Swastik Tv News Odisha

Bonam ଡ୍ୟାନ୍ସ ଦେଖିଲେ ଆପଣ ବି ହେବେ ଚକିତ… ମାତ୍ର 4 ଘଣ୍ଟାରେ 36 Million ରୁ ଅଧିକ ଲୋକ ଦେଖି ସାରିଲେଣି….

0

ବନ୍ଧୁଗଣ ଅନେକ ସମୟରେ ଆପଣ ଦେବାଦେବୀ ଙ୍କ ଅନେକ ପୂଜା କର୍ମ ଏବଂ ପର୍ବ ପର୍ବାଣୀ ମାନଙ୍କରେ ହେଉଥିବା ନିଆରା ପରମ୍ପରା, ସଂସ୍କୃତି କୁ ଦେଖିବାକୁ ପାଉଥିବେ। ପ୍ରାୟତଃ ଦେଖିବାକୁ ଗଲେ ସ୍ଥାନ ଅନୁସାରେ ଏହି ସବୁ ପରମ୍ପରା ଗୁଡିକ ଭିନ୍ନ ଉପାୟରେ ପାଳନ କରା ଯାଉଥିବାର ଦେଖିବାକୁ ମିଳିଥାଏ। ଅନେକ ଦୃଶ୍ୟକୁ ତ ଆମେ ଦେଖିଥାଉ ଆଉ ଅନେକ ଦୃଶ୍ୟ କୁ ଆମେ ଦେଖିବାର ସୁଯୋଗ ପାଇ ନଥାଉ। ସୋସିଆଲ ମିଡିଆରେ କିଛି ସମୟରେ ଆମେ ଏହିଭଳି ଦୃଶ୍ୟ ଦେଖିବାକୁ ପାଇଥାଉ।ଆପଣ ତ ଅନେକ ଭିଡିଓ ପ୍ରତିଦିନ ସୋସିଆଲ ମିଡିଆରେ ଦେଖିବାକୁ ପାଉଥିବେ। ସେହିପରି ଏକ ଭିନ୍ନ ଧରଣର ଭିଡିଓ ଆଜି ଆପଣ ଏଠାରେ ଦେଖିବାକୁ ପାଇବେ।

ଆଜି ଆମେ ଆପଣଙ୍କୁ ଏମିତି ଏକ ଭିଡିଓ ଦେଖାଇବୁ ଯାହାକୁ ଦେଖିଲେ ଆପଣ ନିଶ୍ଚିତ ଖୁସି ହେବେ। କାରଣ ଏପରି ଦୃଶ୍ୟ ହୁଏତ ଆପଣ ବହୁତ୍ କମ୍ ଦେଖିଥିବେ କିମ୍ୱା ଦେଖିବାକୁ ପାଇ ନଥିବେ। ସମୟକ୍ରମେ ଆମେ ଆପଣଙ୍କୁ କିଛି ଏମିତି ଘଟଣା ସମ୍ପର୍କରେ ଅବଗତ କରାଇ ଥାଉ ଯାହା ସାଧାରଣରେ ଏକ ଆଶ୍ଚର୍ଯ୍ୟର ବିଷୟ ହୋଇଥାଏ।ଏହା ସମସ୍ତଙ୍କୁ ଡରାଇବା ଭଳି ହୋଇଥାଏ, କିନ୍ତୁ ଏହାର ବାସ୍ତବତା, ସଂସ୍କୃତି ଭିତ୍ତିକ ବିଚାର କିଛି ଭିନ୍ନ ପ୍ରକାରର ହୋଇଥାଏ। ଆଉ ଏହିସବୁ ଘଟଣାର ଦୃଶ୍ୟ ସହଜରେ ବିଶ୍ୱାସ କରିହୁଏ ନାହିଁ। ଯେଉଁ ଘଟଣାର ଦୃଶ୍ୟକୁ ଦେଖିଲେ ଭୟରେ ଛାତି ଥରି ଉଠିଥାଏ।

ଯାହା ଯେତିକି ବିସ୍ମୟକର ସେତିକି ଆଖି ଦୃଶିଆ ବି ହୋଇଥାଏ। ଆପଣ ଜାଣିଛନ୍ତି ଆଜିର ଏହି ଦୁନିଆ ରେ ଅଧିକାଂଶ ସମୟରେ କିଛି ନା କିଛି ଅଜବ ଘଟଣା ମାନ ଦେଖିବା ପାଇଁ ମିଳିଥାଏ। ଆଉ ତା ମଧ୍ୟରୁ ବହୁତ୍ ଏହି ଭଳି ଘଟଣା ରହିଛି ଯାହା ବାସ୍ତବରେ ଆମକୁ ବହୁତ୍ ଆଶ୍ଚର୍ଯ୍ୟ କରିଥାଏ। ତେବେ ଆମେ କହିବାକୁ ଯାଉଥିବା ଏହି ଘଟଣାରେ ଯାହା ଘଟିଛି ତାହା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇ ଯିବେ।ଏହା ହେଉଛି ଏକ ପର୍ବ ପର୍ବାଣୀ ପାଳନର ଏକ ଭିନ୍ନ ଦୃଶ୍ୟ। ଯେଉଁଠି ମା କାଳୀଙ୍କ ପୂଜା ଉପଲକ୍ଷେ ଜଣେ ମହିଳା ଙ୍କୁ କିପରି ଭାବରେ ଏଠାରେ ସଜା ଯାଇଛି ଥରେ ଦେଖନ୍ତୁ।

ଯାହାକୁ ଦେଖିଲେ ଆପଣ ଜାଣି ପାରିବେ ଯେ ଏହି ଭିନ୍ନ ପରମ୍ପରାର ଦୃଶ୍ୟ କେତେ ଚମତ୍କାର। ମହିଳା ଜଣଙ୍କ ଏକ କୁଣ୍ଡରେ ପାଣି ଭିତରେ ବସିଛନ୍ତି। ତାଙ୍କ ବେକରେ ମାଳ, ମୁଣ୍ଡରେ ସିନ୍ଦୂର, ହାତରେ ରହିଛି ଦୌଡିରେ ତିଆରି ସାପ, ଆଉ ମୁଣ୍ଡରେ ୩ଟି କଳସୀ କୁ ସଜାଇ ଥାକଥାକ କରି ରଖା ଯାଇଛି।ସେ ଜିଭ ବାହାର କରି କାଳୀମାତାଙ୍କ ଭଳି କିପରି ରୂପ ଦେଖାଉଛନ୍ତି ଏବଂ କୁଣ୍ଡରୁ ଉଠି ଉପରକୁ ଆସୁଛନ୍ତି ତାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ଏହି ପର୍ବକୁ ଇଦୁପାୟଲା ଯାତ୍ରା ବୋଲି କୁହାଯାଏ। ଏହି ଭିଡିଓ ରେ ଆପଣ ସମ୍ପୂର୍ଣ୍ଣ ଦୃଶ୍ୟ ଦେଖିବାକୁ ପାଇବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.