Swastik Tv News Odisha

Prents Tips – ଆପଣଙ୍କ ପିଲାଙ୍କର କମ ରହୁଛି କି ସ୍ମରଣ ଶକ୍ତି ? ଆଜି ହିଁ କରନ୍ତୁ ଏହି ଛୋଟିଆ ଉପାୟ, ଗ୍ୟାରେଣ୍ଟି ବଢିବ…

0

ପ୍ରତ୍ୟେକ ବ୍ୟକ୍ତି ମାନେ ଜୀବନରେ ସୁଖ ସ୍ୱଚ୍ଛନ୍ଦରେ ଜୀବନ ବିତେଇବା ପାଇଁ ଇଚ୍ଛା ପ୍ରକାଶ କରିଥାନ୍ତି । ସେଥିପାଇଁ ସେମାନଙ୍କୁ ସମାଜର କେତେକ ନୀତି ନିୟମ ମାନି ଚଳିବାକୁ ପଡିଥାଏ । ସେହି ନୀତି ନିୟମକୁ ମାନି ଚଳିବା ଅତ୍ୟନ୍ତ ଜରୁରୀ ଅଟେ । ତେବେ ଆଜି ଆମେ ଆପଣ ମାନଙ୍କୁ କେତେକ ଶିକ୍ଷଣୀୟ ନୀତି ଶାସ୍ତ୍ର ବିଷୟରେ ଜଣେଇବୁ , ଯାହାକୁ ମାନି ଚଳିବା ଦ୍ୱାରା ଜୀବନ ସରସ ସୁନ୍ଦର ହୋଇଥାଏ । ଅଧିକାଂଶ ପିଲାମାନେ ପାଠ ହେଉ ବା କୌଣସି କଥାକୁ ସହଜରେ ମନେ ରଖି ପାରନ୍ତି ନାହିଁ , ଦୁଷ୍ଟାମି କରିବା ଦ୍ୱାରା ସବୁକିଛି ଭୁଲି ଯାଇଥାନ୍ତି । ତେବେ ଆଜି ଆମେ ଜାଣିବା କଣ କରିବା ଦ୍ୱାରା ପିଲା ମାନଙ୍କର ସ୍ମରଣ ଶକ୍ତି ବଢିଥାଏ ।

1. ଛୋଟ ଛୁଆ ମାନଙ୍କୁ ଆର୍ଥାତ୍ ଯେଉଁ ଛୁଆମାନେ ପାଠ ପଢୁଛନ୍ତି ତାଙ୍କୁ ସବୁବେଳେ କଂସା ବାସନରେ ଖାଇବାକୁ ଦିଅନ୍ତୁ । କଂସା ଥାଳିରେ ଭାତ ବା କଂସା ତାଟିଆରେ ତରକାରୀ ଦିଅନ୍ତୁ ବା କଂସା ଗ୍ଲାସରେ ପାଣି ପିଇବାକୁ ଦିଅନ୍ତୁ । କଂସା ଜିନିଷରେ ଖାଇବା ଦ୍ୱାରା ମେମରି ବା ସ୍ମରଣଶକ୍ତି ବଢିଥାଏ । ଏହାବ୍ୟତୀତ ଆପଣ ବ୍ରାହ୍ମି ଶାଗ କୁ ମାସରେ ଥରୁଟିଏ ହେଲେ ମଧ୍ୟ ପାଠପଢୁଥିବା ଛୁଆଙ୍କୁ ଖାଇବାକୁ ଦିଅନ୍ତୁ ।

2. ଯେକୌଣସି କାମରେ ଘରୁ ବାହରକୁ ଯାଉଛନ୍ତି ଘରୁ ବାହାରିଲା ବେଳେ ଆପଣଙ୍କ ସ୍ତ୍ରୀ ଯଦି ଜାଚିକି ଆପଣଙ୍କୁ ଟଙ୍କା କି ପଇସା ଦିଅନ୍ତି ତାହେଲେ ସେହି ଦିନ ଟି ଆପଣଙ୍କ ପାଇଁ ବହୁତ ମଙ୍ଗଳ ହେବ ।

3. ଯଦି ଆପଣ କୁଆଡେଁ ଯାତ୍ରା କରୁଥାନ୍ତି ବା କୌଣସି କାର୍ଯ୍ୟରେ ବାହାରକୁ ଯାଉଥାନ୍ତି , ଲକ୍ଷ୍ୟ କରିଥିବେ ରାସ୍ତା କଡରେ ଯଦି ଗୋମାତା ଟିଏ ଚରୁଥାଏ । ଚରୁଥିବା ଅବସ୍ଥାରେ ଗୋମାତା ଆପଣଙ୍କୁ ମୁହଁ ଉଠେଇ ଦେଖିଲା ତେବେ ଯେଉଁ କାମରେ ଯାଉଥିବେ ସେଥିରେ ଶହେ ଗୁଣା ଆପଣଙ୍କୁ ଲାଭ ମିଳିବ ।

4. ରାତିରେ ଭୋଜନ ପରେ ଉଷମ ପାଣିରେ ଡାଲଟିନି ଗୁଣ୍ଡ ମିଶାଇ ପିଇଲେ ଭଲ ନିଦ ହୋଇଥାଏ ।

5. ରୋଷେଇ ଘରେ ଝାଡୁ ରଖନ୍ତୁ ନାହିଁ , ଝାଡୁକୁ ସମସ୍ତଙ୍କ ଦୃଷ୍ଟି ପଡୁନଥିବା ସ୍ଥାନରେ ରଖନ୍ତୁ ।

6. ପ୍ଲାଷ୍ଟିକ ତିଆରି ଜିନିଷ , ଷ୍ଟିଲରେ ତିଆରି ଜିନିଷ ଏବଂ ଝାଡୁ ଦାନ କରନ୍ତୁ ନାହିଁ ।

7. ଅଶ୍ୱତ୍ଥ ବୃକ୍ଷ ମୂଳରେ ପ୍ରତ୍ୟେକ ଗୁରୁବାର ଦିନ ଜଳ ଦାନ କରନ୍ତୁ , କିଛି କଞ୍ଚା କ୍ଷୀରରେ ହଳଦୀଗୁଣ୍ଡ ମିଶାଇ ଅଶ୍ୱତ୍ଥ ବୃକ୍ଷ ମୂଳରେ ଢାଳନ୍ତୁ ଏବଂ ବୃକ୍ଷକୁ ପ୍ରଦକ୍ଷଣ କରନ୍ତୁ । ଏହା କରିବା ଦ୍ୱାରା ଅନେକ ଶୁଭ ଫଳ ପ୍ରାପ୍ତି ହୋଇଥାଏ ।

8. ଘରେ ଯଦି କଳା ପିମ୍ପୁଡି ଡିମ୍ୱ ଧରି ବାହାରିଲେ ଶୁଭ ହୋଇଥାଏ , ନାଲି ପିମ୍ପୁଡି ବାହାରିଲେ ଅଶୁଭ ହୋଇଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.