Swastik Tv News Odisha

Tamate ଡ୍ୟାନ୍ସ କରି ଏହି ମହିଳା କଲେ କମାଲ… ଭିଡ଼ିଓ ଦେଖିଲେ ନିଜକୁ ସମ୍ଭାଳି ପାରିବେନି… ମାତ୍ର 04 ଘଣ୍ଟାରେ 86 Million ରୁ ଅଧିକ ଲୋକ ଦେଖି ସାରିଲେଣି…

0

ବନ୍ଧୁଗଣ ଆପଣ ଅନେକ ଭାଇରାଲ ଭିଡିଓ ସୋସିଆଲ ମିଡିଆରେ ସମୟକ୍ରମେ ଦେଖିବାକୁ ପାଉଥିବେ। ତା ଭିତରୁ କିଛି ଏମିତି ଭିଡିଓ ରହିଥାଏ ଯାହାକୁ ଦେଖି ଆମେ ବହୁତ୍ ଖୁସି ହୋଇଥାଉ ଏବଂ ତାହା ବେଶ୍ ସେୟାର ହେବାରେ ଲାଗିଥାଏ। ସମସ୍ତେ ଏହାକୁ ଦେଖି ଖୁସି ହୁଅନ୍ତି ଏବଂ ପ୍ରଶଂସା ବି କରନ୍ତି। ବେଳେବେଳେ କିଛି ଏମିତି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ ଯାହାକୁ ଦେଖି ଆମେ ବହୁତ୍ ଖୁସି ହୋଇଥାଉ।ଏହା ଆମକୁ ବହୁତ୍ ଭଲ ଲାଗିଥାଏ। ଯାହାକୁ ଦେଖି, ଶୁଣି ଏବଂ ଅନୁଭବ କରି ଆମେ ବହୁତ୍ ଖୁସି ମଧ୍ୟ ହେଉ।ସେହିପରି ଏକ ଖୁସି କରାଇବା ଭଳି ଭିଡିଓ ଏବେ ସାମ୍ନାକୁ ଆସିଛି।

ଏହି ଭିଡିଓ ଟି ହେଉଛି ଏକ ଡାନ୍ସ ଭିଡିଓ। ଯେଉଁଠି ଏକ ଭିନ୍ନ ଧରଣର ଡାନ୍ସ ଦେଖିବାକୁ ମିଳିଛି। ବ୍ୟାଣ୍ଡ ପାଟି ସହିତ ଏଠାରେ ମହିଳାଙ୍କ ଏପରି ଡାନ୍ସ ସମସ୍ତଙ୍କୁ ବେଶ୍ ଆକର୍ଷିତ କରିଛି।ଆପଣ ତ ଅନୁଭବ କରିଥିବେ ନୃତ୍ୟ ଏକ ଏମିତି ମନୋରଞ୍ଜନ ପୂର୍ଣ୍ଣ ଜିନିଷ ଯାହାକୁ କେବଳ ଆପଣ ନୁହେଁ ଅଧିକାଂଶ ଲୋକ ଏହାକୁ ଦେଖିବାକୁ ପସନ୍ଦ କରନ୍ତି ଏବଂ ଏହିଭଳି ଭିଡିଓ ଦେଖି ଚିତ୍ତ ବିନୋଦନ କରିବାକୁ ଚାହିଁ ଥାଆନ୍ତି। ଏହାଦ୍ୱାରା ଲୋକଙ୍କୁ ହସିବାକୁ, ଖୁସି ହେବାକୁ ସୁଯୋଗ ମିଳି ଯାଇ ଥାଏ। ଅନେକ ଲୋକ ଏହିଭଳି ଭିଡିଓ କୁ ଦେଖି ବହୁତ୍ ପସନ୍ଦ କରିବା ସହିତ ସେୟାର ମଧ୍ଯ କରିଥାନ୍ତି।ତେବେ ଆପଣ ତ ଡାନ୍ସ ଦେଖିବାକୁ ଭଲ ପାଉଥିବେ।

ନୃତ୍ୟ ଦେଖିବାକୁ ପ୍ରାୟତଃ ସମସ୍ତେ ଭଲ ପାଆନ୍ତି। କାରଣ ନୃତ୍ୟ ଆମ ଜୀବନର ଏକ ଅବଚ୍ଛେଦ୍ୟ ଅଙ୍ଗ ଅଟେ। ତେଣୁ ଯେତେବେଳେ ବି ଆମେ କାହାକୁ ନୃତ୍ୟ କରୁ ଥିବାର ଦେଖୁ, ଆମେ ଟିକିଏ ଦେଖିବା ପାଇଁ ଅଟକି ଯାଇଥାଉ। ଏମିତି ରେ ବି ଆମେ କେଉଁଠି ସଙ୍ଗୀତ ବାଜିଲେ ଏହାକୁ ଶୁଣି ନାଚି ଉଠି ଥାଉ।ତେଣୁ ଏଥିପାଇଁ କୌଣସି ବି ନିର୍ଦ୍ଦିଷ୍ଟ ଜାଗା ନଥାଏ। ଯେଉଁଠି ବି ଟିକିଏ ନାଚିବାର ସୁଯୋଗ ମିଳେ ସେତେବେଳ ଆମେ ନାଚିଥାଉ କିଛି ନଭାବି। ତେଣୁ ଯେତେବେଳେ ବି ଆମେ କେହି ନାଚୁଥିବାର ଦେଖିବାକୁ ପାଉ ସେତେବେଳ ଆମକୁ ଟିକିଏ ଦେଖିବାକୁ ଇଚ୍ଛା ହୁଏ। ଏହା ଆମକୁ ଏକ ଭିନ୍ନ ଖୁସି ଦେଇଥାଏ।

ହୁଏତ ଅନେକ ଲୋକଙ୍କୁ ନୃତ୍ୟ ପସନ୍ଦ ହୋଇ ନପାରେ କିନ୍ତୁ ପ୍ରାୟତଃ ନାଚ ଦେଖିବାକୁ ଅଧିକାଂଶ ଲୋକ ପସନ୍ଦ କରନ୍ତି। ତେଣୁ ଆପଣ ଏହିଭଳି ଭାବରେ ଅନେକ ନାଚ ଭିଡିଓ ମଧ୍ଯ ଦେଖିବାକୁ ପାଉଥିବେ। କିନ୍ତୁ ଏଠାରେ ମହିଳା ଜଣଙ୍କ ଯେଉଁଭଳି ଭାବରେ ପୁଚି ଖେଳି ଖେଳି ନାଚ କରୁଛନ୍ତି ଏବଂ ଅନବରତ ଭାବରେ ତାଙ୍କ ଷ୍ଟାଇଲ ରେ ଶାଢ଼ି ପିନ୍ଧି ନାଚି ଚାଲିଛନ୍ତି ତାଙ୍କ ଏନର୍ଜି କୁ ଦେଖି ସମସ୍ତେ ଅବାକ୍ ହୋଇ ଯାଉଛନ୍ତି। ଆପଣ ବି ତାଙ୍କର ଏହି ଡାନ୍ସ ଦେଖିଲେ ଜାଣି ପାରିବେ ମହିଳା ଜଣଙ୍କ ପାଖରେ କେତେ ଯୋଶ ଭରି ରହିଛି। ଯାହାକୁ ଦେଖି ଦର୍ଶକ ମାନେ ବେଶ୍ ପ୍ରଶଂସା କରୁଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.