Swastik Tv News Odisha

ଦେଖନ୍ତୁ Shocking ଭିଡିଓ – ଅବିକଳ ମଣିଷ ପରି ଗୀତ ଗାଉଛି ଆଉ ଡ୍ୟାନ୍ସ କରୁଛି ଏହି ଶୁଆ …..ଟିକେ ଶୁଣନ୍ତୁ ବିଶ୍ବାସ ନହେଲେ ବି ସତ….

0

ବନ୍ଧୁଗଣ ଏକ ସୁନ୍ଦର୍ ଶୁଆର ଏମିତି କିଛି ମନକୁ ଛୁଇଁଲା ଭଳି କାର୍ଯ୍ଯ କଲାପ ଆମେ ଆଜି ଆପଣଙ୍କୁ ଦେଖାଇବୁ, ଯାହାକୁ ଦେଖିଲେ ଆପଣ ବି ଖୁସି ହୋଇଯିବେ। ଏପରି ସୁନ୍ଦର୍ ଦୃଶ୍ୟ ଯାହା ବାସ୍ତବରେ ହୃଦୟସ୍ପର୍ଶୀ ଏବଂ ମନମୁଗ୍ଧକର ଅଟେ। ବନ୍ଧୁଗଣ ଆପଣ ତ ଜାଣିଛନ୍ତି ପଶୁପକ୍ଷୀ ମାନଙ୍କୁ ନେଇ ଏହି ମାନବ ସମାଜ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ ନିଜର ସ୍ଥିତି କୁ ବଜାୟ ରଖି ପାରିଛି ଜୀବ ଜଗତରେ। ଏଥିପାଇଁ ତ ଅନେକ ପଶୁ ପକ୍ଷୀ ପ୍ରେମୀ ଘରେ ଏମାନଙ୍କୁ ରଖି ଅର୍ଥାତ୍ ନିଜ ପସନ୍ଦର ପ୍ରାଣୀକୁ ରଖି ସେମାନଙ୍କ ର ଯତ୍ନ ଉଚିତ୍ ଭାବରେ ନିଅନ୍ତି। ସେମାନଙ୍କୁ ଖାଦ୍ୟ ଖାଇବାକୁ ଦିଅନ୍ତି, ସେମାନଙ୍କ ସହ ଖେଳନ୍ତି ଏବଂ ଖୁସି ମଜା କରି ନିଜ ର ବ୍ୟସ୍ତ ବହୁଳ ଜୀବନରେ ଖୁସିର ପୁଲକ ଆଣିବାକୁ ଚେଷ୍ଟା କରନ୍ତି।

ଅନେକ ଲୋକ ଜୀବ ମାନଙ୍କ ପ୍ରତି ବେଶ୍ ଉଦାରତା ମନୋଭାବ ପୋଷଣ କରନ୍ତି ଏବଂ ସେମାନଙ୍କ ପ୍ରତୀ ସେମାନଙ୍କ ଉଦାରତା ଏବଂ ଦୟାଭାବ ଦେଖାଇ ଥାଆନ୍ତି। ପଶୁ ପକ୍ଷୀ ମାନଙ୍କୁ ତାଲିମ ଦିଅନ୍ତି ଏବଂ ସେମାନଙ୍କୁ ପୋଷା ମନେଇ ରଖନ୍ତି। ଆମେ ଏକଥା ଏଥିପାଇଁ କହୁଛୁ କାରଣ ଏକ ଶୁଆ ର ଏକ ସୁନ୍ଦର୍ ଦୃଶ୍ୟର ଭିଡିଓ ଆମେ ଆପଣଙ୍କୁ ଦେଖାଇବାକୁ ଯାଉଛୁ। ଏଠାରେ ଏହି ଭିଡିଓ ରେ ଯେଉଁ ଶୁଆଟି ରହିଛି ତାହା ବହୁତ୍ ସୁନ୍ଦର ସବୁଜ ରଙ୍ଗର ଶୁଆ ଟିଏ।ଯାହାକୁ ଦେଖିଲେ ଆପଣଙ୍କ ମନ ଖୁସି ହୋଇଯିବ।ସେ ଯେଉଁଭଳି ଭାବରେ ତାର ମାଲିକ ର କଥାରେ ପ୍ରତିକ୍ରିୟା ଦେଉଛି ତାକୁ ଥରେ ଦେଖନ୍ତୁ।

ଏହି ଶୁଆଟି କେଡେ ସୁନ୍ଦର୍ ଭାବରେ ତାର ମାଲିକର କଥାରେ ଡେଇଁବା ସହିତ ମନୋରଂଜନ କରୁଛି ତାର ମାଲିକର ତାକୁ ଦେଖି ବହୁତ୍ ଖୁସି ଲାଗୁଛି। ମାଲିକ କହୁଛନ୍ତି ମିଠୁ ଭୋଳା ବାବା ଙ୍କ ପୂଜା କରିବାକୁ ଯିବ। ଆଉ ମିଠୁ କହୁଛି ହଁ। ଆଉ ଏହାପରେ ଉକ୍ତ ବ୍ୟକ୍ତି ଜଣଙ୍କ ଶିବ ଭଜନ ଗାଉଛନ୍ତି, ମେରେ ଭୋଲେ ବାବାକୋ ଅନାରୀ ମତ ସମଝୋ। ଆଉ ଏହାକୁ ଶୁଣି ବେଶ୍ ସୁନ୍ଦର୍ ଡାନ୍ସ କରୁଛି ଏହି ଶୁଆ ଟି।ଏକ ପାଚେରୀ ଉପରେ ମୁକ୍ତ ଭାବରେ ଡେଇଁ ଡେଇଁ ଶୁଆଟି ଏପରି ଡାନ୍ସ କରୁଥିବା ର ଦେଖିବାକୁ ମିଳୁଛି। ଫାଙ୍କା ଖୋଲା ଛାତରେ ଏହି ପାଚେରୀ ଉପରେ ଶୁଆଟି ମନ ଖୋଲି ନାଚୁଛି।

ଯାହାକୁ ଦେଖି ଖୁସି ହେଉଛନ୍ତି ଲୋକେ ଏବଂ ପ୍ରତିକ୍ରିୟାରେ ଏହା କହି ଖୁସି ହେଉଛନ୍ତି ଯେ ଯାହାବି ହେଉ ଶୁଆଟି ମୁକ୍ତ ଭାବରେ ରହି ଯେଉଁଭଳି ଭାବରେ ତାର ଡାନ୍ସ ଦେଖାଉଛି ତାକୁ ଦେଖିଲେ ମନ ପୂରି ଉଠୁଛି। ଏହାଛଡା ତାର ମାଲିକ ତାକୁ ନବାନ୍ଧି , ପଞ୍ଜୁରୀ ଭିତରେ ନରଖି ମୁକ୍ତ ଭାବରେ ରଖିଛନ୍ତି ଯାହା ସମସ୍ତଙ୍କୁ ଆନନ୍ଦିତ କରିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.