Swastik Tv News Odisha

ଦେଖନ୍ତୁ Shocking ଭିଡିଓ – ହଠାତ ବାହା ବେଦୀରୁ ଉଠିଲା ଝିଅ ହାତରୁ ଖୋଲିଲା ଶଙ୍ଖା, ଆଉ ତା ପରେ….

0

ବର୍ତ୍ତମାନର ଆଧୁନିକ ସମାଜରେ ଯଦି ଆମେ 30 ବର୍ଷ ପଛକୁ ଫେରିଯିବା, ବର୍ତ୍ତମାନ ସମାଜ ପରି ଏତେଟା ଉନ୍ନତ ନଥିଲା। କିନ୍ତୁ ବର୍ତ୍ତମାନ ଭଳି ମାନସିକତା ନ ଥିଲା। ସେତେବେଳେ ଲୋକ ମାନେ ଜଣେ ଜଣଙ୍କୁ ସନମାନ କରୁଥିଲେ। ତେବେ ଯେବେଠୁ ମଣିଷ ଆଧୁନିକତାର ବସବର୍ତ୍ତି ହେଲାଣି। ଖାଲି ଯେ କେବଳ ଲୋକ ମାନଙ୍କର ମାନସିକତା ରେ ପରିବର୍ତ୍ତନ ହେଲାଣି ତାହା ନୁହେଁ ବରଂ ଲୋକଙ୍କ ମୂଲ୍ୟବୋଧ ରେ ମଧ୍ୟ କମ ହୋଇ ଯାଇଛି। ଆଜି କାଲିର ଯୁବକ ଯୁବତୀଙ୍କ କଥା ଯଦି ଆମେ ବିଚାର କରିବା ତାହାଲେ, ସର୍ବଦା ସେମାନଙ୍କ ମଧ୍ୟରେ କଳୁଷିତ ମନଭାବ ଦେଖା ଦେଉଛି। ଏପରିକି ଭଲ ପାଇବା ପାଇଁ ବେଦୀରୁ ମଧ୍ୟ ଉଠି ଯାଉଛି କନ୍ୟା ଏଭଳି ଅନେକ ଘଟଣା ସୋସିଆଲ ମିଡିଆରେ ଦେଖିବା ପାଇଁ ମିଳୁଛି।

ତେବେ ଏଭଳି କିଛି ଘଟଣା ବର୍ତ୍ତମାନ ଦେଖିବା ପାଇବା ମିଳିଛି। କନିଆଁ ବେଦୀରୁ ଉଠିଗଲା, ଏହା ଦେଖି ହୋଇଗଲା ଚେତାଶୂନ୍ୟ। ସୋସିଆଲ ମିଡିଆରେ ହେଉଛି ଭାଇରାଲ ଦେଖନ୍ତୁ ଭିଡ଼ିଓ। ଏଭଳି ଘଟଣା ବର୍ତ୍ତମାନ ବାଲେଶ୍ଵର ଜିଲ୍ଲାର ଜଳେଶ୍ବର ଅଞ୍ଚଳରେ ଦେଖିବା ପାଇଁ ମିଳିଛି। ସୋସିଆଲ ମିଡିଆରେ ଏକ ଭିଡ଼ିଓ ଭାଇରାଲ ହେଉଛି। ଯେଉଁ ଭିଡ଼ିଓରେ ଜଣେ କନିଆଁ ବିବାହ ବେଦୀରୁ ହଠାତ ଉଠିପଡ଼ି ପଡିଲେ। ସେତେବେଳକୁ କନ୍ୟାର ହାତ ବର ହାତ ସହିତ ହାତ ଗଣ୍ଠି ପଡିସାରିଥିଲା। ସଙ୍ଗେ ସଙ୍ଗେ ହାତରୁ ଶଙ୍ଖା ସିନ୍ଦୁର ବାହାର କରିଦେଲା।

ଆଉ କହିଲା ମୋର ବାହାଘର ହୋଇସାରିଛି। ତେବେ ପୂର୍ବରୁ ତାଙ୍କର ଜଣେ ଯୁବକ ସହିତ ବିବାହ ହୋଇ ସାରିଛି। ଏହା ଶୁଣି ପରିବାର ଲୋକ ତାଙ୍କୁ ଚାପୁଡା ମାରିଲେ। ଏହାପରେ କିଛି ସମୟ ଧରି ଉଭୟଙ୍କ ମଧ୍ୟରେ ପାଟି ତୁଣ୍ଡ ଲାଗିଲା। ଯାହାର ଫଳରେ ତଳେ ବିବାହ ପାଇଁ ବସିଥିବା ବର ହଠାତ ଚେତାଶୂନ୍ୟ ହୋଇପଡିଲେ। ଯାହାର ଭିଡ଼ିଓ ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବାରେ ଲାଗିଛି। ସୂଚନା ଅନୁସାରେ କନ୍ୟା ଜଣକ ପୂର୍ବରୁ ଅନ୍ୟ ଜଣେ ଯୁବକଙ୍କୁ ଭଲ ପାଉଥିଲେ। ହେଲେ ଘର ଲୋକ ମାନେ ତାଙ୍କର ବିବାହ ଅନ୍ୟତ୍ର କରିଦେଲେ।

ତେବେ ଅନ୍ୟତ୍ର କରିବା ଦେଖି ସେ ପ୍ରଥମେ ଚୁପ ଚାପ ରହିଥିଲା। ଏହାପରେ ବେଦୀରେ ହଠାତ କନ୍ୟା ଉଠିପଡ଼ି ଶଙ୍ଖା ବାହାର କରିଦେଲା। ଏହାପରେ ପରିବାର ଲୋକ ତାଙ୍କୁ ବୁଝାଇବା ପାଇଁ ଚେଷ୍ଟା କରି ଥିଲେ। ହେଲେ କନ୍ୟା ବୁଝିବା ପାଇଁ ରାଜିନଥିଲେ। ଏହାପରେ ସେଠାରେ ସ୍ଥାନୀୟ ଲୋକ ମାନେ ଦେଖି ଆଶ୍ଚର୍ୟ୍ଯ ଚକିତ ହୋଇଯାଇଥିଲେ। ଯାହାବି ହେଉ ଏଭଳି ପ୍ରେମ ସମ୍ପର୍କିତ ଘଟଣା ସବୁଠି ଦେଖିବା ପାଇଁ ମିଳୁଛି। ତେଣୁ ବାପା ମାଆ ମାନଙ୍କୁ ଆମର ଅନୁରୋଧ ଝିଅ ପୁଅ ଯେଉଁଠି ଚାହୁଁଛନ୍ତି। ସେହି ସ୍ଥାନରେ ବିବାହ କରି ଦିଅନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave A Reply

Your email address will not be published.