Swastik Tv News Odisha

ବାଛନ୍ତୁ ଗୋଟିଏ ରଙ୍ଗର ମନ୍ଦାର ଫୁଲ ଜାଣନ୍ତୁ ଆପଣଙ୍କର ଗୁପ୍ତ ଭବିଷ୍ୟତ ବିଷୟରେ…

0

ଆପଣ ମାନେ ଆପଣଙ୍କ ଆଖ ପାଖ ରେ ବିଭିନ୍ନ ପ୍ରକାର ର ଫୁଲ ଦେଖିଥିବେ, ହେଲେ ଆଜି ଯେଉଁ ଫୁଲ ବିଷୟ ରେ ଆପଣ ଜାଣିବେ ତାହା ମଧ୍ୟ ଆପଣଙ୍କ ଅଗଣା ରେ ଶୋଭା ପାଉଥିବ | ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ କି କେଉଁ ଫୁଲ |ତାହାଲେ ଶୁଣନ୍ତୁ ଦର୍ଶକ ବନ୍ଧୁ ଏ ଫୁଲ ଆଉ କେଉଁ ଫୁଲ ନୁହଁ ମନ୍ଦାର ଫୁଲ, ଏହି ଫୁଲ ର ରଙ୍ଗ ରେ ଜାଣିହେଉଛି ଭବିଷ୍ୟତ ଯାହା ଜ୍ୟୋତିର୍ବିଦ ମାନେ କହିଛନ୍ତି |ଆଜିର ଏହି ଦୁନିଆ ରେ ବହୁତ ଲୋକ ଅନ୍ଧ ବିଶ୍ୱାସକୁ ବେଶୀ ଭଲ ଭାବରେ ଆପଣଣେଇନେଇଛନ୍ତି | ଯାହା ଏବେ ଲୋକଙ୍କ ମନରୁ ବାହାର କରିବା ବହୁତ କଷ୍ଠ ହେଇଗଲାଣି, ସେହିଥି ପାଇଁ ଜ୍ୟୋତିର୍ବିଦ ମାନେ କହିଯାଇଥିବା କଥା କୁ ଆଜିର ଏହି ଦୁନିଆ ମନେ ପକାଇବାକୁ ଭୁଲି ଗଲେଣି |ଜ୍ୟୋତିର୍ବିଦ ମାନେ ଆମ ଆଖ ପାଖରେ ଥିବା ମନ୍ଦାର ଫୁଲ ର ତିନୋଟି ରଙ୍ଗ ରେ ଥିବା ଭବିଷ୍ୟତ ବିଷୟରେ କିଛି କହିଛନ୍ତି|

ପ୍ରଥମ ରଙ୍ଗ ଟି ହେଉଛି ହଳଦିଆ :-

ଯେଉଁ ବ୍ୟକ୍ତି ହଳଦିଆ ରଙ୍ଗ କୁ ଭଲ ପାନ୍ତି ସେହି ବ୍ୟକ୍ତି ର ଅର୍ଥ ସମସ୍ୟା ଦେଖାଦେଇଥାଏ, ଓ ରୋଜଗାର ଠାରୁ ଅଧିକ ଟଙ୍କା ଖର୍ଚ୍ଚ ହେଇଥାଏ, ଏହି ବ୍ୟକ୍ତି ର କିଛି ଭଲ ଗୁଣ ମଧ୍ୟ ଥାଏ, ସେ ଲଭ ପ୍ରକୃତି ହୋଇନଥାନ୍ତି |ଆକାଶ ଭଳି ବିଶାଳ ହୃଦୟ ର ହୋଇଥାନ୍ତି, ଓ ଆର୍ଥିକ ଅବସ୍ଥା ରେ ଚୁପ ରହିଥାନ୍ତି |

ଦ୍ୱତୀୟ ରଙ୍ଗ ଟି ହେଉଛି ନାଲି :-

ଆପଣ ମାନେ ଜଣିଥିବେ ନାଲି ରଙ୍ଗ ହେଉଛି ପ୍ରେମ ର ପ୍ରତୀକ ହେଲେ,ଏହି ରଙ୍ଗ ଟି କୁ ଭଲ ପାଉ ଥିବା ବ୍ୟକ୍ତି ନନା ପ୍ରକାର ର ସମସ୍ୟା ରେ ସମ୍ମୁଖୀନ ହେଇଥାନ୍ତି,ଭାଗ୍ୟ ଏମାନଙ୍କର ସବୁବେଳେ ସାଥ ଦିଏ ନାହିଁ |ଏହି ରଙ୍ଗ କୁ ଭଲ ପାଉଥିବା ବ୍ୟକ୍ତି ଦେଖିବାକୁ ଭାରି ସୁନ୍ଦର ହେଇଥାନ୍ତି ଓ ଏମାନଙ୍କର ମନ ବି ସୁନ୍ଦର ହେଇଥାଏ |ଏ ମାନେ ଅନ୍ୟର ଭାବନା କୁ ଗୁରୁତ୍ୱ ଦେଇଥାନ୍ତି, ଓ ସହଜରେ ସମସ୍ତ ଙ୍କ ସହିତ ମିଶି ଯାନ୍ତି |

ଶେଷ ରେ ଜାଣିବା ସବୁଜ ରଙ୍ଗ ବିଷୟରେ :-
ଏହି ରଙ୍ଗ କୁ ଭଲ ପାଉଥିବା ବ୍ୟକ୍ତି ରଚନାତ୍ମକ ଓ ନିର୍ମଳ ହୃଦୟ ର ହୋଇଥାନ୍ତି, ଏମାନେ ବଡ ବଡ ସମସ୍ୟା ସମାଧାନ ଅତି ସହଜରେ କରିପାରନ୍ତି |ସୁନ୍ଦର ଭବିଷ୍ୟତ ଚିନ୍ତା କରିବା ଓ ପରିବାର ଲୋକଙ୍କୁ ସନମାନ ଦବା ଏମାନେ ଭାବି ଥାନ୍ତି, ପ୍ରତିବଦଳରେ ଏମାନେ ସେତିକି ଭଲ ପାଇବା ପାଇନଥାନ୍ତି, ଯାହା ବଦଳରେ ଏମାନେ ଉଦାସ ରହିଥାନ୍ତି |

କ”ଣ ଦର୍ଶକ ବନ୍ଧୁ ଜାଣିଲେ ତ ଆପଣଙ୍କ ଭବିଷ୍ୟତ, ଏବେ ବାଛନ୍ତୁ କଣ ଆପଣଙ୍କ ପସନ୍ଦ ର ଫୁଲ ର ରଙ୍ଗ ଆଉ ଯେଉଁଥିରେ ଆପଣଙ୍କ ଭୋବିଷ୍ୟତ ଅଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.