Swastik Tv News Odisha

ଦେଖନ୍ତୁ ଭିଡ଼ିଓ : ରାଜଧାନୀ ଭୁବନେଶ୍ୱର ରେ ଚାଲିଛି ଏମିତି….

0

ଭଗବାନ ଙ୍କ ପରେ ଡାକ୍ତର ଙ୍କୁ ଆମ ସମାଜରେ ଦ୍ଵିତୀୟ ଭଗବାନ ଭାବରେ ଗ୍ରହଣ କରାଯାଏ। କାରଣ ଭଗବାନ ଙ୍କ ପରେ ସେ ହେଉଛନ୍ତି ଦ୍ୱିତୀୟ ବ୍ୟକ୍ତି ଯିଏକି ଜଣେ ରୋଗୀଣା ବ୍ୟକ୍ତି ଙ୍କୁ ମୃତ୍ୟୁ ମୁଖରୁ ଜୀବିତ ଫେରାଇ ଆଣିଥାନ୍ତି। କିନ୍ତୁ ବର୍ତ୍ତମାନ ର ଡାକ୍ତର ମାନେ ସ୍ଵାର୍ଥ ଏବଂ ଲୋଭ ର ବଶବର୍ତ୍ତୀ ହୋଇ ନିଜର ମାନବିକତା ଏବଂ ଦାୟିତ୍ବ କୁ ଭୁଲିଯାଉଛନ୍ତି ।ଏବଂ କେବେ କେବେ ଏପରି ହିନ କାର୍ଯ୍ୟ କରିବସିଥାନ୍ତି ଯେ ଯାହାର କ୍ଷମା ହିଁ ନଥାଏ ।

କେବଳ କେତେକ ଟଙ୍କା ପାଇଁ ଏତେ ତଳକୁ ଖସି ଯାଇଥାନ୍ତି ଯେ , ଜଣେ ସୁସ୍ଥ ବ୍ୟକ୍ତି ଙ୍କର ଜୀଵନ ନେବାକୁ ମଧ୍ୟ ପଛଘୁଞ୍ଚା ଦିଅନ୍ତି ନାହିଁ ।ତେବେ ଆମେ ଆଜି ଆପଣ ଙ୍କୁ ଏହିପରି ଏକ ହୃଦୟ ବିଦାରକ ଘଟଣା ବିଷୟରେ ଆପଣଂକୁ ଜଣେଇବାକୁ ଯାଉଚୁ ଯାହା ଜାଣିଲେ ଆପଣ ଙ୍କର ଛାତି ଥରି ଉଠିବ ଏବଂ ଆଖିକୁ ଲୁହ ଝରିବାକୁ ଲାଗିବ।

ଆପଣ ବିଶ୍ୱାସ କରିପାରିବେ ନାହିଁ ବର୍ତ୍ତମାନ ଲୋକମାନେ କେତେ ନୀଚ୍ଚ ମାନସିକତା ର ଶିକାର ହୋଇଛନ୍ତି। ତେବେ ଘଟଣା ଟି ଘଟିଛି ଭୁବନେଶ୍ୱର ର ସମ ହସ୍ପିଟାଲରେ ।ଯେଉଁ ଠାରେ ଜଣେ ସାନ ଭାଇ ଅଭିଯୋଗ କରିଛନ୍ତି କି ହସ୍ପିଟାଲ ର କର୍ମଚାରୀ ମାନେ ତାଙ୍କ ବଡ଼ ଭାଇ ଙ୍କୁ ମିଥ୍ୟା ରେ ମାରିଦେଇଛନ୍ତି ଏବଂ ପରେ କୋଭିଡ ରେ ମୃତ୍ୟୁ ବରଣ କରିଛନ୍ତି ବୋଲି କହିଛନ୍ତି।

ତେବେ ଘଟଣା ଟି କିଛି ଏପରି ଥିଲା କି, ଜଣେ ବ୍ୟକ୍ତି ଙ୍କର ସାମାନ୍ୟ ଗୋଡ଼ ଫୁଲା ରୋଗ ହୋଇଥିଲା ଯାହା ଫଳରେ ସେ ଚାଲିବା ରେ କଷ୍ଟ ଅନୁଭବ କରୁଥିଲେ ।ତେଣୁ ପରିବାର ଲୋକେ ତାଙ୍କୁ ଭୁବନେଶ୍ୱର ର କ୍ୟାପିଟାଲ ହସ୍ପିଟାଲ ରେ କୁ ଚିକିତ୍ସା ପାଇଁ ଆଣିଥିଲେ। ତେବେ ଭୁବନେଶ୍ୱର ର କ୍ୟାପିଟାଲ ହସ୍ପିଟାଲ ରେ ଦେଖିବା ପରେ ସେଠାରେ ଦାୟିତ୍ୱ ରେ ଥିବା ଡାକ୍ତର ତାଙ୍କୁ ସମ ହସ୍ପିଟାଲ କୁ ପଠାଇ ଥିଲେ ।

ସେ ଏହା କହି ତାଙ୍କୁ ପଠାଇ ଥିଲେ କି ସେଠାରେ ଗୋଡ଼ ଫୁଲା ରୋଗ ର ଚିକିତ୍ସା ପାଇଁ ଡାକ୍ତର ଅଛନ୍ତି ।ତେବେ ଡାକ୍ତର ଙ୍କର କଥା ମାନି ସେମାନେ ସମ ହସ୍ପିଟାଲରେ ପହଁଚି ଥିଲେ ।ତା ପରେ ଆରମ୍ଭ ହୋଇଥିଲା ଡାକ୍ତର ମାନଙ୍କ ର କୁକାରନାମା। ସମ ହସ୍ପିଟାଲରେ ପହଞ୍ଚିବା ପରେ ପ୍ରଥମେ ତାଙ୍କର କୋଭିଡ ଟେଷ୍ଟ କରାଯାଇ ଥିଲା। ତେବେ ତାଙ୍କର ରିପୋର୍ଟ ନେଗେଟିଭ ଆସିଥିଲା ।କିନ୍ତୁ ରିପୋର୍ଟ ନେଗେଟିଭ ଆସିବା ପରେ ମଧ୍ୟ ଡାକ୍ତର ତାଙ୍କୁ କରନା ୱାଡ଼ ରେ ରଖିଥିଲେ ଏବଂ ସେଠାକୁ କାହାକୁ ବି ଆଲାଉ ନଥିଲା ଯିବା ପାଇଁ ।

ଆଉ ତା ର ପର ଦିନ ଡାକ୍ତର ତାଙ୍କୁ ମୃତ୍ୟୁ ବୋଲି କହିଥିଲେ ।ତା ସହ ମୃତ ଶରୀରକୁ କାହାକୁ ଛୁଇଁବା ପାଇଁ ମନା କରିଥିଲେ କହିଥିଲେ କି ସେ କଭୀଡ ୱାଡ଼ ରେ ଥିଲେ ତେଣୁ ତାଙ୍କୁ କେହି ବି ଦେଖିବେ ନାହିଁ କି ଛୁଇଁବେ ନାହିଁ। ତେବେ ତାଙ୍କର ସାନ ଭାଇ ପ୍ରଶ୍ନ କରିଥିଲେ କି ତାଙ୍କୁ କରନା ନହୋଇ ମଧ୍ୟ କଣ ପାଇଁ କରନା ୱାଡ଼ ରେ ରଖା ଗଲା ।କିନ୍ତୁ ଡାକ୍ତର କତ୍ତୃପକ୍ଷ ଙ୍କର ଏପରି କାର୍ଯ୍ୟ ବରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ବୋଲି ସମସ୍ତେ ଦାବି କରିଛନ୍ତି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Leave A Reply

Your email address will not be published.