Swastik Tv News Odisha

ସୁରେଶ ପଣ୍ଡା ଙ୍କ ସହ ମୋର ସେଟିଙ୍ଗ ଥିଲା… ଯାତ୍ରା ଅଭିନେତ୍ରୀ Juli Panda ଖୋଲିଲେ ଗୁମର, ଆଉ କଣ କହିଲେ… ଦେଖନ୍ତୁ Video

0

ବନ୍ଧୁଗଣ ଯଦି ଆମେ ଓଡ଼ିଶାର ଯାତ୍ରା ଜଗତର କଥା କହିବା ତେବେ ଏଥିପାଇଁ ଅନେକ ପାଗଳପ୍ରାୟ ଅଟନ୍ତି। ଅନେକ କଳାକାର ମାନେ ସେମାନଙ୍କ ଅଭିନୟ ର ଯାଦୁରେ ଲୋକଙ୍କୁ କିମିଆ କରି ରଖିଛନ୍ତି। ଅନେକ ସମୟରେ ସେମାନେ ତାଙ୍କର ଅଭିନୟ ସାଙ୍ଗକୁ ସୁନ୍ଦରତା ଏବଂ ଆକର୍ଷଣୀୟ ଲୁକ୍ସ ପାଇଁ ଦର୍ଶକଙ୍କୁ ଆକର୍ଷିତ କରିଥାନ୍ତି। ତେବେ ସେମାନଙ୍କ ବିଷୟରେ ଅନେକ ପ୍ରସଂଶକ ଜାଣିବାକୁ ଆଗ୍ରହ କରିଥାନ୍ତି ଏବଂ ସେମାନଙ୍କ ପ୍ରତି ଦର୍ଶକ ମାନଙ୍କର ଏକ ଭିନ୍ନ ଧରଣର ଭଲପାଇବା ବି ରହିଥାଏ। ଯାତ୍ରା ଜଗତର କଳାକାର ମାନଙ୍କ ପ୍ରତି ସମସ୍ତଙ୍କ ମନରେ ଏକ ଭିନ୍ନ ଆଗ୍ରହ ରହିଥାଏ।

ତେବେ ସେ ଯାହାବି ହେଉ ଅଭିନୟ ଜଗତର କଳାକାର ମାନେ ଅନେକ ସମୟରେ ସେମାନଙ୍କ ର କିଛି ଭିନ୍ନ ଅନ୍ଦାଜ, ଲାଇଫ ଷ୍ଟାଇଲ କୁ ଦେଖାଇ ସେମାନେ ତାଙ୍କର ଦର୍ଶକ ମାନଙ୍କ ର ନିକଟତର ହୋଇଥାନ୍ତି ଏବଂ ସେମାନଂକୁ ଆକର୍ଷିତ କରିଥାନ୍ତି। ଦର୍ଶକ, ପ୍ରସଂଶକ ମାନଙ୍କ ସହିତ ସେମାନେ ତାଙ୍କର ଅନେକ ସୁନ୍ଦର୍ ମୁହୂର୍ତ୍ତ ସବୁକୁ ସେୟାର କରିଥାନ୍ତି। ତେବେ ଅଭିନୟ ଜଗତର କଳାକାର ବା ସେଲିବ୍ରେଟି ମାନଙ୍କର ଜୀବନଶୈଳୀ ସାଧାରଣତଃ ଟିକେ ଭିନ୍ନ ଏବଂ ଆକର୍ଷିତ କଲା ଭଳି ହୋଇଥାଏ। ଲୋକେ ସେମାନଂକୁ ବହୁତ୍ ଭଲ ପାଆନ୍ତି ଏବଂ ସେମାନଂକୁ ଅନୁସରଣ ବି କରନ୍ତି।

ତେବେ ଯାତ୍ରା ଦୁନିଆର କିଛି ଏମିତି କଳାକାର ଅଛନ୍ତି ଯେଉଁମାନେ ଲୋକ ମାନଙ୍କ ଭିତରେ ସେମାନଙ୍କର ମନରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରି ପାରିଛନ୍ତି ଏବଂ ବେଶ୍ ଲୋକପ୍ରିୟ ମଧ୍ଯ ହୋଇ ପାରିଛନ୍ତି। ସେମାନଙ୍କ ମଧ୍ୟରୁ ଯାତ୍ରା ଅଭିନେତ୍ରୀ ଜୁଲି ପଣ୍ଡା ଅନ୍ୟତମ। ସେ ଅନେକ ଯାତ୍ରାରେ ତାଙ୍କର ଚମତ୍କାର ଅଭିନୟ ପାଇଁ ବେଶ୍ ପରିଚିତ।ସେ ଦର୍ଶକ ଏବଂ ପ୍ରସଂଶକ ମାନଙ୍କ ଉପରେ ତାଙ୍କର ଅଭିନୟର ଏକ ସ୍ବତନ୍ତ୍ର ଛାପ ଛାଡ଼ିବାରେ ଲାଗିଛନ୍ତି। ଅନେକ ସମୟରେ ସେ ନେଗେଟିଭ ରୋଲ୍ ରେ ନଜର ଆସିଥାନ୍ତି। ସକାରାତ୍ମକ ଚରିତ୍ରରେ ମଧ୍ୟ ଆପଣ ତାଙ୍କୁ ଦେଖିବାକୁ ପାଇଥିବେ।

ତେବେ ତାଙ୍କର ଅଭିନୟ ଯେମିତି ବାସ୍ତବ ସେମିତି ଜୀବନ୍ତ ଓ ଆକର୍ଷଣୀୟ ଅଟେ। ଏବେ ତାଙ୍କ ସହ ସାକ୍ଷାତକାର ର ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଠି ସେ ଏକ ନେଗେଟିଭ ଡ଼ାଏଲଗ କହି ଶୁଣାଇଛନ୍ତି। ଯାତ୍ରା ଅଭିନେତା ସୁରେଶ ପଣ୍ଡାଙ୍କ ସହ ଅନେକ ଦିନ ଅଭିନୟ କରିଛନ୍ତି। ତାଙ୍କ ସହ ତାଙ୍କର ଆକ୍ଟିଂ ର ଭଲ ସେଟିଂ ଥିଲା ବୋଲି ଜୁଲି ପଣ୍ଡା କହିଛନ୍ତି। ସୁରେଶଙ୍କ ପରେ ଅନ୍ଯ କଳାକାର ଙ୍କ ସହ ଅଭିନୟ କରିବାକୁ ତାଙ୍କୁ ଟିକେ ସମସ୍ୟା ହୋଇଥଲା କିନ୍ତୁ ସେ ପରେ ଏହାକୁ ଠିକ୍ କରି ଦେଇଥିଲେ ବୋଲି କହିଛନ୍ତି। ତାଙ୍କର ଲଭ୍ କମ୍ ଏରେଞ୍ଜ ମ୍ୟାରେଜ୍ ହୋଇଛି ଏବଂ ତାଂକ ସ୍ବାମୀ ବାହାରେ ରୁହନ୍ତି ବୋଲି ଅଭିନେତ୍ରୀ ଜୁଲି ପଣ୍ଡା ଏହି ସାକ୍ଷାତକାରରେ କହିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.