Swastik Tv News Odisha

ଫୁଲ ଭଲଟେଜ ଡ୍ରାମା ! ” ବୋହୂ ହେଲା ସରପଞ୍ଚ ” ଟିକି ଅପା ର Best Scene… ମାତ୍ର 4 ଘଣ୍ଟାରେ 86 Million ରୁ ଅଧିକ ଲୋକ ଦେଖି ସାରିଲେଣି…

0

ଯାତ୍ରା ଦେଖିବାକୁ ଅନେକ ଲୋକ ବହୁତ୍ ପସନ୍ଦ କରନ୍ତି। ଓଡ଼ିଶାରେ ଯଲିଉଡ ଇଣ୍ଡଷ୍ଟ୍ରି ର ଚାହିଦା ବେଶ୍ ଅଧିକ ରହିଛି। ଯାତ୍ରା ଜଗତର କଳାକାର ମାନଙ୍କ ପ୍ରତି ସେମାନଙ୍କର ରହିଛି ଅନେକ ଭଲପାଇବା। ଯାତ୍ରାରେ ଦର୍ଶକ ମାନେ ତାଙ୍କର ପ୍ରିୟର କଳାକାର ମାନଙ୍କୁ ଅତି ପାଖରୁ ଦେଖିବାକୁ ପାଆନ୍ତି। ସେମାନଙ୍କୁ ଏତେ ପାଖରୁ ଦେଖି ବହୁତ୍ ଖୁସି ହୁଅନ୍ତି ଦର୍ଶକ। ଏହାଛଡା ଅନେକ ଯାତ୍ରା ରହିଛି ଯାହାର କାହାଣୀ, ସଂରଚନା ଏବଂ ନିର୍ଦ୍ଦେଶନା ବହୁତ୍ ଉଚ୍ଚ କୋଟୀର ହୋଇଥାଏ ଏବଂ ଦର୍ଶକଙ୍କୁ ପସନ୍ଦ ଆସିବା ଭଳି ହୋଇଥାଏ। ଲୋକଙ୍କ ମନକୁ ପାଇଥାଏ ଏଭଳି କାହାଣୀ।

ସୁନ୍ଦର୍ କାହାଣୀକୁ ଆହୁରି ଅଧିକ ଆକର୍ଷଣୀୟ କରି ଦିଅନ୍ତି କିଛି କଳାକାର ମାନେ। ଯେଉଁ ମାନଙ୍କ ଅଭିନୟ ବହୁତ୍ ଉଚ୍ଚ କୋଟୀର, ଆକର୍ଷଣୀୟ ଏବଂ ଜୀବନ୍ତ ଅଟେ।ତେବେ କିଛି ଏମିତି କଳାକାର ଅଛନ୍ତି ଯେଉଁ ମାନଙ୍କୁ ଭଲ ପାଆନ୍ତି ଅଗଣିତ ଦର୍ଶକ। ଯେମିତିକି ଯାତ୍ରା ଜଗତର କୁଇନ କୁହା ଯାଉଥିବା ଟିକି ପଣ୍ଡା। ଅଭିନେତା ଦୈତାରି ପଣ୍ଡା, ହୃଷି, ଦେବୀ ରଥ ଆଦି। ତେବେ ଆପଣ ତ ଯାତ୍ରାର ଏମାନଙ୍କର ଅନେକ ଚରିତ୍ରରେ ଅଭିନୟ କରୁଥିବାର ଅନେକ ଦୃଶ୍ୟ ଦେଖିଥିବେ। ସେହିପରି ଆମେ ଆଜି ଆପଣଙ୍କୁ ଇଷ୍ଟର୍ଣ୍ଣ ଅପେରା ର ଏକ ଦୃଶ୍ୟ ଦେଖାଇବୁ ଯାହାକୁ ଦେଖିଲେ ଆପଣ ଜାଣି ପାରିବେ ଏଠାରେ ଆପଣଂକ ପ୍ରିୟର କଳାକାର ମାନେ କିପରି ତାଙ୍କର ଅଭିନୟର ଯାଦୁ ଦେଖାଉଛନ୍ତି।

ତେବେ ଏହା ହେଉଛି ଏକ ନିର୍ବାଚନ ପ୍ରଚାର ର ଦୃଶ୍ୟ।ଏହି ଦୃଶ୍ୟ ରେ କିପରି ଭାବରେ ନିର୍ବାଚନ ପ୍ରଚାର ବାସ୍ତବ ପ୍ରକ୍ରିୟା ଭଳି ଉପସ୍ଥାପିତ କରା ଯାଇଛି ତାହା ଥରେ ଦେଖନ୍ତୁ। ଜଣେ ବୋହୂ ସରପଞ୍ଚ ନିର୍ବାଚନ ରେ ଜିତିଯିବା ପରେ ତାର ଶଶୁର ତା ପାଇଁ କିଛି ସର୍ତ୍ତ ରଖୁଛନ୍ତି ଏବଂ ତାକୁ କଣ କଣ କରିବାକୁ ପଡିବ ସେ ବିଷୟରେ ମଧ୍ୟ ସେ ଜଣାଇ ଦେଉଛନ୍ତି।ତେବେ ବୋହୂ ସେତେବେଳେ ଦ୍ଵନ୍ଦ ରେ ପଡି ଯାଇଛି ଯେ ସେ କଣ କରିବ? ପଂଚାୟତ ଲୋକଙ୍କର ସେବା ସେ ନିଜେ କରିବ ନା ତାର ଶଶୁର ଯାହା କହିବେ ସେହି ଅନୁସାରେ ସେ କାମ କରି ନିଜ ପଦବୀ ର ଅସମ୍ମାନ କରିବ।

ଏଠାରେ ଏହି ଜିତିଥିବା ସରପଂଚ ଭୂମିକାରେ ଅଭିନୟ କରୁଛନ୍ତି ଆପଣଙ୍କ ଅତି ପ୍ରିୟର କଳାକାର ଟିକି ପଣ୍ଡା। ତାଙ୍କ ମୁହଁରେ ଖୁସି, ଦୁଃଖ, ଚିନ୍ତା ଏବଂ ପଶ୍ଚାତାପର ଏକ୍ସପ୍ରେସନ୍ ଆପଣ ଏହି ଭିଡିଓରେ ଦେଖିବାକୁ ପାଇବେ। ଟିକି ପଣ୍ଡାଙ୍କ ନାମ ଏହି ଚରିତ୍ରରେ ରହିଛି ବିଜୁଳି ସାମଲ।ତେବେ ଏକ ସୁନ୍ଦର୍ ବିଷୟ ବସ୍ତୁକୁ ନେଇ ହୋଇଥିବା ଏହି ଦୃଶ୍ୟ ବେଶ୍ ଆକର୍ଷଣୀୟ ହୋଇଛି। ଯାହାକୁ ଆପଣ ଦେଖିଲେ ଜାଣି ପାରିବେ ଯେ ପ୍ରକୃତରେ ଯାତ୍ରା ଦେଖିବାରେ ମଧ୍ୟ ଏକ ଭିନ୍ନ ଆନନ୍ଦ ଏବଂ ଖୁସି ରହିଥାଏ।

 

Leave A Reply

Your email address will not be published.