Swastik Tv News Odisha

ପୂଜା ପଣ୍ଡା କହିଲେ… ଭଲପାଇ ବାହା ହୋଇ ବର୍ବାଦ ହୋଇଗଲି ଆପଣ ମାନେ ସେମିତି କରନ୍ତୁ ନାହିଁ… କଣ କହୁଛନ୍ତି… ଦେଖନ୍ତୁ Video

0

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ, ନିଜର ଅଭିନୟର ପାରଦର୍ଶିତା ରେ କିପରି ଦର୍ଶକଙ୍କୁ ଏକ ଭିନ୍ନ ଅନ୍ଦାଜ ର ମନୋରଂଜନ ର ସୁରାକ ଯୋଗାଇଥାନ୍ତି ଅଭିନେତ୍ରୀ ପୂଜା ପଣ୍ଡା। ସେ ହେଉଛନ୍ତି ଯାତ୍ରା ଜଗତର ଜଣେ ଜଣାଶୁଣା ଆଗ ଧାଡ଼ିର ଲୋକପ୍ରିୟ ଅଭିନେତ୍ରୀ, ଡାନ୍ସର ଏବଂ ଆଙ୍କର।ଜଣେ ଯାତ୍ରା କଳାକାର ଭାବରେ ତାଙ୍କର ଲୋକପ୍ରିୟତା ବେଶ୍ ଅଧିକ। କିଏ ବା ତାଙ୍କୁ ନଜାଣେ। ଅନେକ ଯାତ୍ରା ପାର୍ଟି ମାନଙ୍କରେ ସେ ତାଙ୍କର ଚମତ୍କାର ଡାନ୍ସ ର ଚମତ୍କାର କଳାକୁ ଦେଖାଇ ଦର୍ଶକଙ୍କ ମନ କିନିଥାନ୍ତି। ଆପଣ ମାନେ ନିଶ୍ଚିତ ଭାବରେ ତାଙ୍କର ଆଙ୍କରିଂ ଏବଂ ଡାନ୍ସକୁ ଦେଖି ଉପଭୋଗ କରୁଥିବେ।

ଯାତ୍ରା ଜଗତର ଏଭଳି ଅନେକ କଳାକାର ଅଟନ୍ତି ଯାହାଙ୍କୁ ଅଗଣିତ ଦର୍ଶକ ମାନେ ବହୁତ୍ ଭଲ ପାଆନ୍ତି। ଏଥିପାଇଁ ସେମାନେ ଏହି ଲୋକପ୍ରିୟ କଳାକାର ମାନଙ୍କ ବିଷୟରେ କିଛି କଥା ଜାଣିବାକୁ ବି ଇଛା କରନ୍ତି। ତେବେ ଯାତ୍ରା ପ୍ୟାଣ୍ଡେଲ ରେ କମେଡି ଅଭିନୟ ଦେଖାଉଥିବା ଅଭିନେତ୍ରୀ ପୂଜା ପଣ୍ଡା ବ୍ୟକ୍ତିଗତ ଜୀବନରେ ମଧ୍ୟ ସେ ଜଣେ ସୁନ୍ଦର୍ ମହିଳା ର ଜୀବନ କୁ ଅତିବାହିତ କରି ଥାଆନ୍ତି। ତାଙ୍କ ଅଭିନୟ କେତେ ଆକର୍ଷଣୀୟ ଡାନ୍ସ, ଏବଂ ଜୀବନ୍ତ ତାହା ଆପଣ ତାଙ୍କର ଅଭିନୟ ଦେଖିଲେ ଜାଣି ପାରିବେ। ଅନେକ ସମୟରେ ସେ ତାଙ୍କର ଆଙ୍କରିଂ ର ଜଲୱା ଦେଖାଇ ଦର୍ଶକ ମହଲରେ ବେଶ୍ ଚର୍ଚ୍ଚାରେ ରହିଥାନ୍ତି।

ଯାତ୍ରାରେ ସେ ଷ୍ଟେଜ କୁ ରଙ୍ଗାରଙ୍ଗ କରି ଦିଅନ୍ତି ପ୍ରଥମେ ଆକର୍ଷନୀୟ ଆଙ୍କରିଂ କରି।ତେବେ ଯାତ୍ରା ପେଣ୍ଡଲ ରେ ଚହଳ ସୃଷ୍ଟି କରୁଥିବା ଏହି ଅଭିନେତ୍ରୀ ଜଣଙ୍କ ତାଙ୍କର ଦର୍ଶକ ଏବଂ ଫ୍ୟାନ ମାନଙ୍କ ପାଇଁ ହିଁ ଏପରି ସ୍ଥାନକୁ ଆସି ପାରିଛନ୍ତି, ଯାହାର ଶ୍ରେୟ ସେ ଦର୍ଶକଙ୍କୁ ଦିଅନ୍ତି। ତେବେ ତାଙ୍କର ଅଗଣିତ ପ୍ରସଂଶକ ମାନେ ମଧ୍ୟ ତାଙ୍କୁ ବହୁତ୍ ଭଲ ପାଇଥାନ୍ତି। ବାସ୍ତବ ଜୀବନରେ ପୂଜା ପଣ୍ଡା ଜଣେ ବହୁତ୍ ସୁନ୍ଦର୍ ବ୍ୟକ୍ତିତ୍ୱର ଅଧିକାରୀ ଅଟନ୍ତି। ଆପଣ ତାଙ୍କର ଏହି ଭିଡିଓ ଦେଖିଲେ ଜାଣି ପାରିବେ।ଏବେ ତାଙ୍କର ଯେଉଁ ସାକ୍ଷାତକାର ର ଭିଡିଓ ସାମ୍ନାକୁ ଆସିଛି ଯେଉଁ ଭିଡ଼ିଓରେ ସେ ତାଙ୍କର ଯାତ୍ରା ଜୀବନ ବିଷୟରେ ଅନେକ କଥା କହିଛନ୍ତି।

ଯାତ୍ରା ଜୀବନର ଆରମ୍ଭ କିପରି ହୋଇଥିଲା ଏବଂ ସେ ସମୟରେ ତାଙ୍କୁ ଯାତ୍ରାରେ ଯୋଗ ଦେବାକୁ କଣ ସବୁ ପ୍ରତିବନ୍ଧକ ର ସମ୍ମୁଖୀନ କରିବାକୁ ପଡ଼ିଥିଲା ଘର ତରଫରୁ, କିପରି ସଂଘର୍ଷ କରିବାକୁ ପଡ଼ିଥିଲା,ସେ ବିଷୟରେ କହିଛନ୍ତି। ଏହାଛଡା ତାଙ୍କ ବୈବାହିକ ଜୀବନ କିପରି ଥିଲା, ପ୍ରେମ କରି ସେ କିପରି ବର୍ବାଦ ହୋଇଛନ୍ତି,ତାଙ୍କ କୁନି ଝିଅକୁ ନେଇ ସେ କିପରି କଷ୍ଟରେ ରହୁଛନ୍ତି ସେ ବିଷୟରେ କହିଛନ୍ତି। ଏହାଛଡା ପ୍ରେମ କରି ବିବାହ କରିବା ପୂର୍ବରୁ ଥରେ ଭଲ ଭାବରେ ନିଜ ପ୍ରେମକୁ ଜାଣନ୍ତୁ ବୋଲି ମଧ୍ୟ ସେ ସବୁ ଦର୍ଶକ ମାନଙ୍କୁ କହିଛନ୍ତି। ଏହାଛଡା ଏବେ ସେ ବହୁତ୍ ଖୁସିରେ ରହିଥିବା କଥା କହିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.