Swastik Tv News Odisha

ଯଦି ଦାନ୍ତ ମଝିରେ ଗେପ୍ ଓ ପାଦର ଆଙ୍ଗୁଠି ଏପରି ଥିଲେ ଏହି ପୋଷ୍ଟ ଟିକୁ ଥରେ ନିଶ୍ଚୟ ଦେଖନ୍ତୁ – Sadhu Bani

0

ବନ୍ଧୁଗଣ ଆମ ସମସ୍ତଙ୍କ ର ଶାରୀରିକ ଗଠନ ସମାନ ହେଲେ ବି କିଛି ଅଙ୍ଗ ପ୍ରତ୍ୟଙ୍ଗ ଏମିତି ଥାଏ ଯାହାର ଗଠନ ସମସ୍ତଙ୍କ ପାଖରେ ଭିନ୍ନ ଭିନ୍ନ ହେଇଥାଏ ।ତେବେ ଶାସ୍ତ୍ର ଅନୁସାରେ ଏହି ଭିନ୍ନତା ଆପଣଙ୍କ ବିଷୟରେ ବହୁତ କିଛି କହିଥାଏ କିନ୍ତୁ ଆମେ ସେହି ଭିନ୍ନତା କୁ ବହୁତ ସମୟରେ ଅଣଦେଖା କ୍ତି ଦେଉ ।କିନ୍ତୁ ଆଜି ଆମେ ଏମିତି କିଛି ଅଙ୍ଗ ଗୁଡ଼ିକ ଗଠନ କାହିଁକି ଭିନ୍ନ ହେଇଥାଏ ଓ ଏହା କୋଉ ସଂକେତ ଦେଇଥାଏ ଆପଣଙ୍କ ଜୀବନ ପାଇଁ ସେସବୁ ବିଷୟରେ ଜାଣିବା ତେବେ ଆସନ୍ତୁ ଜାଣିବା ସେହି ସବୁ ବିଷୟରେ ।

1.ପାଦର ଆଙ୍ଗୁଠି:-

-ତେବେ ଯେଉଁ ମାନଙ୍କ ର ପାଦର ଆଙ୍ଗୁଳି ବୁଡା ଆଙ୍ଗୁଳି ପର ଆଙ୍ଗୁଳି ବଡ଼ ହେଇଥାଏ ସେହି ବ୍ୟକ୍ତି ଉର୍ଜାବାନ ହେଇଥାଏ ।ସେହି ବ୍ୟକୟୀ ସବୁବେଳେ ଖୁସିରେ ରହିଥାଏ ବା ଖୁସି ରହିବାକୁ ଚେଷ୍ଟା କରିଥାଏ ।ଏହି ବ୍ୟକ୍ତି ମାନେ ବହୁତ ଭାବି ଚିନ୍ତି କାର୍ଯ୍ୟ କରିଥାନ୍ତି ତେବେ ଏମାନଙ୍କ ସ୍ୱାସ୍ଥ୍ୟ ସବୁବେଳେ ଅସୁସ୍ଥ ରହେ କିନ୍ତୁ ମସ୍ତିଷ୍କ ସବୁବେଳେ ସୁସ୍ଥ ରହିଥାଏ ।

-ଯେଉଁ ମାନଙ୍କ ର ପାଦର ଦ୍ଵିତୀୟ ଓ ତୃତୀୟ ଆଙ୍ଗୁଳି ସମାନ ରହିଥାଏ ସେମାନେ ସମାଜରେ ନିଜର ପରିଶ୍ରମ ପାଇଁ ପରିଚିତ ହେଇ ଥାଆନ୍ତି ଆଉ ଏମାନେ ଖୁବ ଶାନ୍ତ ସ୍ୱାଭବର ତେଣୁ ସବୁବେଳେ ଝଗଡା ଠାରୁ ଦୂରେଇ ରହନ୍ତି ।

-ଯେଉଁ ମାନଙ୍କ ର ପାଦର ସବୁ ଆଙ୍ଗୁଳି ଖୁବ ଛୋଟରୁ ବଡ଼ ହେଇଥାଏ ସେମାନେ ସବୁବେଳେ ନିଜର ଶ୍ରେଷ୍ଠତା ପ୍ରମାଣ କରିବାରେ ଲାଗିଥାନ୍ତି ।ଏମାନେ ଭାବନ୍ତି ସେମାନେ ଯାହା କହୁଛନ୍ତି ସବୁ ଠିକ ।

ଭାଗ୍ୟଶାଳୀ ବ୍ୟକ୍ତି ମାନଙ୍କ ର ଲକ୍ଷଣ:-

-ଯେଉଁ ଵ୍ୟକ୍ତି ମାନଙ୍କର ମୁହଁ ଗୋଲାକାର ହେଇଥାଏ ସେମାନେ ଖୁବ ଭାଗ୍ୟଶାଳୀ ଅଟନ୍ତି ସେମାନେ ଚାକିରୀ, ଉଚିତ ଜୀବନସାଥୀ ଓ ଜୀବନରେ ସଫଳତା ପାଇଥାନ୍ତି ।

-ଯେଉଁ ବ୍ୟକ୍ତିର ପାଦର ଦ୍ଵିତୀୟ ଓ ତୃତୀୟ ଆଙ୍ଗୁଳି ସମାନ ରହିଥାଏ ସେମାନେ ସମାଜରେ ନିଜର ପରିଶ୍ରମ ପାଇଁ ପରିଚିତ ହେଇ ଥାଆନ୍ତି ଆଉ ଏମାନେ ଖୁବ ଶାନ୍ତ ସ୍ୱାଭବର ।

-ଯେଉଁ ମାନଙ୍କର ତୀକ୍ଷ୍ମ ଓ ଧାରୁଆ ନାକ ଉପରେ କଳାଯାଇ ରହିଲେ ଖୁବ ଶୁଭ ହେଇଥାଏ ।

-ଯେଉଁ ମାନଙ୍କର ସାଧାରଣ କାନ ଠାରୁ ଟିକିଏ ବଡ଼ କାଁ ହେଇଥାଏ ସେମାନେ ବହୁତ ଭାଗ୍ୟଶାଳୀ ଅଟନ୍ତି ।

-ବଡ଼ କପାଳ ଓ କପାଳରେ ଯେଉଁ ରେଖା ଦେଖାଯାଏ ତାହା ସୌଭାଗ୍ୟ କୁ ଦର୍ଶାଇ ଥାଏ ।

-ଚନ୍ଦା ଲୋକମାନେ ବହୁତ ଭାଗ୍ୟଶାଳୀ ଅଟନ୍ତି ।

-ମହିଳାଙ୍କ ସିଧା ମଥା ଥିଲେ ତାହା ଶୁଭ ଅଟେ ।

-ମଥା ମଝିରେ,ଡାହାଣ ଆଖି ଓ ଡାହାଣ ହାତରେ କଳାଯାଇ ଥିଲେ ଭଲ ଅଟେ ।

-ଦାନ୍ତ ମଝିରେ ଫାଙ୍କ ରହିଲେ ସେମାନେ ଚାକରି ଓ ଆର୍ଥିକ କ୍ଷେତ୍ରରେ ଆଗରେ ଏହିଥାନ୍ତି ଆସୁ ଦାନ୍ତ ଟିକିଏ ଆଗକୁ ବାହାରି ଦେଖାଗଲେ ଏମାନେ ଜିଦି କିନ୍ତୁ ଭାଗ୍ୟଶାଳୀ ଅଟନ୍ତି ।

-ହାତର ପାପୁଲି ଗୋଲାପୀ ଓ କୋଲମ ହେବା ସହ ରେଖା ଗୁଡିକ ସ୍ପଷ୍ଟ ଦେଖାଯାଏ ସେମାନେ ଖୁବ ଭାଗ୍ୟଶାଳୀ ଅଟନ୍ତି ।

-ପାଦର ତଳେ ପଦ୍ମ,ଶଂଖ,ସୂର୍ଯ୍ୟ, ଚନ୍ଦ୍ର ଚିହ୍ନ ହେଉଥିବ ଯଦି ଏହା ଭାଗ୍ୟଶାଳୀ ଅଟେ ।

-ଯେଉଁ ନାରୀ ମାନଙ୍କରେ ନିଶରେ ଛୁଟି ସ୍ପଷ୍ଟ ଦେଖା ଯାଏ ସେମାନେ ରାଗି ହେଇଥାନ୍ତି ।ଯଦି ପୁରୁଷ ମାନଙ୍କର ନିଶ ଦାଡି ଆସି ନଥାଏ ତେବେ  ବହୁତ ଅଶୁଭ ଅଟେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.