Swastik Tv News Odisha

College Dance Programe ରେ ଜବରଦସ୍ତ ଡ୍ୟାନ୍ସ କରି ଧମାଲ ମଚେଇଲେ ଏହି Lovely ଯୋଡି… ମାତ୍ର 4 ଘଣ୍ଟାରେ 04 Million ରୁ ଅଧିକ ଲୋକ ଦେଖି ସାରିଲେଣି…

0

ବନ୍ଧୁଗଣ ଆପଣ ଅନେକ ଭାଇରାଲ ଭିଡିଓ ସୋସିଆଲ ମିଡିଆରେ ସମୟକ୍ରମେ ଦେଖିବାକୁ ପାଉଥିବେ। ତା ଭିତରୁ କିଛି ଏମିତି ଭିଡିଓ ରହିଥାଏ ଯାହାକୁ ଦେଖି ଆମେ ବହୁତ୍ ଖୁସି ହୋଇଥାଉ ଏବଂ ତାହା ବେଶ୍ ସେୟାର ହେବାରେ ଲାଗିଥାଏ। ସମସ୍ତେ ଏହାକୁ ଦେଖି ଖୁସି ହୁଅନ୍ତି ଏବଂ ପ୍ରଶଂସା ବି କରନ୍ତି। ବେଳେବେଳେ କିଛି ଏମିତି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ ଯାହାକୁ ଦେଖି ଆମେ ବହୁତ୍ ଖୁସି ହୋଇଥାଉ।ଏହା ଆମକୁ ବହୁତ୍ ଭଲ ଲାଗିଥାଏ। ଯାହାକୁ ଦେଖି, ଶୁଣି ଏବଂ ଅନୁଭବ କରି ଆମେ ବହୁତ୍ ଖୁସି ମଧ୍ୟ ହେଉ।ସେହିପରି ଏହି ଭାଇରାଲ ଭିଡିଓ ରେ ଦେଖିବାକୁ ମିଳିଛି ଯାହା ଆମେ ଆପଣଙ୍କୁ ଦେଖାଇବାକୁ ଯାଉଛୁ।

ଏହାକୁ ଦେଖିଲେ ଆପଣ ନିଶ୍ଚିତ ଖୁସି ହେବେ। କାରଣ ଏହା ଏମିତି ଏକ ଡାନ୍ସ ଭିଡିଓ ଯାହାକୁ ଦେଖିଲେ ଆଖି ହଟାଇବାକୁ ଇଚ୍ଛା ହେଉନି। କଲେଜ୍ ର ଏକ ପ୍ରୋଗ୍ରାମ ରେ ଯୁବକ ଜଣଙ୍କ ଯେଉଁଭଳି ଭାବରେ ଷ୍ଟେଜ ରେ ତାଙ୍କର ଏହି ଦମଦାର ପ୍ରଦର୍ଶନ କୁ ଦେଖାଉଛନ୍ତି ତାକୁ ଯିଏବି ଦେଖୁଛି ସେ ବହୁତ୍ ଖୁସି ହୋଇ ଯାଉଛି। ଏମିତିରେ ନୃତ୍ୟ ଆମକୁ ବହୁତ୍ ମନୋରଂଜନ କରାଇଥାଏ।ଯେତେବେଳେ ବି ଆମେ କାହାକୁ ନୃତ୍ୟ କରୁ ଥିବାର ଦେଖିବାକୁ ପାଉ, ଆମେ ଟିକିଏ ଦେଖିବା ପାଇଁ ଅଟକି ଯାଇଥାଉ।ନାଚର ଭିନ୍ନ ଭିନ୍ନ ଷ୍ଟାଇଲ ଦେଖିବାକୁ ସମସ୍ତକୁ ବହୁତ୍ ଖୁସି ଲାଗିଥାଏ।ଅନେକ ଜଣ ନିଜେ ଏମିତି ନାଚନ୍ତି ଆଉ ନାଚର ମାହଲକୁ ବି ବହୁତ୍ ଭଲ ପାଆନ୍ତି।

ଆଉ ଯିଏ ନାଚିବାକୁ ଭଲ ପାଏ ସେ ନାଚ ଦେଖିଲେ କିମ୍ୱା ନାଚିବାର ସୁଯୋଗ ମିଳିଲେ ଏହାକୁ ହାତଛଡ଼ା କରେ ନାହିଁ। ଯେମିତି ବି ହେଉ ସେ ନାଚରେ ଯୋଗ ଦିଏ ଏବଂ ନାଚି ପକାଏ।ତେଣୁ ଏଥିପାଇଁ କୌଣସି ବି ନିର୍ଦ୍ଦିଷ୍ଟ କୌଣସି ସ୍ଥାନ ନଥାଏ। ଯେଉଁଠି ବି ଟିକିଏ ନାଚିବାର ସୁଯୋଗ ମିଳେ ସେତେବେଳ ଆମେ ନାଚିଥାଉ କିଛି ନଭାବି। ସେହିପରି ଏଠାରେ ଏହି ଭିଡିଓ ରେ ଯୁବକ ଜଣଙ୍କ ର ଡାନ୍ସ ଯେଉଁଭଳି ଭାବରେ ରହିଛି ତାକୁ ଅନେକ ଦେଖି ବହୁତ୍ ପସନ୍ଦ କରୁଛନ୍ତି। ଆପଣ ବି ଥରେ ଏହାକୁ ନିଶ୍ଚିତ ଦେଖନ୍ତୁ।ଏହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଏହି ଭିଡିଓ ରେ ଦୁଇଟି ଗୀତରେ ଡାନ୍ସ ଦେଖିବାକୁ ମିଳୁଛି। ପ୍ରଥମଟି ହେଉଛି ଏକ ସୁନ୍ଦର୍ ରୋମାଣ୍ଟିକ ହିନ୍ଦୀ ଗୀତ, ଜରା ତସଭିର ସେ ତୁ ନିକଲ କେ ସାମନେ ଆ, ମେରେ ମେହେବୁବା। ଏଥିରେ ଯୁବକ ଜଣଙ୍କ ଏକା ହିଁ ବ୍ରେକ ଡାନ୍ସ କରୁଛନ୍ତି। ଆଉ ଦ୍ଵିତୀୟ ବୋଲ୍ଡ ଆଇଟମ ହିନ୍ଦି ଗୀତ, ତୁ ଚିଜ ବଡି ହେଁ ମସ୍ତ ମସ୍ତ ରେ ଉଭୟ ଯୁବକ ଏବଂ ଯୁବତୀ ବେଶ୍ ରୋମାଣ୍ଟିକ ଅନ୍ଦାଜ ରେ ଡାନ୍ସ କରୁଛନ୍ତି। ତାଙ୍କର ଏଭଳି ଡାନ୍ସ କୁ ଦେଖି ଉପସ୍ଥିତ ସବୁ ଦର୍ଶକ ସେଠାରେ ତାଳି ମାରି ସେମାନଙ୍କୁ ପ୍ରଶଂସା ଏବଂ ଉତ୍ସାହିତ କରୁଥିବା ଦେଖିବାକୁ ମିଳୁଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.