Swastik Tv News Odisha

Health Tips – ସିଝା ଅଣ୍ଡା ଖାଇବା ପରେ ଏହି ଖାଦ୍ୟ ଖାଉଛନ୍ତି କି ? ହୋଇଯାଆନ୍ତୁ ସାବଧାନ ନଚେତ୍ ମୃତ୍ୟୁ ମୁଖରେ ପଡ଼ିପାରନ୍ତି ଜାଣନ୍ତୁ କଣ କରିବେ….

0

ଆମେ ଆମ ଖାଦ୍ୟ ପେୟ ଉପରେ ବିଶେଷ ଗୁରୁତ୍ୱ ଦେଇଥାଉ, ଯଦି ଆମ ଶରୀରକୁ ଉଚିତ ଓ ପୁଷ୍ଟିକର ଖାଦ୍ୟ ନମେଲେ ତାହେଲେ ଆମ ଶରୀର ଦୁର୍ବଳ ହେଇଯାଏ ।ତେବେ ମାଛ, ମାଂସ ଓ ଅଣ୍ଡାରେ ପ୍ରଚୁର ପରିମାଣରେ ପ୍ରୋଟିନ ରହିଥାଏ , ଟ୍ରବେ କିଛି ଲୋକ ମାନେ ମାଛ ଖାଇ ନଥାନ୍ତି ତ କିଛି ଲୋକ ମାଂସ କିମ୍ଵା ଅଣ୍ଡା ଖାଇବାକୁ ପସନ୍ଦ କରନ୍ତି ନାହିଁ ।ତେବେ ଏହା ଭିତରେ ବି କିଛି ଲୋକ ଶାକାହାରି ବି ରହିଥାନ୍ତି ।

ତେବେ ବହୁତ ଶାକାହାରି ଲୋକମାନେ ବି ଅଣ୍ଡା ଖାଇଥାନ୍ତି କାରଣ ସେମାନେ ଆଣ୍ଡାକୁ ଆମିଷ ବୋଲି ମାନନ୍ତି ନାହିଁ ।ତେବେ ବିଭିନ୍ନ ଲୋକ ବିଭିନ୍ନ ଉପାୟରେ ଆଣ୍ଡାକୁ ଖାଇଇବାକୁ ପସନ୍ଦ କରି ଥାଆନ୍ତି,ଯେପରି କେହି ଅଣ୍ଡା ଆମଲେଟ କରି ତ ପୁଣି କେହି ଆଣ୍ଡାକୁ ସିଝାଇ ।ମାତ୍ର ସବୁ ପ୍ରକାରର ଖାଦ୍ୟ ସମସ୍ତଙ୍କୁ ସୁଟ କ୍ତି ନଥାଏ ,ଆଉ କେତେବେଳେ କିଛି ଖାଦ୍ୟ ଖାଇବା ପାଇଁ ହେଲେ କିଛି ବିଶେଷ ନିୟମ ବା ଦିଗ ଗୁଡିକ ପ୍ରତି ଧ୍ୟାନ ଦେବା ଉଚିତ ।

ଯେପରି କେହି ଲୋକମାନେ ମାଛ ଖାଇବା ପରେ ଯଦି କ୍ଷୀର ପିଇ ଥାଆନ୍ତି ତେବେ ତାଙ୍କ ଶରୀରରେ ରାସାୟନିକ ପ୍ରତିକ୍ରିୟା ହେଇ ଧଳା ଧଳା ଦାଗ ହେଇ ଯାଇଥାଏ ।ଠିକ ସେହିପରି ଅଣ୍ଡା ଖାଉଥିବା ବ୍ୟକ୍ତି ମାନେ ବି କିଛି ଖାଦ୍ୟ ଖାଇବା ଅନୁଚିତ ଅଣ୍ଡା ଖାଇବା ପରେ ।ତେଣୁ ଯେଉଁ ଯେଉଁ ବ୍ୟକ୍ତି ମାନେ ବି ଅଣ୍ଡା ଖାଉଛନ୍ତି ସେମାନେ ଆଜିର ଏହି ସୂଚନାକୁ ଭଲ ଭାବରେ ଜାଣି ରଖନ୍ତୁ ।

-ପ୍ରଥମେ ମନେ ରଖନ୍ତୁ ଅଣ୍ଡା ଖାଇବା ପରେ ଭୁଲରେ ବି ଲେମ୍ବୁ ଖାଆନ୍ତୁ ନାହିଁ, ଯଦି ଅଣ୍ଡା ଖାଇବା ପରେ ଯଦି ଆପଣ ଲେମ୍ବୁ ଖାଉଛନ୍ତି ତେବେ ଏହାର ରାସାୟନିକ ପ୍ରତିକ୍ରିୟା ହେଇ ଏହାର ପ୍ରଭାବ ଆପଣଙ୍କ ହାର୍ଟ ଉପରେ ପଡିଥାଏ ଓ ଆପଣଙ୍କ ହାର୍ଟ ପ୍ରବ୍ଲେମ ବାହାରି ଥାଏ ।ଆଉ ଯେଉଁ ମାନଙ୍କୁ ଆଗରୁ ହାର୍ଟ ପ୍ରବ୍ଲେମ ରହିଛି ସେମାନର ତ ଭୁଲରେ ବି ଏମିତି ଜମା ଖାଇବେ ନାହିଁ ।

-ଆଉ ଗୋଟିଏ କଥା ବି ଭଲ ଭାବରେ ଜାଣି ରଖନ୍ତୁ ଆମେ ଜାଣିଚୁ ଅଣ୍ଡା ଓ କଦଳୀ ଉଭୟ ଶରୀର ପାଇଁ ଖୁବ ହିତକାରୀ କିନ୍ତୁ କେବେ ବି ଅଣ୍ଡା ଖାଇବା ପରେ କଦଳୀ ଖାଆନ୍ତୁ ନାହିଁ ।ଯଦି ଅଣ୍ଡା ଖାଇବା ପରେ କଦଳୀ ଖାଇବେ ତାହେଲେ ଆପଣଙ୍କ ମୃତ୍ୟୁ ସୁନିଶ୍ଚିତ ।

ତେଣୁ ବନ୍ଧୁମାନେ ଆମ ଖାଦ୍ୟ ଖାଇବାରେ ବି ଏହି ପରି ଅନର୍କ ନିମ ରହିଛି ଯାହାକୁ ମାନିଲେ ଆମେ ସବୁବେଳେ ସୁସ୍ଥ ରହିବୁ ।ଆଉ ଏହି ଦୁଇଟି କଥାକୁ ଜମା ଅଣଦେଖା କରିବେ ନାହିଁ ନହେଲେ ଆପଣ ନିଜ ଜୀବନରେ ବହୁତ କିଛି ହରେଇ ପାରନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave A Reply

Your email address will not be published.