Swastik Tv News Odisha

ଖୁବ ଶୀଘ୍ର ଆସୁଛି ଭୟଙ୍କର ଚନ୍ଦ୍ର ଗ୍ରହଣ ( 16 May 2022 ) ହାଣ୍ଡିଛାଡ଼ ସଠିକ ସମୟ ୬ଟି ରାଶି କୋଟିପତି… ସେୟାର କରି ସମସ୍ତଙ୍କୁ ଜଣାନ୍ତୁ

0

ବନ୍ଧୁମାନେ ମେ 16 ତାରିଖରେ ବୈଶାଖ ମାସର ପୂର୍ଣ୍ଣିମା ଦିନ ଏହି ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ହେବାକୁ ଯାଉଛି ।ତେବେ ଗଣନା ଅନୁଯାୟୀ ଜଣାଯାଇଛି କି ଏହି ଗ୍ରହଣର ପ୍ରଭାବ ବହୁତ ଭୟଙ୍କର ରହିବ ।ଆଉ ଏହାର ପ୍ରଭାଶ୍ଵରେ ପ୍ରାକୃତିକ ବିପର୍ଯ୍ୟୟ ଦେଖିବାକୁ ମିଳିବ ଯେପରି ବାତ୍ୟା ଓ ଭୂମିକମ୍ପ,ତେବେ ଏହି ଚନ୍ଦ୍ର ଗ୍ରହଣ ଭାରତ ସହିତ ଆମେରିକାରେ ଦକ୍ଷିଣ ପଶ୍ଚିମ ଭାଗ,ଏସିଆ, ଅଷ୍ଟ୍ରେଲିଆ, ଓ ୟୁରୋପର କିଛି ଭାଗରେ ଦେଖିବାକୁ ମିଳିବ ।ତେବେ ଏହି ଗ୍ରହଣର ସମୟ ଆରମ୍ଭ ହେବ ସକାଳ 7.58 ମିନିଟ ଓ ଶେଷ ହେବ ଦିପହର 11.25 ମିନିଟରେ ।

ଏହି ଚନ୍ଦ୍ର ଗ୍ରହଣ ଆରମ୍ଭ ହେବାର ଛଅ ଘଣ୍ଟା ଆଗରୁ ତାହାର ଶୁତକ କାଳ ଆରମ୍ଭ ହେଇ ଯାଉଛି ।ତେଣୁ ଏହି ସମୟରେ କିଛି ବିଶେଷ ନିୟମ ମାନିବା ଜରୁରୀ ଅଟେ ।

-ଏହି ସମୟରେ ଗର୍ଭବତୀ ମହିଳା,ଛୋଟ ପିଲା,ରୋଗୀ ମାନଙ୍କୁ ଛାଡି ଅନ୍ୟ କେହି ଭୋଜନ କରିବା ଅନୁଚିତ ।

-ଏହି ସମୟରେ ଛୁରୀ ଓ ଛୁଞ୍ଚିର ବ୍ୟବହାର କରିବା ଅନୁଚିତ ।

-ବିଶେଷ କରି ଗର୍ଭବତୀ ମହିଳା ମାନେ ଏବି ସମୟରେ ଶୋଇବା ଅନୁଚିତ ।

-ଗ୍ରହଣ ସମୟରେ କୋଣସି ଶୁଭ କାର୍ଯ୍ୟ ଓ ପୂଜାର୍ଚ୍ଚନା କରିବା ଅଶୁଭ ଅଟେ ।

ବନ୍ଧୁମାନେ ଏହି ଚନ୍ଦ୍ରଗ୍ରହଣ ର ଭଲ ପ୍ରଭାବ 5ଟି ରାଶି ଉପରେ ପଡ଼ିବାକୁ ଯାଉଛି ଯାହା ପାଇଁ ସେହି ରାଶିର ବ୍ୟକ୍ତିଙ୍କ ଜୀବନ ଧନ ସମ୍ପଦରେ ପୁରିଯିବ ।ତେବେ ଏବେ ଆସନ୍ତୁ ଜାଣିବା ସେହି 5ଟି ରାଶି କଣ କଣ ।

1.ମେଷ ରାଶି:-

ଏହି ରାଶିର ବ୍ୟକ୍ତି ମାନଙ୍କ ଜୀବନରେ ଏହି ଚନ୍ଦ୍ର ଗ୍ରହଣ ପ୍ରଭାବରେ ଧନ ଜନିତ ସମସ୍ତ ସମସ୍ୟା ଦୂର ହେବ ।ବ୍ୟବସାୟରେ ଉନ୍ନତି ହେବ, ସମାଜରେ ପ୍ରତିଷ୍ଠିତ ହେବେ ,ଲୋକମାନେ ଆପଣଙ୍କ କଥାକୁ ମାନ୍ୟ ଦେବେ ।ଚାକିରୀରେ ପଦୋନ୍ନତି ହେବ,ସନ୍ତାନ ପ୍ରାପ୍ତିର ଯୋଗ ବି ରହିଛି ।

2.କୁମ୍ଭ ରାଶି:-

ଏହି ରାଶିର ବ୍ୟକ୍ତି ମାନେ ସବୁ ଜାଗାରେ ସମ୍ମାନିତ ଓ ପ୍ରତିଷ୍ଠା ପାଇବେ ଓ ସେମାନଙ୍କ ସଫଳତାର ଶିଖର ଛୁଇଁବେ, ସବୁ ସ୍ଥାନରୁ ପ୍ରଶଂସା ମିଳିବ ଓ ସମ୍ମାନିତ ହେବେ ।ଭୂମି କିଣା ବିକା କରି ପାରନ୍ତି, ସନ୍ତାନ ସୁଖ ପାଇଁ ପାରନ୍ତି ଓ ନିଜକୁ ପୃଫ ମରିବାରେ ସଫଳ ହେବେ ।

3.ସିଂହ ରାଶି:-

ଏହି ରାଶିର ବ୍ୟକ୍ତି ମାନେ ବ୍ୟବସାୟରେ ଦୁଇ ଗୁଣା ଅଧିକା ଲାଭ ପାଇବେ ଓ ଆପଣଙ୍କ ପାଇଁ ଆପେ ଆପେ ସବୁ ରାସ୍ତା ଖୋଲିଯିବ ।ଆଗରୁ କିଛି ରୋଗରେ ପୀଡ଼ିତ ହେଇଥିଲେ ଏବେ ସେହି ରୋଗ ଭଲ ହେଇଯିବ ।ଆପଣ ଦୃଡ଼ମନା ହେବେ ସମସ୍ତ କାର୍ଯ୍ୟରେ ଉନ୍ନତି କରିବେ ।ପରିବାରରେ ସୁଖ ଶାନ୍ତି ଲାଗି ରହିବ ।

4.ମିଥୁନ ରାଶି:-

ଏହି ରାଶିର ବ୍ୟକ୍ତି ମାନେ ବ୍ୟବସାୟ କ୍ଷେତ୍ରରେ ଖୁବ ଉନ୍ନତି କରିବେ ।ଆର୍ଥିକ ସ୍ଥିତି ସୁଦୃଢ ହେବ ଓ କାର୍ଯ୍ୟ କ୍ଷେତ୍ରରେ ସମ୍ମାନିତ ହେବେ । ରାଶିର ବ୍ୟକ୍ତି ମାନଙ୍କର ଅଟକି ରହିଥିବା କାର୍ଯ୍ୟ ପୂରଣ ହେବା ସହ ଇଚ୍ଛା ମୁତାବକ ଚାକିରୀ ମିଳିବ ।

5.କନ୍ୟା ରାଶି:-

ଆର୍ଥିକ ସ୍ଥିତି ସୁଦୃଢ ହେବ ଓ କାର୍ଯ୍ୟ କ୍ଷେତ୍ରରେ ସମ୍ମାନିତ ହେବେ ।ବନ୍ଧୁମାନଙ୍କ ଠାରୁ ସହଯୋଗ ପାଇବେ ଓ ଗୁରୁଜନ ମାନଙ୍କ ର ଆଶୀର୍ବାଦ ଆପଣଙ୍କ ଉପରେ ରହିବ ।ଚାକରି କ୍ଷେତ୍ରରେ ପଦୋନ୍ନତି ହେବାର ସମ୍ଭାବନା ରହିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.