Swastik Tv News Odisha

ବାଛନ୍ତୁ ଗୋଟିଏ ରଙ୍ଗର ହୃଦୟ ଓ ଜାଣନ୍ତୁ ଆପଣଙ୍କର ଭବିଷ୍ୟତ ବିଷୟରେ କିଛି ଖାସ କଥା…

0

ଆମେ ସମସ୍ତେ ନିଜ ଭବିଷ୍ୟତ ବିଷୟରେ ଜାଣିବା ପାଇଁ ବହୁତ ଉତ୍ସୁକ ରହି ଥାଆନ୍ତି ।ତେଣୁ ଆଜି ଦିଆ ଯାଇଥିବା 3ଟି ରଙ୍ଗ ଭିତୁ ଗୋଟିଏ ରଙ୍ଗ ବାଛି ନିଜ ଭବିଷ୍ୟତ ବିଷୟରେ ଖୁବ ସହଜରେ ।

1.ନୀଳ ରଙ୍ଗ:-
ଯେଉଁ ମାନେ ନୀଳ ରଙ୍ଗର ହାର୍ଟ କୁ ବାଛିଛନ୍ତି ତାହାଲେ ଜାଣି ରଖନ୍ତୁ ସେହି ମାନଙ୍କ ଜୀବନରେ ଆଗକୁ ଲମ୍ୱା ସମୟ ଧରି ସମସ୍ୟା ଘେର ଭିତରେ ରହିବ ।ଜୀବନର ରଜି ଉଛ ନୀଚ ଯୋଗୁଁ ଆପଣଙ୍କୁ ନିଜର ଭାଗ୍ୟ ସାଥ ନଦେବା ପରି ଲାଗୁଛି ।ଏହି କାରଣ ଯୋଗୁ ଆପଣ ମାନସିକ ଚିନ୍ତା କରୁଛନ୍ତି ତେବର ଏହା ଆପଣଂକୁ ଅଧିକ ମଜବୁତ କରି ଦେଇଛନ୍ତି ।ତେବେ ଆପଣ ବହୁତ ଗମ୍ଭୀର ବ୍ୟକ୍ତି ଅଟନ୍ତି ଆଉ ନିଜର କ୍ୟାରିଅର କୁ ନେଇ ସବୁବେଳେ ଚିନ୍ତିତ ରହନ୍ତି ।ଆଉ ଆପଣ ନିଜର ଦୃଡ଼ ମନୋବଳ ଓ କଠିନ ପରିଶ୍ରମ ପାଇଁ ସବୁବେଳେ ସବୁ ସଫଳତା ପାଇଁ ପାରିବେ । ଆପଣ କୌଣସି ନିଷ୍ପତ୍ତି ନେବାରେ ଟିକିଏ ଦ୍ଵନ୍ଦରେ ରହିଥାନ୍ତି,ତେବେ ବହୁତ ସମୟରେ ଏଠି ପାଇଁ କୋୖଣସି ଭଲ ସୁଯୋଗ ବି ହାତରୁ ଚାଲିଯାଏ ତେବେ ଏହାକୁ ବଦଳାଇବା ଦରକାର ।ଆଉ ଯଦି ଆପଣ ବିବାହିତ ହେଇଟ୍ବିଲେ ନଇଁ ଜୀବନସାଥୀଙ୍କ କଥା ଶୁଣିଲେ ଖୁସିରେ ରହିବେ ।

2. ସବୁଜ ରଙ୍ଗ :-

ଯେଉଁ ମାନେ ହଳଦିଆ ରଙ୍ଗ ହାର୍ଟ କୁ ବାଛିଛନ୍ତି ତେବେ ଆପଣ ବହୁତ ଧୋର୍ୟ୍ଯ ବାନ,ବିବେକ ବାନ ଓ ଜ୍ଞାନୀ ଅଟନ୍ତି ।ଆପଣ ସବୁବେଳେ ସମ୍ମାନ ପାଇଥାନ୍ତି ସବୁଠାରୁ କିନ୍ତୁ ନିଜର ଚିଡଚିଡା ସ୍ଵଭାଵ ଓ ଟିକେ ଟିକେ କଥାରେ ରାଗିଯିବା ପରି ଗୁଣ ଆପଣଙ୍କ ପାଖରେ ରହିଥାଏ ।ତେଣୁ ବହୁତ ସମୟରେ ବହୁତ ଲୋକ ମାନେ ଆପଣଙ୍କୁ ଭୁଲ ବୁଝିଥାନ୍ତି କିନ୍ତୁ ଯେଉଁମାନେ ଆପଣଂକୁ ଭଲ ଭାବରେ ଜାଣି ଥାଆନ୍ତି ସେମାନେ କେବେ ଆପଣଙ୍କୁ ଛାଡି ଯାଆନ୍ତି ନାହିଁ ।ଆପଣ ବହୁତ ଖର୍ଚ୍ଚ କରି ଥାଆନ୍ତି ତେଣୁ ଏଥି ପାଇଁ ବି ବହୁତ ଅମୀରେ ଆପଣଙ୍କ ଜୀବନରେ ବହୁତ ସମସ୍ୟା ଆସିଥାଏ ।ଆଉ ଆପଣ ଧନ ସଞ୍ଚୟ କରିବାରେ ଅସମର୍ଥ ହେଇ ପାରନ୍ତି ତେବେ ଆପଣଙ୍କ ଜୀବନର ଏମିତି ଗୋଟାଏ ମୋଡ ଯାହା ଆପଣଙ୍କ ଜୀବନକୁ ବିଦ୍ଲରି ଦେବ ତାହା 21 ବର୍ଷ,47 ବର୍ଷ,43 ବର୍ଷ ହେଇପାରେ ।ଆଉ ଗୋଟିଏ ନିର୍ଦ୍ଦିଷ୍ଟ ସମୟ ପରେ ଆପଣଙ୍କ ପାଖକୁ ଏତେ ଅର୍ଥ ଆସିବ ଯେ ଆପଣ ଭାବି ବି ନଥିବେ ।

3.ନାଲି ରଙ୍ଗ:-

ଯେଉଁ ମାନେ ହଳଦିଆ ନାଲି ହାର୍ଟକୁ ବାଛିଛନ୍ତି ତେବେ ଆପଣ ବହୁତ ସୁନ୍ଦର,ଆକର୍ଷକ ଓ ସମସ୍ତଙ୍କ ର ମନ ମୋହି ନେବାପରି ବ୍ୟକ୍ତି ଅଟନ୍ତି ।ଆପଣ ଅଧିକା ଗପିବାକୁ ପସନ୍ଦ କରନ୍ତି,ଆଉ କାହା ସହିତ ଖୁସିରେ ରହିବାକୁ ଖୁବ ପସନ୍ଦ କରନ୍ତି ।ଆପଣଙ୍କ ହୃଦୟ ପୁରା ସଫା ହେଇଥାଏ କିନ୍ତୁ ବେଳେବେଳେ ଆପଣ ଠକାମୀ ର ଶିକାର ହେଇଥାନ୍ତି ।ଆପଣଙ୍କ ମନ ରଚନାତ୍ମକ କାର୍ୟ୍ଯରେ ଲାଗିଥାଏ,ଆଉ ଆପଣ ଖୁବ କଠିନ ପରିସ୍ଥିତି କୁ ଖୁବ ସହଜରେ ସମାଧାନ କରି ପାରନ୍ତି ସେଥିପାଇଁ ନଇଁ ଭବିଷ୍ୟତ ନିଜେ ଲେଖି ଥାଆନ୍ତି ।ଆପଣଙ୍କ ହସ ହସ ମୁହଁକୁ ସମସ୍ତେ ପସନ୍ଦ କରନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave A Reply

Your email address will not be published.