Swastik Tv News Odisha

ଯାତ୍ରା ସମ୍ରାଟ Tulasi ଗଣନାଟ୍ୟ ରେ ଜବରଦସ୍ତ ଡ୍ୟାନ୍ସ କଲେ ଅଭିନେତା ଚନ୍ଦନ ଏବଂ ତାଙ୍କ Supar ଯୋଡି… ଦେଖିଲେ ନିଜକୁ ସମ୍ଭାଳି ପାରିବେନି…

0

ବନ୍ଧୁଗଣ ଯାତ୍ରା ଜଗତର ଅନେକ ଦୃଶ୍ୟ ଆପଣ ମାନେ ଅନେକ ସମୟରେ ଦେଖିବାକୁ ପାଉଥିବେ। ସେହିପରି ଏବେ ପୁଣି ଆମେ ଆପଣଙ୍କୁ ଦେଖାଇବାକୁ ଯାଉଛୁ ଯାତ୍ରା ଜଗତର କିଛି ଏପରି ଦୃଶ୍ୟ ଯାହାକୁ ଦେଖିଲେ ଆପଣ ନିଶ୍ଚିତ ଖୁସି ହେବେ ଏବଂ ନିଜର ପ୍ରିୟର କଳାକାର କୁ ଏପରି ଭାବରେ ଦେଖିବାକୁ ପାଇ ନିଶ୍ଚିତ ଆନନ୍ଦିତ ହେବେ। ସେହିପରି ଜଣେ କଳାକାର ଙ୍କ ବିଷୟରେ ଆମେ ଆଜି ଆପଣଙ୍କୁ କହିବାକୁ ଯାଉଛୁ ଯାହାଙ୍କୁ ଆପଣ ବହୁତ୍ ଭଲ ପାଆନ୍ତି ଯାହାଙ୍କ ନାମ ହେଉଛି ତୁଷାର। ଯିଏକି ଜଣେ ଟିଭି, ସିରିଏଲ୍ କଳାକାର ଅଟନ୍ତି।ତୋ ଅଗଣାର ତୁଳସୀ ମୁଁ ସିରିଏଲ ରୁ ସେ ଏକ ଭିନ୍ନ ଲୋକପ୍ରିୟତା ପାଇଥିଲେ।

ଯେଉଁଠି ତାଙ୍କ ଚରିତ୍ର ବେଶ୍ ଆକର୍ଷଣୀୟ ରହିଥିଲା।ଏହି ଧାରାବାହିକ ରେ ତାଙ୍କ ନାମ ଥିଲା ଚନ୍ଦନ। ଚନ୍ଦନ ନାମରେ ସେ ବେଶ ପରିଚିତ। ଆଜିବି ଅଗଣିତ ଦର୍ଶକ ଯେଉଁମାନେ ଧାରାବାହିକ ଦେଖିବାକୁ ଭଲ ପାଆନ୍ତି ସେମାନେ ଚନ୍ଦନକୁ ବହୁତ୍ ଭଲ ପାଆନ୍ତି।ସେ ଯାତ୍ରା ଜଗତରେ ଯୋଗ ଦେବା ପରେ ଲୋକ ତାଙ୍କୁ ପାଖରୁ ଦେଖିବାକୁ ପାଇ ବହୁତ୍ ଖୁସି ହୋଇଥିଲେ। ତେବେ ଆପଣ ମାନେ ଜାଣିଛନ୍ତି ଏବେ ଯାତ୍ରା ଜଗତର ସେ ଜଣେ ଜଣାଶୁଣା ଆଗ ଧାଡ଼ିର ଲୋକପ୍ରିୟ କଳାକାର।ଜଣେ ଯାତ୍ରା କଳାକାର ଭାବରେ ମଧ୍ୟ ତାଙ୍କର ଲୋକପ୍ରିୟତା ବେଶ୍ ଅଧିକ।

ଯିଏକି ନିଜର ଅଭିନୟର ପାରଦର୍ଶିତା ରେ ଦର୍ଶକଙ୍କୁ ଏକ ଭିନ୍ନ ଅନ୍ଦାଜ ର ମନୋରଂଜନ ର ସୁରାକ ଯୋଗାଇଥାନ୍ତି। ଆପଣ ତ ଜାଣିଛନ୍ତି ଭାରି ନିଆରା ଅଭିନୟ ତାଙ୍କ ନିକଟରେ ଦେଖିବାକୁ ମିଳେ ଯାତ୍ରା ପ୍ୟାଣ୍ଡେଲ ରେ।ବ୍ୟକ୍ତିଗତ ଜୀବନରେ ମଧ୍ୟ ସେ ଜଣେ ସୁନ୍ଦର୍ ଜୀବନ କୁ ଅତିବାହିତ କରି ଥାଆନ୍ତି। ତାଙ୍କ ଅଭିନୟ କେତେ ଆକର୍ଷଣୀୟ ଏବଂ ଜୀବନ୍ତ ତାହା ଆପଣ ତାଙ୍କର ଅଭିନୟ ଦେଖିଲେ ଜାଣି ପାରିବେ।ଅନେକ ସମୟରେ ସେ ତାଙ୍କର ଅଭିନୟ ର ପାରଦର୍ଶିତା ପାଇଁ ବେଶ୍ ଚର୍ଚ୍ଚାରେ ରହିଥାନ୍ତି।

ତେବେ ଯାତ୍ରା ପେଣ୍ଡଲ ରେ ଚହଳ ସୃଷ୍ଟି କରୁଥିବା ଏହି ଅଭିନେତା ଜଣଙ୍କ ତାଙ୍କର ଦର୍ଶକ ଏବଂ ଫ୍ୟାନ ମାନଙ୍କ ପାଇଁ ହିଁ ଏପରି ସ୍ଥାନକୁ ଆସି ପାରିଛନ୍ତି। ତେବେ ତାଙ୍କର ଅଗଣିତ ପ୍ରସଂଶକ ମାନେ ମଧ୍ୟ ତାଙ୍କୁ ବହୁତ୍ ଭଲ ପାଇଥାନ୍ତି।ତେବେ ଏହି ଅଭିନେତା ଜଣଙ୍କ ଏମିତି ଚରିତ୍ରରେ ଅଭିନୟ କରନ୍ତି ଯାହାକୁ ଦେଖି ବହୁତ୍ ଖୁସି ହୁଅନ୍ତି ଦର୍ଶକ।ବାସ୍ତବ ଜୀବନରେ ବହୁତ୍ ସୁନ୍ଦର୍ ବ୍ୟକ୍ତିତ୍ୱର ଅଧିକାରୀ ଅଟନ୍ତି ତୁଷାର।ଏବେ ତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁ ଭିଡ଼ିଓରେ ସେ ହିରୋଇନ୍ ସହିତ ରୋମାଣ୍ଟିକ ଡାନ୍ସ କରୁଥିବାର ନଜର ଆସିଛନ୍ତି।ଏହି ଯୋଡି ବହୁତ୍ ସୁନ୍ଦର ଲାଗୁଛନ୍ତି। ତେବେ ଏହି ଡାନ୍ସ ହେଉଛି ତୁଳସୀ ଗଣନାଟ୍ୟ ର ଏକ କାହାଣୀର ରୋମାଣ୍ଟିକ ଡାନ୍ସ ଭିଡିଓ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.