିଆଲ ମେଡିଆରେ ଭାଇରାଲ ହେଉଛି ଦାଦିଙ୍କ କଣ୍ଠରେ ଲତା ଦିଦିଙ୍କ ଗୀତ… ଦେଖନ୍ତୁ ଭିଡ଼ିଓ

0

ବନ୍ଧୁଗଣ ଆଜିର ଏହି ଭାଇରାଲ ଯୁଗରେ ସୋସିଆଲ ମିଡ଼ିଆରେ ଆପଣ ବେଳେବେଳେ କିଛି ଏମିତି ଭିଡିଓ ଦେଖିବାକୁ ପାଉଥିବେ ଯାହାକୁ ଦେଖିଲେ ଆପଣ ବହୁତ୍ ଖୁସି ହେଉଥିବେ। ଆଜିର ଏହି ଇଣ୍ଟରନେଟ୍ ଯୁଗରେ ଆପଣ ସୋସିଆଲ ମିଡିଆର ବହୁଳ ବ୍ୟବହାର ଦେଖିବାକୁ ପାଉଥିବେ। ସୋସିଆଲ ମିଡିଆରେ ଏମିତି ଅନେକ ଘଟଣାର ଭିଡିଓ ମଧ୍ୟ ଦେଖିବାକୁ ପାଉଥିବେ।ଆଜିର ଏହି ଡିଜିଟାଲ ଯୁଗରେ ଅନେକ ଘଟଣାର ମଜାଦାର ଭିଡିଓ ଆପଣ ସ୍ମାର୍ଟ ଫୋନ୍ ରେ ଘରେ ବସି ଦେଖି ପାରୁଛନ୍ତି। ବେଳେବେଳେ ସୋସିଆଲ ମିଡିଆରେ ଏମିତି କିଛି ଭିଡିଓ ଭାଇରାଲ ହୋଇଥାଏ ତାହା ଦେଖିଲେ ଆମେ ହଠାତ୍ ଟିକେ ଚକିତ ହୋଇପଡୁ।

କାରଣ ସେହି ଭିଡିଓ କିଛି ଭିନ୍ନ ପ୍ରକାରର ହୋଇଥାଏ।ଏହିଭଳି ଅନେକ ଭିଡିଓ ଆମେ ପ୍ରତିଦିନ ଦେଖିବାକୁ ପାଉଛୁ।ତେବେ ବର୍ତ୍ତମାନ ର ସୋସିଆଲ ମିଡିଆ ର ବ୍ଯବହାର ର ବହୁଲତା କାରଣରୁ ଅନେକ ଘଟଣା ଆମ ସମ୍ମୁଖକୁ କିଛି କ୍ଷଣ ମଧ୍ୟରେ ଆସି ଯାଉଛି। ତେଣୁ ଆପଣ ବି ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭାଇରାଲ ଭିଡିଓ ଦେଖୁଥିବେ।ଏହିସବୁ ଭିଡିଓ ମାନଙ୍କୁ ଭିତରୁ କିଛି ଭିଡିଓ ଏମିତି ଥାଏ ଯାହାକୁ ଦେଖିଲେ ଲୋକେ ଏହି ଘଟଣାକୁ ସମ୍ପୂର୍ଣ୍ଣ ନଦେଖି ଏହାକୁ ଏଡାଇ ପାରନ୍ତି ନାହିଁ। ଏହାକୁ ଦେଖି ସେମାନେ ଏଥିପ୍ରତି ପ୍ରତିକ୍ରିୟା ଶିଳ ହୋଇ ପଡନ୍ତି ବହୁତ୍ ଖୁସି ହୁଅନ୍ତି।

କାରଣ ଏହି ଭିଡିଓ ଏମିତି ହୋଇଥାଏ ଯାହା ଅନ୍ୟ ଭିଡିଓ ଠାରୁ ଟିକେ ଅଲଗା ବା ମଜାଦାର ହୋଇଥାଏ।ଆପଣ ପ୍ରତିଦିନ ଦେଖୁଥିବା ଅନେକ ଭାଇରାଲ ଭିଡିଓ ଭଳି ଏବେ ଏକ ଭିଡିଓ ପୁଣି ସାମ୍ନାକୁ ଆସିଛି। ଯେଉଁ ଭିଡିଓରେ ଜଣେ ବୃଦ୍ଧ ମହିଳା ଲତା ମଙ୍ଗେସକର ଙ୍କ ଗୀତ ଏପରି ଭାବରେ ଗାଉଛନ୍ତିି ନିଜ ସ୍ଵରରେ ଯାହା ହୃଦୟକୁ ଛୁଇଁଲା ଭଳି ହୋଇଛି। ଯାହାକୁ ଶୁଣି ମନ ଖୁସି ହୋଇ ଯାଉଛି। ନିଜେ ଗୀତ ଗାଇବା ସହିତ ହାରମୋନୀୟମ ମଧ୍ୟ ବଜାଉଛନ୍ତି। ତାଙ୍କର ଗୀତର ଭାବ ଏବଂ ତାଳ ଦେଖି କେହି ବି ବିଶ୍ୱାସ କରି ପାରିବେ ନାହିଁ ଯେ ବୟସର ଅପରାହ୍ନ ରେ ସେ ପହଞ୍ଚି ଯାଇଛନ୍ତି।

ତାଙ୍କର ସ୍ଵର ଶୁଣି ସ୍ୱରର ସମ୍ରାଜ୍ଞି ସ୍ୱର୍ଗତଃ ଲତା ମଙ୍ଗେସକରଙ୍କ କଥା ମନେ ପଡ଼ି ଯାଉଛି। ତେବେ ବୃଦ୍ଧାଙ୍କ ଏଭଳି ଗୀତ ଗାଇବାର ଭିଡିଓ କୁ ଟୁଇଟର ରେ ଦେଖି ଅନେକ ତାଙ୍କର ଏ ବୟସରେ ଏପରି ସୁମଧୁର ସ୍ୱରକୁ ଶୁଣି ଆଶ୍ଚର୍ୟ୍ଯ ହୋଇ ଯାଇଛନ୍ତି। ବୃଦ୍ଧାଙ୍କୁ ଗୀତ ଗାଇବା ପାଇଁ ଏକ ପ୍ଲାଟଫର୍ମ ଦରକାର୍ ବୋଲି ଅନେକ ଜଣ କମେଣ୍ଟ କରି ପ୍ରତିକ୍ରିୟା ମଧ୍ୟ ପ୍ରକାଶ କରିଛନ୍ତି। ଆପଣ ବି ଥରେ ଏହି ବୃଦ୍ଧାଙ୍କ ଗୀତକୁ ଶୁଣନ୍ତୁ, ତାପରେ ଜାଣି ପାରିବେ ଯେ ତାଙ୍କର ସ୍ୱରର ଚମକ କିପରି ଏବେବି ରହିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.