Swastik Tv News Odisha

ଛିଃ.. ଛିଃ.. ଶୁଣନ୍ତୁ Audio Call – ପୁଣି ଫୋନ ରେ ଶଶୂର ଦେଢଶୁର ସହିତ କରୁଛନ୍ତି ଅଶ୍ଳୀଳ କଥାବାର୍ତ୍ତା… ଶୁଣିଲେ ଆପଣଙ୍କ ରକ୍ତ ପୁରା ଗରମ ହୋଇଯିବ..

0

ଧିରେ ଧିରେ ସମାଜରେ କିପରି ନିନ୍ଦନୀୟ କାର୍ଯ୍ୟ କଳାପ, ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ତାହା ତ ଆପଣ ଜାଣି ପାରୁଥିବେ। ଏପରି ଘଟଣା ଅନେକ ସଂଖ୍ୟାରେ ଦେଖିବାକୁ ମିଳୁଛି। ବିଶେଷ କରି ସେକ୍ସ୍ ଏବଂ ବ୍ଲାକ ମେଲିଂ ପରି ଘଟଣା ଏବେ ଅନେକ ସଂଖ୍ୟାରେ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି।ଦୁନିଆରେ ଦିନକୁ ଦିନ ସଂଖ୍ୟାଧିକ ଅପରାଧ ବଢ଼ି ଚାଲିଛି। ଏହାରି ଭିତରେ ରେପ୍, ହତ୍ୟା ,ଚୋରି, ନୃସଂଶତା ଭଳି ଅନେକ ଘଟଣା ଘଟୁଛି ଏବଂ ପୋଲିସ ପାଖକୁ ଏହାର ଅଭିଯୋଗ ବି ଯାଉଛି। ଆଜି ଆମେ ସେହିପରି ଏକ ନିନ୍ଦନୀୟ କାର୍ଯ୍ୟକଳାପ ଉପରେ ଆଲୋଚନା କରିବା। ଯାହା ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି।

ଏହି ଘଟଣା ବିଷୟରେ ଆପଣ ଜାଣିଲେ ଏହା ଭାବିବେ ଯେ ସତରେ ଆଜିର ଦୁନିଆରେ ସଂପର୍କର ମୂଲ୍ୟବୋଧ ବୋଲି ବୋଧେ କିଛି ନାହିଁ। ତେବେ ଆଜିର ସଭ୍ୟ ସମାଜରେ ଅନେକ ସମୟରେ ଅସଭ୍ୟ କାର୍ଯ୍ଯ କଲାପ ଆଦି ବୃଦ୍ଧି ପାଉଛି। ପ୍ରତିଦିନ ଦୁନିଆରେ ଆପଣ ଦେଖିବାକୁ ପାଉଥିବେ କିପରି ଭାବରେ ଲଜ୍ୟା ଜନକ ଘଟଣା ସବୁ ଘଟି ଯାଉଛି।ସମ୍ପର୍କକୁ ନେଇ ଯେଉଁଭଳି ଭାବରେ ଲଜ୍ୟାଜର ଖବର ସବୁ ସମୟକ୍ରମେ ସାମ୍ନାକୁ ଆସୁଛି ତାହା ବାସ୍ତବରେ ଅତି ନିନ୍ଦନୀୟ ଏବଂ ଦୃଢ଼ ଭାଷାରେ ବର୍ଜନୀୟ ଅଟେ। ଏହିଭଳି ଅନେକ ଖବର ତ ଆପଣ ଅନେକ ସମୟରେ ଜାଣିବାକୁ ପାଉଥିବେ।

ସେହିପରି ଏବେ ପୁଣି ସାମ୍ନାକୁ ଆସିଛି ଏମିତି ଏକ ଲଜ୍ୟାକର ଘଟଣା ଯାହା ସାଧାରଣରେ ଏକ ଅଶୋଭନୀୟ ସ୍ଥିତି ସୃଷ୍ଟି କରିଛି। କଣ କହିବ ଆଜିର ଲୋକଙ୍କୁ, ଯେଉଁମାନେ ଏହି ସମାଜର ଅଂଶ ବିଶେଷ ହୋଇ ମଧ୍ୟ ବେଳେବେଳେ ଏମିତି କିଛି କାର୍ଯ୍ଯ କରିଥାନ୍ତି।ଯାହା ସେମାନଂକୁ ତ ଏ ସମାଜରେ ଲଜ୍ଜିତ ଏବଂ ଅପମାନିତ କରିଥାଏ, ତାସହ ଏହା ପାରିପାର୍ଶ୍ବିକ ସ୍ଥିତି ଉପରେ ମଧ୍ୟ ପ୍ରଭାବ ପକାଇଥାଏ।ସେହିପରି ଆମେ କହୁଥିବା ଏହି ଘଟଣା ରେ କିପରି ଭାବରେ ଦେଢ଼ଶୁର ଏବଂ ଭାଇ ବୋହୂ ଦୁଇଜଣ ପରସ୍ପର କଳି ଝଗଡା ଲାଗିଛନ୍ତି ତାହା ଆପଣ ଶୁଣିବାକୁ ପାଇବେ।ଏହା ପୁଣି ଫୋନ୍ ରେ।

ଏମାନେ ଅସଭ୍ୟ ଭାଷାରେ ପରସ୍ପରକୁ ଗାଳି ଗୁଲଜ କରିବାରେ ଲାଗିଛନ୍ତି। କେହି କାହାକୁ ମାନୁ ନାହାଁନ୍ତି।ଦେଢ଼ଶୁର ହୋଇ ଭାଇ ବୋହୂ କୁ ଯେଉଁଭଳି ଭାବରେ କହୁଛି ଏବଂ ଭାଇ ବୋହୂ ଯେଉଁଭଳି ଭାବରେ ଶବ୍ଦ ପ୍ରୟୋଗ ଏଠାରେ କରୁଛି ତାହା ବାସ୍ତବରେ ନିନ୍ଦନୀୟ ଏବଂ ଲଜ୍ୟକର ଘଟଣା। ଏଠାରେ ଆପଣ ଏହା ଅନୁଭବ କରିବେ ଯେ ଏମାନଙ୍କ ଭିତରେ ବଡ ସାନ ର ମୂଲ୍ୟ, ଏବଂ ସମ୍ମାନ ଦେବା ଭଳି କୌଣସି ଚିହ୍ନ ବର୍ଣ୍ଣ ଦେଖିବାକୁ ମିଳୁନାହିଁ।ଏହି ଘଟଣା ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି। ଆଜିକାଲି ଏଭଳି ଘଟଣା ଅନେକାଂଶରେ ଦେଖିବାକୁ ମିଳୁ ଥିବାରୁ ପୋଲିସ୍ ଏଥିପ୍ରତି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକତା ରହିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.