Swastik Tv News Odisha

” କଚା ବାଦାମ ” କୁ ଟକ୍କର ଦେବାକୁ ଆସିଗଲା ” ଦହି ବରା “…. ଗୀତ ଶୁଣିଲେ ହୋସ ଉଡିଯିବ… ଦେଖନ୍ତୁ ଭିଡ଼ିଓ

0

ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଘଟଣାର ଭିଡିଓ ଆପଣ ମାନେ ଦେଖିବାକୁ ପାଉଥିବେ। ତେବେ ସେଥି ମଧ୍ୟରୁ କିଛି ଭିଡିଓ କିଛି ଏମିତି ପ୍ରକାରର ହୋଇଥାଏ ଯାହା ବେଶ୍ ଭାଇରାଲ ହେଉଥିବାର ଆପଣ ଦେଖିବାକୁ ପାଉଥିବେ। ଯାହା ଟିକେ ହଟକେ ଏବଂ ଭିନ୍ନ ଧରଣର ହୋଇଥାଏ। କିଛି ଭିନ୍ନ କାରଣରୁ ଲୋକେ ଏହିଭଳି ଭିଡିଓ କୁ ବେଶ୍ ପସନ୍ଦ କରନ୍ତି ଏବଂ ଏହା ବହୁତ୍ ମାତ୍ରାରେ ଭାଇରାଲ ହେବାରେ ଲାଗିଥାଏ। ସେହିଭଳି ଏକ ଭିଡିଓ ଏବେ ସାମ୍ନାକୁ ଆସିଛି, ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ୍ ହିଟ୍ ହେବାରେ ଲାଗିଛି। ଏଠାରେ ଜଣେ ବୁଢ଼ା ମଉସା ଙ୍କ ସ୍ୱର ଲୋକଙ୍କୁ ବହୁତ୍ ପସନ୍ଦ ଆସିଛି।

ଯାହାକୁ ଦେଖି ଲୋକେ ବହୁତ୍ ପସନ୍ଦ କରୁଛନ୍ତି ଏବଂ ଏହି ଭିଡିଓ କୁ ସେୟାର କରିବାରେ ଲାଗିଛନ୍ତି।ତେବେ ଏହି ଭିଡିଓ ରେ ମଉସାଙ୍କ ଯେଉଁ ସଙ୍ଗୀତ ଗାଉଥିବା ର ଭିଡିଓ ଆପଣ ଦେଖିବାକୁ ପାଉଛନ୍ତି ତାହା ବାସ୍ତବରେ ଏକ ଭିନ୍ନ ମନୋରଞ୍ଜନ ପୂର୍ଣ୍ଣ ଅଟେ। ଯାହାକୁ ଦେଖିଲେ ହୃଦୟରୁ ଏକ ଭିନ୍ନ ଖୁସି ଆସୁଛି। ତେବେ ଆପଣ ତ ଅନେକ ଭିଡିଓ ଅନେକ ସମୟରେ ଦେଖିଥିବେ। ଅନେକ ପ୍ରତିଭା କୁ ଆପଣ ଅନେକ ସମୟରେ ସୋସିଆଲ ମିଡିଆରେ ଦେଖିବାକୁ ପାଉଥିବେ। ଆଉ ସେସବୁ କୁ ଦେଖି ବହୁତ୍ ଖୁସି ମଧ୍ଯ ହେଉଥିବେ। କାରଣ ସେହି ସବୁ ଭିଡିଓ ଦେଖିବାକୁ ବହୁତ୍ ଖୁସି ଲାଗିଥାଏ ଏବଂ ସେଥିରେ ଏକ ଭିନ୍ନ ଧରଣର ଆନନ୍ଦ ରହିଥାଏ।

ସେହି ଭିଡିଓ ଗୁଡିକରେ ଏକ ଭିନ୍ନ କୌତୁହଳ ଦେଖିବାକୁ ମିଳିଥାଏ। ଅନେକ ଜଣ ସେମାନଙ୍କ ଏପରି ଭିଡିଓ କୁ ଦେଖି ବହୁତ୍ ମଜା ନିଅନ୍ତି ଏବଂ ଚାହିଁ ରହି ଯାଆନ୍ତି। ତେବେ ଏଠାରେ ସେହିପରି ବୁଢ଼ା ମଉସା ଙ୍କ ସ୍ୱର ସମସ୍ତ ଙ୍କୁ ଚକିତ କରିଛି।ସେ ସୁନ୍ଦର୍ ଭାବରେ ତାଙ୍କ କଣ୍ଠରେ ଖୋକା ଭାଇଙ୍କ ଗୀତ ଗାଇଛନ୍ତି।ଏହି ଗୀତଟି ହେଉଛି, ଦୁନିଆ ଜାଣେ ତା ସାଗର ବୁକୁରେ ଥାଏ କୋଟି କୋଟି ଶାମୁକା।ଏହି ଗୀତଟି ବହୁତ୍ ଲୋକପ୍ରିୟ ଗୀତ ଅଟେ। ସମସ୍ତେ ଏହି ଗୀତକୁ ବହୁତ୍ ପସନ୍ଦ କରନ୍ତି। କେବଳ ଏହି ଗୀତ ପାଇଁ ଖୋକା ଭାଇଙ୍କ ସବୁ ଗୀତ ବେଶ ଲୋକପ୍ରିୟ ଏବଂ ହୃଦୟକୁ ଛୁଇଁଲା ଭଳି ଅଟେ।

ତାଙ୍କର ସେହିଭଳି ଏକ ଗୀତକୁ ଏବେ ଏହି ମଉସା ଯେଉଁଭଳି ଭାବରେ ଗାଉଛନ୍ତି ତାକୁ ଶୁଣିଲେ ଆପଣ ବି ଚକିତ ହୋଇଯିବେ। ତାଙ୍କର ବୟସ ସିନା ହୋଇ ଯାଇଛି କିନ୍ତୁ ସ୍ଵରରେ ବୟସର ଛାପ ଆଦୌ ପଡିନାହିଁ।ସେ ବହୁତ୍ ସୁନ୍ଦର୍ ଭାବରେ ଭାବର ସହ ଏହି ଗୀତକୁ ଗାଉଛନ୍ତି।ଏହି ଗୀତକୁ କେହି ଜଣେ ରେକର୍ଡ କରି ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ଏହା ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି।

 

Leave A Reply

Your email address will not be published.