Swastik Tv News Odisha

ବାପାଙ୍କୁ ନେଇ ଏହି Heart touching ” ଝିଅ ବିଦା ବେଳେ କାନ୍ଦଣା ” ଗୀତ ପ୍ରତ୍ୟେକ ପୁଅ , ଝିଅ ଙ୍କ ପାଇଁ… ଯଦି ଆପଣ ସତରେ ବାପା ଙ୍କୁ ଭଲପାଉଥିବେ ଏ ଭିଡ଼ିଓକୁ ଥରେ ନିଶ୍ଚୟ ଦେଖନ୍ତୁ ଏବଂ ସେୟାର କରନ୍ତୁ….

0

ଝିଅ ଜନମ ପର ଘରକୁ। ଏକଥା ଆପଣ ମାନେ ସମସ୍ତେ ଜାଣିଛନ୍ତି। ବାପା ମାଆ ତାଙ୍କ ଝିଅକୁ ଯେମିତି ଗେଲ ବସରରେ ବଡ କଲେ ବି ଦିନେ ନା ଦିନେ ଝିଅକୁ ପର ଘରକୁ ବାହା ଦେଇ ପଠାଇବାକୁ ପଡ଼ିଥାଏ। ଆଉ ବିବାହ କରି ଝିଅ ତାର ବାପା ମାଆ ଙ୍କୁ ଛାଡି ଚାଲିଯାଏ ଆଉ ଏକ ନୂତନ ପରିବାର କୁ। ଯେଉଁଠି ସେ ନୂଆ ସଂସାର ଗଢେ। ଏହାଛଡା ସେଠାରେ ସେ ଜଣେ ବୋହୂ, ସ୍ତ୍ରୀ ଏବଂ ପରବର୍ତ୍ତୀ ସମୟରେ ଏକ ମାଆ ର ଭୂମିକା ତୁଲାଇ ଥାଏ। ତେବେ ଏସବୁ ଝିଅ ଜୀବନର ଏକ ପ୍ରକ୍ରିୟା। ଏହାରି ଭିତରେ ସବୁଠାରୁ କଷ୍ଟ ଦାୟକ ହୋଇଥାଏ ଯେତେବେଳେ ପ୍ରଥମ ଥର ପାଇଁ ଝିଅ ବିଦା ହୋଇ ବାପ ଘରୁ ତାର ଶାଶୁ ଘରକୁ ଯାଇଥାଏ।

ଆଉ ଏହି ସମୟରେ ଝିଅକୁ ଛାଡି ବାପା ମାଆଙ୍କ କୋହ, ଦୁଃଖ ଯେମିତି ଥାଏ ତାହା କହିଲେ ନସରେ। ତେବେ ବାହାଘର ମନ ଭିତରେ ଯେମିତି ଏକ ନୂତନ ଅନୁଭବର ସଞ୍ଚାର କରିଥାଏ ସେହିଭଳି ବାହାଘର ପରେ ଯେଉଁ ଝିଅ ବିଦା ବେଳର ସମୟ ଆସେ, ସେତେବେଳେ ଏକ ଭାବ ବିହ୍ୱଳ ସ୍ଥିତି ସୃଷ୍ଟି ହୋଇଥାଏ।ଆଉ ଏହି ସମୟରେ ଯେଉଁ ଗୀତ ବାଜିଥାଏ ତାହା ସେହି ସମୟକୁ ଅଧିକ ଭାବ ପ୍ରବଣତାପୂର୍ଣ୍ଣ କରି ଦେଇଥାଏ।ଯଦି ଆପଣ ଏହିଭଳି ବାହାଘର ବେଳର ସଙ୍ଗୀତ ସବୁକୁ ଶୁଣିଥିବେ ତେବେ ଜାଣି ପାରିବେ ଏହି ସବୁ ସଙ୍ଗୀତର ଅର୍ଥ ଏବଂ ଭାବ କେତେ ନିଆରା ଏବଂ ଜୀବନ୍ତ ଅଟେ।

ଆମ ଓଡ଼ିଆ ଭାଷାରେ ଏନେକ ଏପରି ଝିଅ ବିଦା ବେଳର ସଙ୍ଗୀତ ରହିଛି। ସେହିଭଳି ସଙ୍ଗୀତ ସହିତ ଏକ ଝିଅ ବିଦା ବେଳର ଭାବ ବିହ୍ୱଳ ଦୃଶ୍ୟ ଆମେ ଆଜି ଆପଣଙ୍କୁ ଦେଖାଇବୁ। ଯାହାକୁ ଦେଖିଲେ ଆପଣଙ୍କ ଆଖି ବି ଛଳଛଳ ହୋଇଯିବ, ଆଉ ଆପଣ ବି କାନ୍ଦି ପକାଇବେ।ଏଠାରେ ଝିଅକୁ ବିଦା କରିବା ସମୟରେ କିପରି ପରିବାରର ସମସ୍ତେ ଏବଂ କନ୍ୟାର ଆତ୍ମୀୟ ସ୍ୱଜନ ମାନେ କାନ୍ଦୁଛନ୍ତି ତାହା ଆପଣ ଦେଖନ୍ତୁ। ଆଉ ଏହା ସାଙ୍ଗକୁ ଏହି ସମୟରେ ବାଜୁଚି ଝିଅ ବିଦା ବେଳର ଗୀତ, ବାପ ଘରେ ଝିଅ ଦିଦିନ କୁଣିଆ।

ତେବେ ଏହି ଗୀତ ସେହି ବିଦା ବେଳର ଦୁଃଖଦ ମାହଲ୍ କୁ ଏତେ ଭାବ ପ୍ରବଣ କରି ଦେଉଛି ଯେ ଏହାକୁ ଦେଖିଲେ ସମସ୍ତେ କାନ୍ଦିବାକୁ ବାଧ୍ୟ ହେବେ। ତେବେ ଏହି ଭିଡିଓ ଟି ଦେଖିଲେ ସେହି ମୁହୂର୍ତ୍ତକୁ ସମସ୍ତେ ମନେ ପକାଇବେ ନିଶ୍ଚିତ। ସମସ୍ତ ଝିଅ ପାଇଁ ଏହା ଏକ ସ୍ବତନ୍ତ୍ର ଏଵଂ ଦୁଃଖଦ ଅନୁଭୂତି ଅଟେ। କିନ୍ତୁ ଏ ହେଉଛି ବାସ୍ତବ ଚିତ୍ର ଯାହା ସମସ୍ତ ଝିଅ ମାନଙ୍କ ଜୀବନରେ ଏକ ନିର୍ଦ୍ଦିଷ୍ଟ ବୟସରେ ଆସିଥାଏ। ଆଉ ଝିଅକୁ ବହାଦେଇ, କନ୍ୟାଦାନ କରି ବାପା ମାଆ ଅନେକ ପୂଣ୍ୟ ଅର୍ଜନ କରନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.