Swastik Tv News Odisha

ଓଡିଶାର No-1 ୟୁଟୁବର Rupa Pintu ଙ୍କ ମଧ୍ୟରେ ହଠାତ ଇଏ କଣ ହେଲା… ଭୁଲ ହୋଇଗଲା… ମାତ୍ର 4 ଘଣ୍ଟାରେ 1.5 Million ରୁ ଅଧିକ ଲୋକ ଦେଖି ସାରିଲେଣି…

0

ବନ୍ଧୁଗଣ ଓଡ଼ିଶାର ଲୋକପ୍ରିୟ ଯୋଡି ରୂପା ଏବଂ ପିଣ୍ଟୁଙ୍କ ଅନେକ ଭିଡିଓ ତ ଆପଣ ସମୟକ୍ରମେ ଦେଖିବାକୁ ପାଇଥିବେ। ଏମାନେ ହେଉଛନ୍ତି ବର୍ତ୍ତମାନ ଓଡିଶାରେ ପରିଚିତ ଦୁଇଟି ଲୋକପ୍ରିୟ ଚେହେରା । ତେବେ ରୂପା ଏବଂ ପିଣ୍ଟୁ ଙ୍କ ଅନେକ ବ୍ଲଗ୍ ଭିଡିଓ ଆପଣ ଦେଖିଥିବେ। ଏବେ ପୁଣି ସେମାନଙ୍କର ଏକ ସୁନ୍ଦର୍ ଭିଡିଓ ସାମ୍ନାକୁ ଆସିଛି। ଯେଉଁ ଭିଡିଓ ରେ ପିଣ୍ଟୁ କେତେ ମଜା ମସ୍ତି କରୁଛନ୍ତି ଏବଂ ନିଜେ ମଜା କରିବା ସହିତ ଅନ୍ଯ ମାନଙ୍କୁ ମଧ୍ୟ ହସାଉ ଅଛନ୍ତି ତାହା ଦେଖନ୍ତୁ। ଆପଣ ତ ଜାଣିଛନ୍ତି ଏବେ ଓଡ଼ିଆ ଆଲବମ ଇଣ୍ଡଷ୍ଟ୍ରି ରେ ଦୁଇଟି ଚେହେରା ବେଶ୍ ଲୋକପ୍ରିୟତା ହାସଲ କରିବାରେ ଲାଗିଛି।

ସୋସିଆଲ ମିଡ଼ିଆରେ ତାଙ୍କର ଲୋକପ୍ରିୟତା ଏତେ ଅଧିକ ଯେ ତାଙ୍କୁ ଦେଖିବାକୁ ବହୁତ୍ ପଶନ୍ଦ କରୁଛନ୍ତି ଲୋକେ।ଏବେ ଏହି ଇଣ୍ଡଷ୍ଟ୍ରି ରେ ଏହି ଦୁଇ ଯୋଡି ବେଶ୍ ପରିଚିତ ହୋଇ ପାରିଛନ୍ତି ତାଙ୍କ ଟାଲେଣ୍ଟ କୁ ଦେଖାଇ।ସେମାନେ ହେଉଛନ୍ତି ଏବେ ସମସ୍ତଙ୍କର ପ୍ରିୟ ରୂପା ଏବଂ ପିଣ୍ଟୁ। ସେମନଙ୍କର ଅନେକ ମ୍ୟୁଜିକ ଭିଡିଓ ଆପଣ ଦେଖିବାକୁ ପାଉଥିବେ। ସେମାନଙ୍କ ଯୋଡି ମଧ୍ୟ ବହୁତ୍ ଜବରଦସ୍ତ ଯୋଡି ଅଟନ୍ତି। ଉଭୟଙ୍କୁ ଅଗଣିତ ଦର୍ଶକ ଭଲ ପାଆନ୍ତି ଏବଂ ସେମାନଙ୍କ ପ୍ରସଂଶକ୍ ସଂଖ୍ୟା ମଧ୍ୟ ଅଧିକ। ଅନେକ ସମୟରେ ସେମାନଙ୍କ ଅନେକ କିଛି ଭିଡିଓ ମଧ୍ଯ ସାମ୍ନାକୁ ଆସିଥାଏ। ଯାହାକୁ ଦେଖି ଦର୍ଶକ ମାନେ ବହୁତ୍ ଖୁସି ହୋଇଥାନ୍ତି।

ଗୋଟିଏ ପରେ ଗୋଟିଏ ହିଟ୍ ଗୀତକୁ ଭେଟି ଦେଉଛାନ୍ତି ରୂପା ପିଣ୍ଟୁ। ସୁନ୍ଦର୍ ସଂଯୋଜନା ସାଙ୍ଗକୁ ନିର୍ଦ୍ଦେଶନା ମଧ୍ଯ ହୃଦୟସ୍ପର୍ଶୀ ହେଉଛି। ଏହାଛଡ଼ା ଲୋକଙ୍କ ହୃଦୟକୁ ଛୁଇଁ ପାରୁଛି ରୂପା ପିଣ୍ଟୁଙ୍କ ସବୁ ଭିଡିଓ ଗୀତ।ତେବେ ଏବେ ରୂପା ଏବଂ ପିଣ୍ଟୁଙ୍କ ଯେଉଁ ଦୃଶ୍ୟ ସାମ୍ନାକୁ ଆସୁଛି ସେଥିରେ ପିଣ୍ଟୁ ଅନେକ ମଜା କଥା କହିବା ସହିତ ରୂପାଙ୍କ ସହିତ ଖୁସି ରେ ଲାଗୁଛନ୍ତି। ଝିଅ ଖୁସି ଏବଂ ରୂପାଙ୍କୁ ନେଇ ବୁଲିବାକୁ ଯାଉଛନ୍ତି।ବହୁତ୍ ଖୁସିର ସହିତ ସମସ୍ତେ ଏଠାରେ ମଜା ମସ୍ତି କରୁଛନ୍ତି। ତେବେ ଏହି ଭିଡିଓ ରେ ଦେଖିବାକୁ ମିଳିଛି ଯେ ପିଣ୍ଟୁ ପ୍ରଥମେ ରୂପା ଙ୍କ ଚୁଟି କୁ ଦର୍ଶକଙ୍କୁ ଦେଖାଉଛନ୍ତି।

ରୁପାଙ୍କ ଏତେ ଘନ ବାଳ ବିଷୟରେ ମଜା କଥା କହୁଛନ୍ତି ଏବଂ ରୁପାଙ୍କା ବାଳ ଧରି ଟାଣି ଦେଖାଉଛନ୍ତି ଦର୍ଶକ ମାନଙ୍କୁ ଏବଂ କହୁଛନ୍ତି ଯେ ଦେଖନ୍ତୁ ଏହା କେତେ ଶକ୍ତ।ଏହାପରେ ସେ ତାଙ୍କର ଆଗାମୀ ଭିଡିଓ ଗୁଡିକ ବିଷୟରେ ଦର୍ଶକ କୁ କହୁଛନ୍ତି।୩ ଟି ସୁନ୍ଦର୍ ଲଭ୍, ରୋମାଣ୍ଟିକ ଏବଂ ସେଡ଼ ସଙ୍ଗ ଆଗକୁ ଆସିବାକୁ ଯାଉଛି ବୋଲି ସେ କହିଛନ୍ତି। ଆଉ ସେଥିପାଇଁ ସେ ନିଜେ ଚୁଟି ବଡ ରଖିଛନ୍ତି ବୋଲି କହିଛନ୍ତି। ଏହାଛଡା ସେମାନେ କାର ରେ ବୁଲିବାକୁ ଯାଉଛନ୍ତି ଏବଂ ଅନେକ ମଜା ମସ୍ତିର ଦୃଶ୍ୟ ଏହି ଭିଡିଓ ରେ ଦେଖିବାକୁ ମିଳୁଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.