Swastik Tv News Odisha

OMG ! ପ୍ରଥମ ଥର ଏହି ଯୁବତୀ Nonstop ପାଟିରେ saxophone ବଜାଇ କଲେ ରେକର୍ଡ… ମାତ୍ର 04 ଘଣ୍ଟାରେ 86 Million ରୁ ଅଧିକ ଲୋକ ଦେଖି ସାରିଲେଣି…

0

ଆପଣ ତ ସୋସିଆଲ ମିଡିଆରେ ଅଧିକାଂଶ ସମୟରେ ଅନେକ ଭାଇରାଲ ଭିଡିଓ ଦେଖୁଥିବେ ଏବଂ ଏହା ଯଦି ମଜାଦାର ହୋଇଥାଏ ତେବେ ଏହାକୁ ଦେଖି ବହୁତ୍ ଖୁସି ବି ହେଉଥିବେ ଏହାର ମଜା ନେଉଥିବେ। ଆଉ ଯଦି କିଛି ଭିନ୍ନ ଧରଣର ଭିଡିଓ ଦେଖିବାକୁ ମିଳେ ତେବେ ଏହାକୁ ଦେଖି ବିଶ୍ୱାସ କରି ନପାରିଲେ ଆଶ୍ଚର୍ଯ୍ୟ ବି ହେଉଥିବେ।ଆପଣ ଅନେକ ଭାଇରାଲ ଭିଡିଓ ସୋସିଆଲ ମିଡିଆରେ ସମୟକ୍ରମେ ଦେଖିବାକୁ ପାଉଥିବେ। ତା ଭିତରୁ କିଛି ଏମିତି ଭିଡିଓ ରହିଥାଏ ଯାହାକୁ ଦେଖି ଆମେ ବହୁତ୍ ଖୁସି ହୋଇଥାଉ ଏବଂ ତାହା ବେଶ୍ ସେୟାର ହେବାରେ ଲାଗିଥାଏ। ସମସ୍ତେ ଏହାକୁ ଦେଖି ଖୁସି ହୁଅନ୍ତି ଏବଂ ପ୍ରଶଂସା ବି କରନ୍ତି।

ବେଳେବେଳେ କିଛି ଏମିତି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ ଯାହାକୁ ଦେଖି ଆମେ ବହୁତ୍ ଖୁସି ହୋଇଥାଉ।ଏହା ଆମକୁ ବହୁତ୍ ଭଲ ଲାଗିଥାଏ। ଯାହାକୁ ଦେଖି, ଶୁଣି ଏବଂ ଅନୁଭବ କରି ଆମେ ବହୁତ୍ ଖୁସି ମଧ୍ୟ ହେଉ।ସେହିପରି ଏକ ଖୁସି କରାଇବା ଭଳି ଭିଡିଓ ଏବେ ସାମ୍ନାକୁ ଆସିଛି। ସେହିପରି ଏହି ଭାଇରାଲ ଭିଡିଓ ରେ ଦେଖିବାକୁ ମିଳିଛି ଯାହା ଆମେ ଆପଣଙ୍କୁ କହିବାକୁ ଯାଉଛୁ। ଏଠାରେ ଜଣେ ଯୁବତୀ କିପରି ଭାବରେ ମୁହଁରେ ସେକ୍ସାଫନ ବଜାଉ ଅଛନ୍ତି ତାହା ଥରେ ଦେଖନ୍ତୁ ଏଵଂ ଶୁଣନ୍ତୁ।ଏତେ ସୁନ୍ଦର ଭାବରେ ସେ ସେଥିରୁ ଆବାଜ ବାହାର କରୁଛନ୍ତି ତାକୁ ଶୁଣିଲେ ଆପଣଙ୍କ ମନ ବି ପୂରି ଉଠିବ।

ଏହି ଯୁବତୀ ଜଣଙ୍କ ନାମ ହେଉଛି ଲିପିକା। ତାଙ୍କର ଏହି କଳାକୁ ଦେଖି ଅଗଣିତ ଶ୍ରୋତା ବେଶ ଖୁସି ହେଉଛନ୍ତି ଏବଂ ଉତ୍ସାହର ସହିତ ତାଙ୍କର ଏହି ସାକ୍ସଫୋନ ର ସୁନ୍ଦର୍ ଶ୍ବରକୁ ଶୁଣୁଛନ୍ତି। ଆପଣ ତ ଜାଣିଛନ୍ତି ସଙ୍ଗୀତରେ ଏହି ବାଦ୍ୟ ଯନ୍ତ୍ର ବାଜିଲେ ସଙ୍ଗୀତର ମଧୁରତା କେତେ ବଢିଯାଏ। ସଙ୍ଗୀତ ଆମ ଜୀବନର ଏକ ଅବଚ୍ଛେଦ୍ୟ ଅଙ୍ଗ ଅଟେ। ଯେତେବେଳେ ବି ଆମେ ସଙ୍ଗୀତ ଶୁଣିବାକୁ ପାଉ ଆମ ମନ ଭିତରେ ଏକ ନୂତନ ଉନ୍ମାଦନା ସୃଷ୍ଟି ହୁଏ, ପୁଲକ ଖେଳି ଯାଇଥାଏ। ନୃତ୍ୟ ଏବଂ ସଙ୍ଗୀତ ଆମ ଜୀବନରେ ରସ ଭରି ଦେଇଥାଏ।ଏମିତି ରେ ବି ଆମେ କେଉଁଠି ସଙ୍ଗୀତ ବାଜିଲେ ଏହାକୁ ଶୁଣି ନାଚି ଉଠି ଥାଉ।

ତେଣୁ ଆପଣ ଏହିଭଳି ଭାବରେ ଅନେକ ସଙ୍ଗୀତର ଭିଡିଓ ମଧ୍ଯ ଦେଖିବାକୁ ପାଉଥିବେ ଯାହା ଆମକୁ ଏକ ମନୋରଂଜନ ର ସୁରାକ ଯୋଗାଇଥାଏ। କିନ୍ତୁ ଏଭଳି ସାକ୍ସଫନ କୁ ବଜାଇବା ର ଭିଡିଓ ଆପଣ ହୁଏତ ବହୁତ୍ କମ୍ ଦେଖିବାକୁ ପାଇଥିବେ। ଯାହା ଏହି ଯୁବତୀ ଜଣଙ୍କ ବହୁତ୍ ସୁନ୍ଦର ଭାବରେ କରୁଛନ୍ତି। ଏଥିପାଇଁ ସେ ଅନେକ କାର୍ଯ୍ୟକ୍ରମ, ଷ୍ଟେଜ ପ୍ରୋଗ୍ରାମ କୁ କଭର କରିଥାନ୍ତି। ତାଙ୍କର ଚାହିଦା ବହୁତ୍ ଅଧିକ। ଲିପିକା ଙ୍କ ଏହି ସାକ୍ସଫୋନ୍ ବଜାଇବାର କଳା ଦେଖି ଲୋକେ ତାଙ୍କୁ ବହୁତ୍ ପସନ୍ଦ କରିବା ସହିତ ତାଙ୍କୁ ବଡ ବଡ କାର୍ଯ୍ୟକ୍ରମକୁ ନିମନ୍ତ୍ରିତ କରିଥାନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.