Swastik Tv News Odisha

ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ ହେଲା School ରେ ଇଂରାଜୀ ଦିଦି ଙ୍କ hot ଡ୍ୟାନ୍ସ… 36 Million ରୁ ଅଧିକ ଲୋକ ଦେଖି ସାରିଲେଣି…

0

ବନ୍ଧୁଗଣ ସୋସିଆଲ ମିଡିଆରେ ଆପଣ ଅନେକ ଡାନ୍ସ ଭିଡିଓ ଗୁଡିକ ଦେଖିବାକୁ ପାଉଥିବେ। ଅନେକ ଭିଡିଓ ଆପଣଙ୍କୁ ପସନ୍ଦ ଆସୁଥିବ ଏବଂ ଅନେକ ଡାନ୍ସ ଭିଡିଓ ଦେଖି ଆପଣ ବହୁତ ଖୁସି ହେଉଥିବେ ଏବଂ ଆପଣ ଏହାକୁ ପ୍ରଶଂସା କରିବା ସହିତ ସେୟାର ମଧ୍ଯ କରୁଥିବେ। ନୃତ୍ୟ ଦେଖିଲେ ମନକୁ ଏକ ଭିନ୍ନ ଖୁସି ମିଳିଥାଏ। କୁହାଯାଏ ନୃତ୍ୟ ହେଉଛି ଗତିର ଆନନ୍ଦ ଏବଂ ଜୀବନର ହୃଦୟ। ନୃତ୍ୟ ଏଵଂ ସଙ୍ଗୀତ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ। ନୃତ୍ୟ ଏବଂ ସଙ୍ଗୀତ ମନକୁ ଉଲ୍ଲାସ ରଖିବା ସହିତ ମନ ଭିତରେ ଏକ ଉନ୍ମାଦନା ସୃଷ୍ଟି କରିଥାଏ।
ନାଚ ଦେଖିଲେ ନିଜକୁ ଝୁମି ଯିବାକୁ ଇଛା ହୁଏ।

ତେବେ ବାସ୍ତବରେ ନୃତ୍ୟ ଦ୍ଵାରା ଜଣେ ତାର ପ୍ରତିଭା କୁ କେବଳ ଦେଖାଇ ନଥାଏ ବରଂ ନିଜକୁ ଖୁସି କରାଇବାକୁ ଚେଷ୍ଟା କରିଥାଏ ଏହି ମାଧ୍ୟମରେ। ଅନେକ ସମୟରେ ଆପଣ ଦେଖୁଥିବେ ଅନେକ ଜଣ ଏମିତି ସାଧାରଣ ଭାବରେ ନୃତ୍ୟ କରିଥାନ୍ତି। ସେଥିରେ ନିଜେ ଜଣେ ଖୁସି ହେବା ସହ ଅନ୍ୟକୁ ନାଚ ଦେଖାଇ ସେମାନଙ୍କ ଚିତ୍ତ ବିନୋଦନ କରିଥାଏ। ତେବେ ଆପଣ ସୋସିଆଲ ମିଡିଆରେ ଅନ୍ଯ ଭିଡିଓ ଭଳି ନାଚକୁ ନେଇ ମଧ୍ଯ ଅନେକ ଭିଡିଓ ଦେଖୁଥିବେ।ସେହିପରି ଏବେ ସାମ୍ନାକୁ ଆସିଛି ଏକ ଭିଡିଓ ଯେଉଁଠି ଜଣେ ଶିକ୍ଷୟିତ୍ରୀ ଜଣଙ୍କ ତାଙ୍କ ଛାତ୍ରୀଙ୍କ ସହ ନାଚ କରୁଥିବାର ଦେଖିବାକୁ ମିଳୁଛି।

ଏଠାରେ ଶିକ୍ଷୟତ୍ରୀ ଜଣଙ୍କ ଏହି କୁନି ଝିଅ ପାଖରୁ ନାଚ ଶିଖୁ ଅଛନ୍ତି। ସେ କେଡେ ସୁନ୍ଦର୍ ଭାବରେ ନାଚୁଛି ଏବଂ ତାକୁ ଦେଖି ମାଡାମ ଜଣଙ୍କ ମଧ୍ୟ ନାଚୁଛନ୍ତି।ଏହି ଶିକ୍ଷୟତ୍ରଙ୍କୁ ଜଣଙ୍କ ହେଉଛନ୍ତି ଇଂରାଜୀ ଦିଦି। ଏଠାରେ ଦିଦି ପିଲା ପାଖରୁ ଡାନ୍ସ ଶିଖି ଯେଉଁ ଭଳି ଭାବରେ ଠୁମକା ଲଗାଉଛନ୍ତି ତାହା ଦେଖିବାର କଥା। ତେବେ ଏ ହେଉଛି ଏକ ଆନନ୍ଦମୟ ଶିକ୍ଷା। କ୍ଲାସ୍ ରୁମ୍ ଭିତରେ ଏପରି ଖୁସିର ପରିବେଶ ସୃଷ୍ଟି କରି ଯେଉଁଭଳି ଶିକ୍ଷାଦାନ କରା ଯାଉଛି ଏହା ପିଲା ମାନଙ୍କୁ ନିଶ୍ଚିତ ଆକର୍ଷିତ କରୁଥିବ। ଏହିଭଳି କ୍ଲାସ୍ ରୁମ୍ ରେ ବୋଧହୁଏ ପାଠ ପଢ଼ିବାର ଆବଶ୍ୟକତା ରହିଛି।

ତେବେ କେବଳ ଯେ ଶିକ୍ଷକ ପିଲା ମାନଙ୍କୁ ପାଠ ଶିଖାଇବେ ତାହା ନୁହେଁ ବରଂ ପିଲା ମାନଙ୍କ ପାଖରୁ ବି ଅନେକ ଜିନିଷ ଶିଖିବାକୁ ମିଳିଥାଏ। ତେବେ ଏ ହେଉଛି ଭାରତର ରାଜଧାନୀ ଦିଲ୍ଲୀର ଏକ ସ୍କୁଲ୍ ର ଦୃଶ୍ୟ। ସ୍କୁଲ୍ ଯିବାକୁ ଅନେକ ସମୟରେ ଭୟ କରୁଥିବା ଛାତ୍ର ଛାତ୍ରୀ ଏପରି ମନୋରଂଜନ ପୂର୍ଣ୍ଣ ଖୁସିର ମାହଲ ଭିତରେ ପାଠ ପଢା ଯିବାର ପରିବେଶ ପାଇଲେ ନିଶ୍ଚିତ ଭାବରେ ସ୍କୁଲ୍ ଯିବା ପ୍ରତି ଆଗ୍ରହୀ ହେବେ ଏଥିରେ ଆଦୌ ସଂଦେହ ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.