Swastik Tv News Odisha

Ajira anuchinta -ଜୀବନରେ କିଛି ଉନ୍ନତି କରିବା ପାଇଁ ଚାହୁଁଥିଲେ ଅନୁସରଣ କରନ୍ତୁ କେବଳ ଏହି ଗୋଟିଏ ଜିନିଷ ଶୁଭ ଫଳ ପ୍ରାପ୍ତି ହେବ

0

ଭଗବାନ ଏହି ସଂସାର କି ସୃଷ୍ଟି କରିବା ସମୟରେ ମଣିଷ କୁ ଭିନ୍ନ ଓ ନିଆଁର ରୂପରେ ଗଢିଛନ୍ତି । ଆଉ ଯଦି ଆପଣ ସମାଜର ନୀତିନିୟମ କୁ ଦେଖିବେ ତ ମଣିଷ ହେଉଛି ଏକ ମାତ୍ର ପ୍ରାଣୀ ଯିଏକି ସମସ୍ତ ନୀତିନିୟମ ଦ୍ବାରା ବନ୍ଧା ହୋଇଥାଏ। ଆମର ସଂସ୍କୃତି ଓ ପରମ୍ପରା ଅନୁସାରେ ଆମକୁ ଏକ ସମାଜରେ ବସବାସ କରିବା ପାଇଁ କେତକ ନିତି ଦିନିଆ ପ୍ରଥା କି ମାନିବାକୁ ହୋଇଥାଏ ଏବଂ ଏହାକୁ ନମାନିବା କାରଣ ରୁ ଆମକୁ ବହୁତ ଅସୁବିଧା ର ସମ୍ମୁଖିନ ମଧ୍ୟ ହେବାକୁ ପଡିଥାଏ ।

ତେବେ ଆମେ ଆଜି ଆପଣଙ୍କୁ ଏହି ପରି ଏକ ନିୟମ ବିଷୟରେ ଜଣେଇବୁ ଯାହାକି ଆପଣଙ୍କୁ ଏକ ସୁଖ ଶାନ୍ତି ର ଜୀବନ ଦେବାରେ ସାହାଯ୍ୟ କରିବ ।
ତେବେ କେବେ କେବେ ଆପଣ ଦେଖିଥିବେ କି କେତେକ ବ୍ୟକ୍ତି ଟିକେ ଖୁସି ରେ ରହିବା ପାଇଁ ତଥା ନିଜର ଆର୍ଥିକ ପରିସ୍ଥିତି ରେ ସୁଧାର ଆଣିବା ପାଇଁ ବହୁତ ଚେଷ୍ଟା କରିଥାନ୍ତି ।କିନ୍ତୁ ତାଙ୍କୁ କେବେବି ସଫଳତା ମିଳିନଥାଏ।

ଏହାର କାରଣ ହେଉଛି ଯେ ଆପଣ ସାମଜ ର କେତେକ ରୀତିନୀତି କୁ ଜାଣିନାହାନ୍ତି କିମ୍ବା ଅଜାଣତରେ ଏମିତି କିଛି କାର୍ଯ୍ୟ କରିଚଳୁଛନ୍ତି ଯାହା କାରଣ ରୁ ଆପଣ ଙ୍କୁ ଏକ ଅଭାବୀ ଜୀଵନ କାଟିବାକୁ ପଡୁଛି। ତେବେ ଏହି ପୋଷ୍ଟ ମାଧ୍ୟମରେ ଆମେ ଆଜି ଆପଣଂକୁ କେତେକ ନୀତି ନିୟମ ବିଷୟରେ ଜଣେଇବୁ ଯାହାକୁ ଗ୍ରହଣ କରିବା ଦ୍ଵାରା ଆପଣ ନିଜର ସମସ୍ତ ସମସ୍ୟା ର ସମାଧାନ ର ରାସ୍ତା ପାଇପାରିବେ। ତେବେ ଆସନ୍ତୁ ଜାଣିବା ସେହି ଜିନିଷ ଗୁଡ଼ିକ ଉପରେ

୧.ଅପରିଷ୍କାର କପଡା
ଅନେକ ସମୟରେ ଦେଖଗିବାକୁ ମିଳିଥାଏ ଯେ ଲୋକ ମାନେ ଅପରିଷ୍କାର ଓ ମଇଳା କପଡା ପରିଧାନ କରିଥାନ୍ତି ।କିନ୍ତୁ ଆମେ ଆପଣ ଙ୍କୁ କହି ରଖିଛନ୍ତି ଯେ ଯଦି ଆପଣ ନିଜର ଘର ଓ ପରିବେଶ ତଥା ପିନ୍ଧିବା କପଡା କୁ ସଫା କରୁନାହାନ୍ତି। ତାହେଲେ ଆପଣ କେବେ ବି ନିଜର ଆର୍ଥିକ ସ୍ଥିତିକୁ ସୁଧାରି ପାରିବେ ନାହିଁ। ତେଣୁ ସବୁବେଳେ ପରିଷ୍କାର ପାରିଚ୍ଛନ୍ନ ରୁହନ୍ତୁ।

୨.ସନ୍ତୁଳା ଖାଦ୍ୟ ଗ୍ରହଣ କରନ୍ତୁ:-
ପୂର୍ବ କାଳ ରେ ଲୋକମାନେ ସନ୍ତୁଳିତ ଖାଦ୍ୟ କୁ ସେବନ କରିଥିଲେ କିନ୍ତୁ ବର୍ତ୍ତମାନ ର ଲୋକମାନେ ଅଧିକ ମସଲା ଯୁକ୍ତ ଖାଦ୍ୟ ଗ୍ରହଣ କରୁଛନ୍ତି। ଏହି ଖାଦ୍ୟ ଉଭୟ ଆମ ଶରୀର ଓ ମାନସିକ ସ୍ତର ପାଇଁ ଉଚିତ ହୋଇନଥାଏ ।ତେଣୁ ନିଜ ଖାଦ୍ୟ ସହ ସନ୍ତୁଳା ଖାଦ୍ୟ କୁ ସାମିଲ କରନ୍ତୁ।

୩.ସମାଜର ନୀତିନିୟମ କୁ ଗ୍ରହଣ କରିବା:-
ଆମେ ରହୁଥିବା ସମାଜ ରେ କିଛି ନା କିଛି ନୀତିନିୟମ ରହିଥାଏ। ଆଉ ସବୁବେଳେ ନୀତିନିୟମ ଅନୁସାରେ କାର୍ଯ୍ୟ କରିବା ଶୁଭ ହୋଇଥାଏ।ଏହା ଆମର ଜୀବନ ର ସୁଖ ଶାନ୍ତି ଉପରେ ମଧ୍ୟ ପ୍ରଭାବ ପକେଇଥାଏ।

୪.ଅଭ୍ୟାସ କୁ ଗୁରୁତ୍ୱ ଦେବା:-
ବହୁ ଜ୍ଞାନୀ ବ୍ୟକ୍ତିମାନେ କହିଛନ୍ତି ଯେ ଜୀବନ ରେ ସଫଳତା ହାସଲ କରିବାକୁ ହେଲେ ନିଜକୁ ଏକ ଅଭ୍ୟାସ ରଖିବାକୁ ହୋଇଥାଏ। ଯେକୌଣସି କାର୍ଯ୍ୟ ଏକ ନିର୍ଦ୍ଦିଷ୍ଟ ସମୟରେ କରିବା ଓ ନିୟମିତ ଭାବରେ କରିବା ଦ୍ଵାରା ଆମକୁ ସଫଳତା ପ୍ରାପ୍ତ ହୋଇଥାଏ।

5  . ସବୁ କାର୍ଯ୍ୟ ରେ ସଫଳ ହବା ପାଇଁ ଏ ସବୁ ଜାଣିବା ନିହାତି ଆବଶ୍ୟକ ।ଜିତୁ ଦାସ ଙ୍କ କହିବା ଅନୁଯାୟୀ ଯଦି ଆପଣ ସବୁ କାର୍ଯ୍ୟ ରେ ଅସଫଳ ହେଉଛନ୍ତି ସଫଳତା ମିଲୁ ନାହିଁ, ତେବେ ଆପଣ ମାନେ ଗୋଟେ କାମ ନିହାତି କରନ୍ତୁ ରୂପରେ ତିଆରି ମୁଦ୍ରିକା ଗୋଟେ ଯେ କୌଣସି ଗୁରୁବାର ଦିନ ତାହାକୁ ପ୍ରଭୁ ଶିବ ଙ୍କ ଲିଙ୍ଗ ରେ ଛୁଆଁଇ ଆଣି ନିଜର କାନି ଆଙ୍ଗୁଠି ରେ ପିନ୍ଧିଲେ ନିଶ୍ଚୟ ଶୁଭ ଫଳ ପ୍ରଦାନ ହେବ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Leave A Reply

Your email address will not be published.