Swastik Tv News Odisha

ଉଡ଼ନ୍ତା ହନୁମାନ… ହେ ଭଗବାନ ଇଏ କଣ ହେଲା… ମାତ୍ର 4 ଘଣ୍ଟାରେ 36 Million ରୁ ଅଧିକ ଲୋକ ଦେଖି ସାରିଲେଣି…

0

ବନ୍ଧୁଗଣ ବେଳେବେଳେ ଆମେ ଆପଣଙ୍କୁ କିଛି ଏମିତି ଘଟଣା ସମ୍ପର୍କରେ ଅବଗତ କରାଇ ଥାଉ ଯାହା ସାଧାରଣରେ ଆଶ୍ଚର୍ଯ୍ୟର ବିଷୟ। କାରଣ ସହଜରେ ସେହିସବୁ ଘଟଣାକୁ ବିଶ୍ୱାସ କରିହୁଏ ନାହିଁ। ସେହିପରି ଆଜି ଆମେ ଜାଣିବା ଏକ ଏମିତି ଅଜବ କଥା ବିଷୟରେ ଯାହା ଆପଣଙ୍କୁ ନିଶ୍ଚିତ ଚକିତ କରିବ। ଆପଣ ଜାଣିଛନ୍ତି ଆଜିର ଏହି ଦୁନିଆ ରେ ଅଧିକାଂଶ ସମୟରେ କିଛି ନା କିଛି ଅଜବ ଘଟଣା ମାନ ଦେଖିବା ପାଇଁ ମିଳିଥାଏ।ଆଉ ତା ମଧ୍ୟରୁ ବହୁତ୍ ଏହି ଭଳି ଘଟଣା ରହିଛି ବାସ୍ତବରେ ତାର ରହସ୍ୟ ଆମକୁ ଆଶ୍ଚର୍ଯ୍ୟ କରିଥାଏ। କାରଣ ଏହିଭଳି କିଛି ଘଟଣା ଆମକୁ ଭାବିବାକୁ ବାଧ୍ୟ କରିଥାଏ ଯେ ଏହା କିପରି ସମ୍ଭବ ଅଟେ।

ଆମେ ଅନେକ ସମୟରେ ଅନେକ କିଛି ଏମିତି ଘଟଣା ସଂସ୍ପର୍ଶରେ ଆସିଥାଉ। କିଛି ଘଟଣାର ଭିଡିଓ ଆମକୁ ସାଧାରଣ ଲାଗୁଥିବା ବେଳେ ଆଉ କିଛି ଘଟଣା ଆମକୁ ଅସାଧାରଣ ଲାଗିଥାଏ। ଆଜିବି ଅନେକ ସମୟରେ କିଛି ଏମିତି ଅଲୌକିକ ଘଟଣା ର ଚିତ୍ର ଆମ ସାମ୍ନାକୁ ଆସିଥାଏ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ। ତେବେ ସେହିପରି ଏକ ଘଟଣା ବିଷୟରେ ଆଜି ଆମେ ଜାଣିବା। ଆଜିର ଏହି ବିଜ୍ଞାନ ଯୁଗରେ ଲୋକେ ପ୍ରାୟତଃ ଅନେକ ଘଟଣାକୁ ଶୁଣି ହେୟ ଜ୍ଞାନ କରି ଦିଅନ୍ତି ଏବଂ ଅନେକ ଏପରି ଘଟଣାକୁ ବିଶ୍ୱାସ ମଧ୍ଯ କରି ପାରନ୍ତି ନାହିଁ।

ସମୟକ୍ରମେ ଆମେ ଆପଣଙ୍କୁ କିଛି ଏମିତି ଘଟଣାର ଭିଡିଓ ସମ୍ପର୍କରେ ଅବଗତ କରାଇ ଥାଉ ଯାହା ସାଧାରଣରେ ଏକ ଆଶ୍ଚର୍ଯ୍ୟର ବିଷୟ ହୋଇଥାଏ।ଏହା ସମସ୍ତଙ୍କୁ ଚକିତ କରିବା ଭଳି ହୋଇଥାଏ।ସହଜରେ ସେହିସବୁ ଘଟଣାକୁ ବିଶ୍ୱାସ କରିହୁଏ ନାହିଁ। ଯେଉଁ ଘଟଣାର ଦୃଶ୍ୟକୁ ଦେଖିଲେ ଯେତିକି ବିସ୍ମୟକର ଲାଗିଥାଏ ସେତିକି ଖୁସି ବି ଲାଗିଥାଏ। ଯେମିତି ଆମେ ଆପଣଙ୍କୁ ଦେଖାଇବାକୁ ଯାଉଥିବା ଭିଡିଓ ରେ ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତି ପ୍ରଭୁ ହନୁମାନଙ୍କ ବେଶରେ କିପରି ନଡ଼ିଆ ଗଛକୁ ଚଢ଼ି, ଗଛ ଉପରେ ଦୌଡ଼ି ବାନ୍ଧି ସେହି ଦୌଡ଼ି ରେ ଯାତ୍ରା କରୁଛନ୍ତି ତାହା ଥରେ ଦେଖନ୍ତୁ।

ପବନପୁତ୍ର ହନୁମାନଙ୍କ ଭଳି ବେଶ ନେଇ ଏହି ବ୍ୟକ୍ତି ଜଣଙ୍କ ଉଡନ୍ତା ହନୁମାନ ରାମ ନାଟକରେ ଯେଉଁଭଳି ଭାବରେ ତାଙ୍କର କଳା ଦେଖାଉଛନ୍ତି ତାହା ଦେଖିବାର କଥା।ଆପଣ ଏହିଭଳି ନାଟକ ଗାଆଁ ମାନଙ୍କରେ ତ ଦେଖିଥିବେ, କିନ୍ତୁ ଏହି ଭିଡିଓ ରେ ଦେଖା ଯାଇଥିବା ଭଳି ହନୁମାନଙ୍କର ଦୌଡ଼ି ରେ ଉଡ଼ିବାର ଦୃଶ୍ୟ କିମ୍ବା ଦୌଡ଼ି ଉପରେ ଖେଳ କରିବାର ଦୃଶ୍ୟ ହୁଏତ ବହୁତ୍ କମ୍ ସ୍ଥାନରେ ଦେଖିବାକୁ ପାଉଥିବେ। ତେବେ ଏଭଳି କାର୍ଯ୍ୟକ୍ରମ ର ଆୟୋଜନ କରାଯାଇ ପୌରାଣିକ କଥାବସ୍ତୁ କୁ ମନେ ପକାଇବା ଏବଂ ସେହିସବୁ କଥାକୁ ପୁଣିଥରେ ଜୀବିତ କରିବା ବାସ୍ତବରେ ଏକ ନିଆରା ପ୍ରୟାସ ଅଟେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.