Swastik Tv News Odisha

ପ୍ରଥମ ଥର ଷ୍ଟୁଡିଓ ରେ ଓଡ଼ିଶାର ନୂଆ ସ୍ୱର ସିଙ୍ଗର Baishnabi ଗାଇଲେ Heart Broken Song… ମାତ୍ର 05 ଘଣ୍ଟାରେ 36 Million ରୁ ଅଧିକ ଲୋକ ଦେଖି ସାରିଲେଣି…

0

ବନ୍ଧୁଗଣ ଆପଣ ତ ସଙ୍ଗୀତ ଶୁଣିବାକୁ ନିଶ୍ଚିତ ଭଲ ପାଉଥିବେ। ସଙ୍ଗୀତର ପ୍ରତ୍ୟେକଟି ଧାରା ବେଶ୍ ସୁରିଲା ଏବଂ ମନକୁ ଛୁଇଁଲା ଭଳି ହୋଇଥାଏ। ସେହିପରି ଆମେ ଆଜି ଆପଣଙ୍କୁ ଏକ କୁନି ଝିଅର ସୁରିଲା ସଙ୍ଗୀତକୁ ଶୁଣାଇବାକୁ ଯାଉଛୁ ଯାହାକୁ ଶୁଣିଲେ ଆପଣ ବି ବହୁତ୍ ଖୁସି ହୋଇଯିବେ। ନିକଟରେ ସରିଥିବା ଓଡ଼ିଶାର ନୁଆସ୍ଵର ଜୁନିଅର୍ ର ସେ ଥିଲେ ଜଣେ ପ୍ରତିଯୋଗୀ। ଯାହାଙ୍କ ସ୍ୱର ସମସ୍ତଂକ ହୃଦୟକୁ ଛୁଇଁ ପାରିଥିଲା। ତାଙ୍କର ନାମ ହେଉଛି ବୈଷ୍ଣବୀ ମିଶ୍ର।ଏବେ ପୁଣି ଏକ ସୁନ୍ଦର୍ ଗୀତକୁ ନେଇ ଆସିଛନ୍ତି କୁନି ସିଙ୍ଗର ବୈଷ୍ଣବୀ।ତାଙ୍କର ଏକ ଜବରଦସ୍ତ ଗୀତ ଏବେ ସାମ୍ନାକୁ ଆସିଛି।

ଯାହା ତାଙ୍କ ସୁନ୍ଦର୍ କଣ୍ଠରେ ଷ୍ଟୁଡିଓ ରେ ରେକର୍ଡ କରା ଯାଇଛି।ଯେଉଁଥିରେ ସେ ଏତେ ଚମତ୍କାର ସଙ୍ଗୀତ ତାଙ୍କ କଣ୍ଠରେ ଗାଉଥିବାର ନଜର ଆସିଛନ୍ତି ଯାହାକୁ ଶୁଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ। ଏତେ ଚମତ୍କାର ଭାବରେ ସେ ଗୀତ କୁ ଗାଉଛନ୍ତି, ଯାହା ଶୁଣିବାକୁ ବହୁତ୍ ଭଲ ଲାଗୁଛି, ବହୁତ୍ ଖୁସି ଲାଗୁଛି। ତେବେ ଏହି କୁନି ଝିଅ ଜଣଙ୍କ ଅନେକ ଗୁଡିଏ ଗୀତ ଗାଇ ସାରିଲେଣି। ଆଉ ତାଙ୍କର ସବୁ ଗୀତ ଏବେ ଯେମିତି ଏକ ଟ୍ରେଣ୍ଡରେ ରହିଛି। ଲୋକେ ଏସବୁ କୁ ଶୁଣିବାକୁ ବହୁତ୍ ଇଚ୍ଛା କରୁଛନ୍ତି ଏବଂ ଖୁସି ହେଉଛନ୍ତି। ବୈଷ୍ଣବୀଙ୍କ କୁନି ସୁରିଲା ପାଟିରେ ସେ ଯେଉଁଭଳି ଭାବରେ ସୁମଧୁର ଗୀତ ସବୁ ଗାଉଛନ୍ତି, ସେସବୁ ହୃଦୟକୁ ଛୁଇଁଲା ଭଳି ହେଉଛି।

ସମସ୍ତେ ତାଙ୍କର ପ୍ରତିଭା, ସ୍ୱରର ଟାଲେଣ୍ଟ କୁ ପ୍ରଶଂସା କରୁଛନ୍ତି ଏବଂ ଭଲପାଇବା ଦେଉଛନ୍ତି। ବାସ୍ତବରେ ସଙ୍ଗୀତ ଆମ ଜୀବନର ଏକ ଅବଚ୍ଛେଦ୍ୟ ଅଙ୍ଗ ସଦୃଶ ଅଟେ।ଯେତେବେଳେ ଜଣେ କୁନି ପିଲାଟିଏ ଗୀତ ଗାଇଥାଏ, ତାର ସ୍ୱର ଅଧିକ ମଧୁର ଲାଗିଥାଏ ଶୁଣିବାକୁ।ଏହାକୁ ଶୁଣି ଆମେ ବହୁତ୍ ଖୁସି ହୋଇ ଯାଇଥାଉ।ବେଳେବେଳେ କିଛି ଏମିତି କୁନି ପ୍ରତିଭା ମାନଙ୍କୁ ଆମେ ଦେଖିବାକୁ ପାଇଥାଉ ଯାହା ଆମକୁ ବହୁତ୍ ଭଲ ଲାଗିଥାଏ। ଯାହାକୁ ଦେଖି, ଶୁଣି ଏବଂ ଅନୁଭବ କରି ଆମେ ବହୁତ୍ ଖୁସି ମଧ୍ୟ ହେଉ। ଛୋଟ ପିଲା ମାନଙ୍କର ଗୀତ ଗାଇବା ର ଭିଡିଓ ଦେଖିବା ପାଇଁ ମନରେ ଏକ ଭିନ୍ନ ଆଗ୍ରହ ରହିଥାଏ।

ଆମେ ସେମାନଙ୍କ କୁନି ପାଟିରେ ସେମାନଙ୍କ ସ୍ଵରକୁ ଶୁଣି ବହୁତ୍ ଖୁସି ହୋଇ ଥାଉ। ସେହିପରି ଏହି ଛୋଟ ବାଳିକା ଯିଏକି ତାର ସ୍ୱରର ଯାଦୁରେ ସମସ୍ତଙ୍କୁ ଚକିତ କରିଛି। ଏବେ ଯେଉଁ ଗୀତରେ କଣ୍ଠ ଦେଇଛନ୍ତି ବୈଷ୍ଣବୀ ତାହା ଏକ ସୁନ୍ଦର ଲୋକପ୍ରିୟ ଗୀତ।ଏହି ଗୀତଟି ହେଉଛି, ହୃଦୟକୁ ଚୁନା ଚୁନା କାହିଁକି କଲୁ।ସେ ଯେଉଁଭଳି ଭାବରେ ଏ ଗୀତକୁ ଷ୍ଟୁଡିଓ ରେ ଗାଉଛନ୍ତି ତାହା ସମସ୍ତଙ୍କ ହୃଦୟକୁ ଛୁଇଁଛି।ତେବେ ଏହି ଗୀତର ମ୍ୟୁଜିକ ବୈଦ୍ୟନାଥ ଦାଶ ଦେଇଥିବା ବେଳେ ଲିରିକ୍ସ ଦେଇଛନ୍ତି ଅରୁଣ ମନ୍ତ୍ରୀ। ଏହି ଗୀତଟି ବୈଷ୍ଣବୀ ଙ୍କ କଣ୍ଠରେ ବହୁତ୍ ସୁନ୍ଦର୍ ଲାଗୁଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.