Swastik Tv News Odisha

OMG 1 ଫେସବୁକ ରେ ୩ ହଜାର ଝିଅଙ୍କୁ ଫସାଇଛି ଏହି ରିକ୍ସାବାଲା… କିପରି ଚାଲିଥିଲା ଏହି ବେପାର ଦେଖନ୍ତୁ…

0

ବନ୍ଧୁମାନେ ଆମ ଦୁନିଆରେ ଚୋରି ଡକାୟତି ପରି ଆହୁରି ଅନର୍କ ଅପରାଧ ହେଇଥାଏ ଯାହାର ସୂଚନା ଆମକୁ ସମୟ ସମୟରେ ଶୁଣିବାକୁ ମିଳିଥାଏ ।ତେବେ ଯେବେ ଠାରୁ ଟେକ୍ନୋଲୋଜି ର ଉନ୍ନତି ହେଲାଣି ଓ ସୋସିଆଲ ମେଡିଆରେ ଯୁଗ ଆସିଲାଣି ସେବେଠାରୁ ଲୋକ ମାନଙ୍କ ଜୀବନ ଆହୁରି ସରଳ ହେଇ ଗଲାଣି ।ଆଉ ଲୋକମାନେ ନିଜ ଜୀବନରେ ଏହି ସୋସିଆଲ ମେଡିଆକୁ ବ୍ୟବହାର କରି ବହୁତ କିଛି କରି ପାରୁଛନ୍ତି ।କିନ୍ତୁ କୁହାଯାଏ ଯାଏ ନା କିଛି ଲୋକ ଥାଆନ୍ତି ସବୁକିଛିରେ ଦୁଃ ବ୍ୟବହାର କରିବାକୁ ପଛେଇ ନଥାଆନ୍ତି ଆଉ ସେମାନଙ୍କ ସେହି ଜାଲରେ ପଡି ଯାଆନ୍ତି ବହୁତ ନିରୀହ ଲୋକ ।

ତେବେ ସୋସିଆଲ ମେଡିଆରେ ବହୁତ ପ୍ରକାରର ଆପ ରହିଛି ଯାହାକୁ ବ୍ୟବହାର କରି ଆମେ କାହାକୁ ନା କାହା ବିଷୟରେ ଜାଣି ପାରିବୁ କେତେ ଲୋକଙ୍କୁ ସାଙ୍ଗ କରି ପାରିବୁ ।ତେବେ ସୋସିଆଲ ମେଡିଆ ପେଜକୁ ଦେଖି ଲୋକ ଆପଣଙ୍କ ସାଙ୍ଗ ହେଇଥାନ୍ତି ଆଉ ଏହାର ଫାଇଦା ନେଇ ଥାଆନ୍ତି କିଛି ଦୁଷ୍ଟ ଲୋକ କାରଣ ସେମାନେ ଯାହା ଆପଣଙ୍କୁ ନିଜ ପେଜରେ ଦେଖେଇବାକୁ ଚାହିଁବେ ଆପଣ ତାହା ହିଁ ଦେଖିବେ ।ପରଦା ପଛରେ ଥିବା ବ୍ୟକ୍ତି ଙ୍କୁ ଆପଣ ଦେଖିଛନ୍ତି ନା ଜାଣିଛନ୍ତି ଯେ ଆପଣ ତାଙ୍କ ବାସ୍ତବତା ବିଷୟରେ ଜାଣିବେ ।ତେବେ ଆଜି ରମିଟି ଗୋଟିଏ କେଶ ବିଷୟରେ ଜଣେଇବୁ ଯାହା ଜାଣିଲେ ଆପଣ ଜାଣିପାରିବେ କେମିତି ସୋସିଆଲ ର ଫାଇଦା ଉଠା ଯାଉଛି ।

ଉତ୍ତର ପ୍ରଦେଶର ବରେଲୀ ଅଞ୍ଚଳରେ ଦେଖିବାକୁ ମିଳିଥିଲା ଏହି ଘଟଣା ତେବେ ଘଟଣା ଅନୁସାରେ ସେଠାରେ ଜାବେଦ ନାମକ ରିକ୍ସାବାଲା ଯାହା ପ୍ରେମରେ ପାଗଳ ହେଇଥିଲେ ଜଣେ ଅଧେ ନୁହେଁ ପୁରା 3 ହଜାର ଯୁବତୀ ।ତେବେ ଶୁଣି ଚମକି ଗଲେ ନା, ତେବେ ଆସନ୍ତୁ ଜାଣିବା ପ୍ରକୃତ ଘଟଣା କଣ ।ତେବେ ଜାବେଦ ଙ୍କର ପ୍ରକୃତ ବୟସ 52 ବର୍ଷ ମାତ୍ର ପ୍ରଥମେ ନିଜର ଫେସବୁକ ଆଇ ଡି ରେ ମାତ୍ର 500 ଫ୍ରେଣ୍ଡ ଥିଲେ କିନ୍ତୁ ସେ ତାଙ୍କ ପ୍ରୋଫାଇଲ ରେ ଆଇ ପି ଏସ ଲୁରୁଲ ହାସନ ଙ୍କ ଫୋଟ ଲଗାଇବା ପରେ ତାଙ୍କର ଫ୍ରେଣ୍ଡ ଲିଷ୍ଟ ସୀମା ପାର ହେଇଥିଲା ।ତେବେ ତା ଭିତରୁ କେବଳ ଝିଅ ଥିଲେ 3000 ରୁ ଅଧିକ,ଆଉ ଜାବେଦ ତାଙ୍କ ସହିତ ଖୁବ ମଜାରେ କଥା ହେଉଥିଲେ ।

ତେବେ ସେ ମ୍ୟାଟ୍ରିକ ଫେଲ ହେଲେ ବି ତାଙ୍କୁ କିଛି କିଛି ଇଂଲିଶ ଆସୁଥିଲା ଆଉ ମିଛ ଆଡୁଆଳରେ ସେ ବହୁତ ଝିଅଙ୍କୁ ବିବାହର ପ୍ରତିଶ୍ରୁତି ବି ଦେଇଥିଲେ ଆଉ ଏହା ତାଙ୍କ ଫେସବୁକ ଚାଟରୁ ଦେଖିବାକୁ ମିଳିଛି ।ତେବେ ତାଙ୍କର ସ୍ତ୍ରୀ ଓ ଜଣେ ପୁଅ ଅଛି ତାଙ୍କ ସ୍ତ୍ରୀ ତାଙ୍କର ଏହି ଗୁଣ ପାଇଁ ଆଗରୁ ବହୁତ ଫୋନ ଭାଙ୍ଗି ଦେଇଥିଲେ ।ତେବେ ଏବେ କିନ୍ତୁ ପୋଲିସ ତାଙ୍କୁ ଆରେଷ୍ଟ କରିଛି ଆଉ ସେ ନିଜ ମୁହଁରେ ସବୁକଥା ମାନିଛନ୍ତି ।ତେବେ ଭାବି ଚିନ୍ତି ସୋସିଆଲ ମେଡିଆରେ କାହାକୁ ବି ବିଶ୍ୱାସ କରିବେ ନହେଲେ ପସ୍ତେଇବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.