Swastik Tv News Odisha

ଦେଖନ୍ତୁ Shocking ଭିଡିଓ : କୁକୁର କାମୁଡ଼ାରେ ୬ ଦିନରେ ମଣିଷ ହୋଇଗଲା କୁକୁର ! ଦେଖନ୍ତୁ ଏକ ସତ ଭିଡ଼ିଓ ୧ ଲକ୍ଷ ରୁ ଅଧିକ ଲୋକ ଦେଖି ସାରିଲେନି…

0

ସବୁ ଠାରୁ ବିଶ୍ଵସ୍ତ କହିବାକୁ ଗଲେ ଏହି ବ୍ରହ୍ମାଣ୍ଡ ରେ ତାହା ହେଉଛି କୁକୁର । ମନୁଷ୍ୟ ର ବୁଦ୍ଧି , ବିବେକ , ବିଚାର କରିବା ଶକ୍ତି ଥାଇ ମଧ୍ୟ ସେ ବିଶ୍ୱାସ ରେ ବିଷ ଦେଇଦେଇଥାଏ । କିନ୍ତୁ ଆପଣ ଗୋଟିଏ ପଶୁ କୁ କିଛି ଗୋଟେ ଶ୍ରଦ୍ଧା ଭଲ ପାଇବା ରେ ଖାଇବାକୁ ଦିଅନ୍ତୁ , ଦେଖିବେ ସେ ଆପଣ ଙ୍କ ପାଇଁ ଦିନ ନିଜ ଜୀବନ କୁ ମଧ୍ୟ ବାଜି ଲଗାଇଦେବ । ଆଉ କୁକୁର କଥା କହିଲେ ନ ସରେ ।

ସବୁଠୁ ବିଶ୍ଵସ୍ତ ପ୍ରାଣୀ ଯଦି କୁହାଯାଏ ତେବେ ସେ ହେଉଛି କୁକୁର । ମାଲିକ ପାଇଁ ସେ ଜୀବନ ଦେଇଦିଏ । ସେଥିପାଇଁ ଲୋକ ମାନେ ନିଜ ଘରେ ଅନେକ ପଶୁ ପକ୍ଷୀ ପାଳିଥାଆନ୍ତି । କୁକୁର କୁ ଉଚିତ୍ ପ୍ରଶିକ୍ଷଣ ଦେଇ ମଧ୍ୟ ପୋଲିସ କାର୍ଯ୍ୟ ରେ ନିୟଜିତ କରାଯାଇଥାଏ । କିନ୍ତୁ ଯଦି କେବେ ଭୁଲ୍ ରେ ବି ମଧ୍ୟ କୁକୁର ପାଗଳ ହୋଇଯାଏ ତାହାକୁ ସମ୍ଭାଳିବା ବଡ଼ କଷ୍ଟକର ହୋଇଯାଏ ।

ପାଗଳ ହୋଇଯାଇଥିବା କୁକୁର କୁ ସେଥିପାଇଁ କେବେ ହେଲେ ଖୋଲା ରେ ଛାଡ଼ିବା ଉଚିତ୍ ନୁହେଁ । କାରଣ କୁକୁର ପାଗଳ ହୋଇଗଲେ ସେ କେବଳ ଲୋକ ଙ୍କୁ କାମୁଡିବା ପାଇଁ ଗୋଡାଇଥାଏ । ଯାହାକୁ ଥରେ ପାଗଳା କୁକୁର କାମୁଡ଼ିଛି , ତାକୁ ଭଲ କରିବା ବହୁତ୍ କଷ୍ଟ । କାରଣ ପାଗଳ କୁକୁର ମୁଁହ ରେ ବିଷ ହୋଇଯାଇଥାଏ । ତେବେ ଏହିପରି ଏକ ଘଟଣା ଘଟିଛି ଗୋଟିଏ ଯୁବକ ସହିତ । ତେବେ ସେହି ପୁଅ ପିଲା ଟି ର ବୟସ ୧୦ ବର୍ଷ ପାଖା ପାଖି ହେବ । ସେ ଏକ ପାଗଳ କୁକୁର କାମୁଡ଼ା ରେ ଶିକାର ହୋଇଛି ।

ତେବେ ୧ ସପ୍ତାହ ମଧ୍ୟରେ ପିଲା ଟି ପାଖରେ ବିଷ ର ଲକ୍ଷଣ ଜଣା ପଡ଼ିଛି । ପିଲାଟି ପାଖରେ କୁକୁର ଭଳି ଭୁକିବା ତଥା କୁକୁର ଭଳି ଜିଭ କାଢିବା ଲକ୍ଷଣ ଗୁଡ଼ିକ ଦେଖା ଦେଇଛି । ଅର୍ଥାତ୍ ସେ କୁକୁର ପରି ଭୁକୁଛି ଓ ଜିଭ ବାହାରକୁ ବାହାର କରୁଛି । ତେବେ ଏହା ଦେଖି ପରିବାର ଲୋକ ଭୟଭୀତ ହୋଇପଡିଛନ୍ତି । ପିଲା ଟି କୁ ନେଇ ଡାକ୍ତର ଖାନା ରେ ଚିକିତ୍ସା କରାଉଛନ୍ତି । ତେବେ ଡାକ୍ତର ମାନେ ମଧ୍ୟ ଏହା ଦେଖି ଭୟଭୀତ ହୋଇପଡିଛନ୍ତି । ଚିକିତ୍ସା ମଧ୍ୟ ଚାଲିଛି ।

ତେଣୁ କୁହାଯାଏ ଯେ କୁକୁର ପାଗଳ ହୋଇଗଲେ ତାକୁ ବାନ୍ଧି ରଖିବା ଉଚିତ୍ । ପାଗଳ ଯେପରି ଠିକ୍ ଭୁଲ୍ ବୁଝିପାରେନାହିଁ ସେହିପରି କୁକୁର ମଧ୍ୟ କିଛି ଜାଣିପାରେ ନାହିଁ । ତେଣୁ ସେ ସମସ୍ତଙ୍କୁ କାମୁଡିବା କୁ ଗୋଡେଇ ଥାଏ । ତେଣୁ କୁକୁର କୁ ଉଚିତ୍ ପ୍ରଶିକ୍ଷଣ ନ ଦେଇ କେବେ ହେଲେ ସେମାନଙ୍କ ସହିତ ଲାଗିବା ବା ଖେଳିବା କଥା ନୁହଁ । ଏପରି ଜୀବ ଙ୍କ ଠୁ ଯେତେ ସମ୍ଭବ ନିଜ କୁ ଦୂରେଇ ରଖିବା ଉଚିତ୍ ।

ତେବେ , ବର୍ତ୍ତମାନ ଚିକିତ୍ସା ପ୍ରଣାଳୀ ରେ ଉନ୍ନତ ଘଟିଛି । କୁକୁର କାମୁଡ଼ା ପାଇଁ ଆଧୁନିକ ଭାବ ରେ ବିଷ କଟାଇବା ପାଇଁ ଅନେକ ଔଷଧ ଓ ଇଞ୍ଜେକ୍ସନ ମଧ୍ୟ ବାହାରିଲାଣି । ତେବେ କୁକୁର କାମୁଡିବା ମାତ୍ରେ କାଳ ବିଳମ୍ବ ନ କରି ସଙ୍ଗେସଙ୍ଗେ ଡାକ୍ତର ଙ୍କ ସହିତ ପରାମର୍ଶ କରିବା ଉଚିତ୍ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Leave A Reply

Your email address will not be published.