Swastik Tv News Odisha

Heart Touching Story – ଗାଁ ଲୋକ ବେକାରୀ କହିକି ହସୁଥିଲେ ଆଜି ସେ IPS ଅଫିସର, ଏହି ଛାତି ଫଟା କାହାଣୀ ଶୁଣିଲେ ଗୋଡ ତଳୁ ମାଟି ଖସି ଯିବ…

0

ଜୀବନର ପ୍ରତ୍ୟେକ ମୁହୂର୍ତ୍ତରେ କିଛି ଏମିତି ବାର୍ତ୍ତା ଓ ଶିକ୍ଷା ଦେଇଥାଏ ଯାହା ଆମର ଜୀବନକୁ ବହୁତ ସୁନ୍ଦର କରି ଗଡି ତୋଳିବାରେ ସାହାଯ୍ୟ କରିଥାଏ ।କିନ୍ତୁ ଜୀବନରେ ଗୋଟିଏ ଏମିତି ମୋଡ଼ ଆସେ ଯାହା ଆମ ଜୀବନର ପଥକୁ ହିଁ ବଦଳେଇ ଦେଇଥାଏ ।ତେବେ ଆମ ଅମସ୍ତଂକ ଜୀବନରେ ସେମିତି ମୋଡ଼ ନିହାତି ଆସେ ବାକୁ ତାହା ଆମ ଉପରେ ନିର୍ଭର କରେ ଆମେ ତାକୁ କେମିତି ଗ୍ରହଣ କରିବା ।ତେବେ ଆମେ ଆଜି ଏମିତି ଏକ ବ୍ୟକ୍ତିଙ୍କର ଜୀବର ମୋଡ଼ ତାଙ୍କୁ କଁରୁ କଣ କରିଛି ସେହି କଥା ଖୀବୁ ଯାହା ଜାଣିଲେ ଆପଣଙ୍କ ଜୀବନ ବି ପରିବର୍ତ୍ତନ ହେଇଯିବ ।

ତେବେ କିଛି ବର୍ଷ ଆଗରୁ ପଞ୍ଜାବ ର ଜଣେ ପିଲା ଯାହାଙ୍କ ନାମ ସୁକବେନ୍ଦ୍ର ସିଂ ଖୁବ ଗରିବ ଘରର ପିଲା ଯିଏ ନିଜର ଗ୍ରାଜୁଏନ ସାରି ସାରିଲା ପରେ ଗାଁରେ ରହୁଥିଲେ ।କିନ୍ତୁ ସମାଜରେ ତାଙ୍କୁ ବହୁତ ଟାହି ଟାପରା ଶୁଣିବାକୁ ପଡୁଥିଲା କାରଣ ସେ ପାଠ ପଡି ବି ବେକାର ଥିଲେ ।କିଛି ଧନୀ ଲୋକମାନେ ତାଙ୍କୁ ଖୁବ ସମାଲୋଚନା କରୁଥିଲେ କିନ୍ତୁ ସବୁ ଶୁଣି ବି ସେ ଚୁପ ରହିଥିଲେ କାହାକୁ କିଛି ବି କହୁ ନଥିଲେ ।ତେବେ କହିଲେ ଦେଖି ଗରିବ ଘରର ପିଲା ଏତେ ଅର୍ଥ କାହିଁ ପାଠ ପଡ଼ିବାକୁ ।

ତେବେ ଥରେ ସେ ବାହାରୁ ଆସିଲା ପରେ ନିଜ ବାପାଙ୍କୁ ଦେଖିଲେ ଯିଏ କାମ କରି ପଖାଳ ଖାଉଛନ୍ତି ଆଉ ଦେହରୁ ଝାଳ ବାହାରି ସେହି ପଖାଳରେ ପଡୁଛି କିନ୍ତୁ ସେ ସେହି ପଖାଳକୁ ଖୁବ ଆରାମରେ ଖାଉଛନ୍ତି ।କିନ୍ତୁ ଏହା ସୁକବେନ୍ଦ୍ରଙ୍କୁ ଖୁବ ବାଧି ଥଲା ଆଉ ସେତିକି ବେଳେ ମନେ ପଡିଯାଇଥିଲା ଗାଁର ଲୋକ ମାନଙ୍କର କଥା ଯାହା ତାଙ୍କୁ ଖରାପ ଲାଗେ କିନ୍ତୁ ସେ କିଛି କହନ୍ତି ନାହିଁ ।ତେବେ ତା ପର ଠାରୁ ସେ ଯେଉଁ ନିଷ୍ପତ୍ତି ନେଇଥିଲେ ସେଥିପାଇଁ ଆଜି ତାଙ୍କର ସେହି ଗାଁର ଲୋକମାନେ ପ୍ରଶଂସାରେ ନକରି ତାଙ୍କର ରହୁ ନାହାନ୍ତି ।

ତେବେ ସୁକବେନ୍ଦ୍ର ନିଷ୍ପତି ନେଇଥିଲେ କି ସେ ୟୁ ପି ଏସି ପରୀକ୍ଷା ଦେବାର ଯାହା ପାଇଁ ସେହି ଲାଗିଗଲେ ଖୁବ କୋଠର ପରିଶ୍ରମ ପାଇଁ ।ରାତି ରାତି ପରିଶ୍ରମ ରାତିରେ ରାସ୍ତା କଡ଼ ଲାଇଟରେ ପାଠ ପଡିବ ପ୍ରି ଅନେକ କଷ୍ଟ ସେ କଲେ ତେବେ 2017 ମସିହା ଦୀର୍ଘ 3 ବର୍ଷର ଫଳ ତାଙ୍କୁ ମିଳିଲା ଅଲ ଇଣ୍ଡିଆ ରେ 3 ନମ୍ବର ପଜିସନରେ ରହି ସେ ବନିଯାଇଥିଲେ ଆଇ ପି ଏସ ଅଧିକାରୀ ।ଆଉ ଆଜି ତାଙ୍କର ସେହି ଗାଁର ଲୋକମାନେ ପ୍ରତିଟି କାମ ପାଇଁ ତାଙ୍କ ନାର ବ୍ୟବହାର କରୁଛନ୍ତି ଓ ଗର୍ବ ବି କରୁଛନ୍ତି ତାଙ୍କ ପାଇଁ ।ତେବେ ବନ୍ଧୁମାନେ ମାନେ ସଫଳତା ସେହି ମାନଙ୍କୁ ମିଳିଥାଏ ଯେଉଁ ମାନେ ନିଜ ପରିଶ୍ରମ ବଳରେ ସମୟକୁ ନିଜ କାବୁରେ ଓ ପରିସ୍ଥିତି କୁ ଏଡେଇ ଆଗକୁ ଯାଇ ପାରନ୍ତି ।ଆଉ ଏମିତି ପରିଶ୍ରମ କେବେ ବୃଥା ଯାଏ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave A Reply

Your email address will not be published.