Swastik Tv News Odisha

” ସିନ୍ଦୂର କିଣି ନେଲା ରେ ଝିଅ କୁ ମୋର ” ଏହି ଛାତିଫଟା ଗୀତ ପ୍ରତ୍ୟେକ ପୁଅ , ଝିଅ ଙ୍କ ପାଇଁ… ଯଦି ଆପଣ ସତରେ ବାପା ମା ଙ୍କୁ ଭଲପାଉଥିବେ ଏ ଭିଡ଼ିଓକୁ ଥରେ ନିଶ୍ଚୟ ଦେଖନ୍ତୁ ଏବଂ ସେୟାର କରନ୍ତୁ….

0

ବନ୍ଧୁଗଣ ଏବେ ପୁଣି ଆମେ ଆପଣଙ୍କୁ ଏକ ଭାବ ପ୍ରବଣତା, ଦୁଃଖ ପୂର୍ଣ୍ଣ ଦୃଶ୍ୟ ଦେଖାଇବୁ। ଏହିଭଳି ଦୃଶ୍ୟ ହୁଏତ ଆପଣ ଅନେକ ସମୟରେ ଦେଖିବାକୁ ପାଇଥିବେ। ସେହିଭଳି ଏକ ଦୃଶ୍ୟକୁ ପୁଣି ଆଜି ଆପଣ ଏଠାରେ ଦେଖିବାକୁ ପାଇବେ।ଏହା ହେଉଛି ହାତଗଣ୍ଠି ପଡ଼ି ସାରିବା ପରେ ଝିଅ ଯେତେବେଳ ବୋହୂ ହୋଇଯାଏ ଆଉ ତାର ଶାଶୁ ଘରକୁ ଯାଏ, ଏହା ହେଉଛି ସେହି ଝିଅ ବିଦାୟୀ ବେଳର ଭିଡିଓ। ଯେଉଁଠି ଝିଅ ତାର ବାପ ଘରୁ ଛାଡି ଚାଲି ଯିବା ସମୟରେ କିପରି ଭାବରେ ବାହୁନି ବାହୁନି କାନ୍ଦୁଛି ତାହା ଦେଖିବାକୁ ମିଳୁଛି। ଯେଉଁ କାନ୍ଦକୁ ଦେଖିଲେ ସହିବା ବହୁତ୍ କଷ୍ଟକର ଅଟେ।

ଆଉ ଏହାକୁ ଦେଖିଲେ ଆଖିରେ ଲୁହ ଆସିବା ସ୍ବାଭାବିକ। ଝିଅକୁ ବିଦା ଦେଇ ବାପା ମାଆ, ଭାଇ ଭଉଣୀ, ଘରର ଅନ୍ଯ ବନ୍ଧୁ ବାନ୍ଧବ, ଆତ୍ମୀୟ ସ୍ୱଜନ କିପରି ଭାବରେ ଗଭୀର ଦୁଃଖ ଭିତରକୁ ଚାଲି ଯାଇଥାନ୍ତି, ଯେଉଁଭଳି ଭାବରେ କାନ୍ଦି ଥାଆନ୍ତି ତାହା ଏଠାରେ ସ୍ପଷ୍ଟ ଭାବରେ ଆପଣ ଦେଖି ଜାଣି ପାରୁଥିବେ। କୁହାଯାଏ ଝିଅ ଜନମ ପର ଘରକୁ। ଏକଥା ଆପଣ ମାନେ ସମସ୍ତେ ଜାଣିଛନ୍ତି। ବାପା ମାଆ ତାଙ୍କ ଝିଅକୁ ଯେମିତି ଗେଲ ବସରରେ ବଡ କଲେ ବି ଦିନେ ନା ଦିନେ ଝିଅକୁ ପର ଘରକୁ ବାହା ଦେଇ ପଠାଇବାକୁ ପଡ଼ିଥାଏ। ଆଉ ବିବାହ କରି ଝିଅ ତାର ବାପା ମାଆ ଙ୍କୁ ଛାଡି ଚାଲିଯାଏ ଆଉ ଏକ ନୂତନ ପରିବାର କୁ। ଯେଉଁଠି ସେ ନୂଆ ସଂସାର ଗଢେ।

ଏହାଛଡା ସେଠାରେ ସେ ଜଣେ ବୋହୂ, ସ୍ତ୍ରୀ ଏବଂ ପରବର୍ତ୍ତୀ ସମୟରେ ଏକ ମାଆ ର ଭୂମିକା ତୁଲାଇ ଥାଏ। ତେବେ ଏସବୁ ଝିଅ ଜୀବନର ଏକ ପ୍ରକ୍ରିୟା। ଏହାରି ଭିତରେ ସବୁଠାରୁ କଷ୍ଟ ଦାୟକ ହୋଇଥାଏ ଯେତେବେଳେ ପ୍ରଥମ ଥର ପାଇଁ ଝିଅ ବିଦା ହୋଇ ବାପ ଘରୁ ତାର ଶାଶୁ ଘରକୁ ଯାଇଥାଏ।ଆଉ ଏହି ସମୟରେ ଝିଅକୁ ଛାଡି ବାପା ମାଆଙ୍କ କୋହ, ଦୁଃଖ ଯେମିତି ଥାଏ ତାହା କହିଲେ ନସରେ। ତେବେ ବାହାଘର ମନ ଭିତରେ ଯେମିତି ଏକ ନୂତନ ଅନୁଭବର ସଞ୍ଚାର କରିଥାଏ ସେହିଭଳି ବାହାଘର ପରେ ଯେଉଁ ଝିଅ ବିଦା ବେଳର ସମୟ ଆସେ, ସେତେବେଳେ ଏକ ଭାବ ବିହ୍ୱଳ ସ୍ଥିତି ସୃଷ୍ଟି ହୋଇଥାଏ।

ଆଉ ଏହି ସମୟରେ ଯେଉଁ ଗୀତ ବାଜିଥାଏ ତାହା ସେହି ସମୟକୁ ଅଧିକ ଭାବ ପ୍ରବଣତାପୂର୍ଣ୍ଣ କରି ଦେଇଥାଏ।ଯଦି ଆପଣ ଏହିଭଳି ବାହାଘର ବେଳର ସଙ୍ଗୀତ ସବୁକୁ ଶୁଣିଥିବେ ତେବେ ଜାଣି ପାରିବେ ଏହି ସବୁ ସଙ୍ଗୀତର ଅର୍ଥ ଏବଂ ଭାବ କେତେ ନିଆରା ଏବଂ ଜୀବନ୍ତ ଅଟେ। ଯେମିତି ଏହି ଭିଡିଓ ରେ ଏକ ଗୀତ ବାଯୁଛି, ସିନ୍ଦୂର କିଣି ନେଲାରେ ଝିଅକୁ ମୋର।ଏହି ଗୀତଟି ବେଶ୍ ଲୋକପ୍ରିୟ ଅଟେ।ଏଠାରେ ଝିଅକୁ ବିଦା କରିବା ସମୟରେ କିପରି ପରିବାରର ସମସ୍ତେ ଏବଂ କନ୍ୟାର ଆତ୍ମୀୟ ସ୍ୱଜନ ମାନେ କାନ୍ଦୁଛନ୍ତି ତାହା ଆପଣ ଦେଖନ୍ତୁ। ଯାହାର ଏକ ଭିଡିଓ ଆଲବମ ଏହି ଭିଡିଓରେ ଦେଖିବାକୁ ମିଳିଛି।ଏଠାରେ ବାଜୁଥିବା ଏହି ଗୀତ ସେହି ବିଦା ବେଳର ଦୁଃଖଦ ମାହଲ୍ କୁ ଅଧିକ ଭାବ ପ୍ରବଣ କରି ଦେଉଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.