Swastik Tv News Odisha

Pregnancy Tips – ଜାଣନ୍ତୁ ଗର୍ଭ ନ ରହିବାର ପ୍ରମୁଖ କାରଣ ଓ ତାର ସମାଧାନ । ଗ୍ୟାରେଣ୍ଟି

0

ବର୍ତ୍ତମାନ ସମୟରେ ଏମିତି କିଛି ମହିଳା ମାନେ ରହିଛନ୍ତି , ଯେଉଁମାନଙ୍କର କେତେକ କାରଣ ବଶଃତ ଗର୍ଭ ରହି ନଥାଏ । ସେଥିପାଇଁ ସେମାନେ କେତେକ ଘରୋଇ ଚିକିତ୍ସା କରିବା ସହିତ ଡକ୍ଟର ଙ୍କ ପରାମର୍ଶ ମଧ୍ୟ ନେଇଥାନ୍ତି । ଗର୍ଭ ନରହିବାର ଅନେକ ଗୁଡିଏ କାରଣ ରହିଥାଏ , ଯାହା ପରବର୍ତ୍ତୀ ସମୟରେ ଅନେକ ଅସୁବିଧାରେ ପକାଇଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ଗର୍ଭ ନରହିବାର ପ୍ରମୁଖ କାରଣ ଓ ତାର ସମାଧାନ ବିଷୟରେ ।

ଯଦି ଆପଣ ମାନେ ବାରମ୍ୱାର ଟ୍ରାଏ କରିବା ପରେ ମଧ୍ୟ ଗର୍ଭଧାରଣ କରି ପାରୁ ନାହାନ୍ତି ତେବେ ଏଥିପାଇଁ ଅରିଡ୍ ହେବାର ଆବଶ୍ୟକତା ନାହିଁ । ଏକ ବର୍ଷ ବା 6 ମାସ ଟ୍ରାଏ କରନ୍ତୁ କିନ୍ତୁ ଧ୍ୟାନ ରଖିବେ ଉଠିତ୍ ସମୟ ଓ ସଠିକ୍ ୱେରେ କରିଲେ ଗର୍ଭଧାରଣ ନିଶ୍ଚିତ ରୂପେ କରିପାରିବେ ।

ଗର୍ଭ ନରହିବାର ପ୍ରମୁଖ କାରଣ :-

1. ବୟସ :-

ଯଦି ସ୍ତ୍ରୀର ବୟସ 35 ବର୍ଷରୁ ଅଧିକ ହୋଇଯାଏ କିମ୍ୱା ଗୋଟେ ପୁରୁଷର ଏଜ୍ 40 ବର୍ଷରୁ ଅଧିକ ହୋଇଯାଏ , ତାହେଲେ ସେମାନଙ୍କ ପାଇଁ କନସିଭ୍ କରିବା କଷ୍ଟକର ହୋଇଥାଏ ।

2. ନୋ ଅଭୁଲେସନ :-

ପ୍ରେଗନେଣ୍ଟ ହେବା ପାଇଁ ସ୍ତ୍ରୀ ଲୋକର ଏଗ୍ ଓ ପୁରୁଷ ଲୋକର ସ୍ପର୍ମ ଯେଉଟାକି ବହୁତ ଜରୁରୀ ଅଟେ । କିନ୍ତୁ କିଛି କିଛି କ୍ଷେତ୍ରରେ ସ୍ତ୍ରୀ ଲୋକର ଏଗ୍ ରିଲିଜ୍ ହୁଏନାହିଁ ବା ଅଭୁଲେସନ ହୁଏ ନାହିଁ । ନୋ ଅଭୁଲେସନ ହେବାର କାରଣ ହେଉଛି ପିରିୟଡ୍ସ ଇରେଗୁଲାର ହେବା , ଯାହାଫଳରେ ଅଣ୍ଡା ବଡିରେ ତିଆରି ହୋଇପାରିବ ନାହିଁ ।

3. ଇନଫର୍ଟିଲିଟି ମେଲ :-

ପୁରୁଷ ମାନଙ୍କ କ୍ଷେତ୍ରରେ ଏହା 30 ରୁ 20 ପରସେଣ୍ଡ ଦେଖା ଯାଇଥାଏ । ପୁଅ ମାନଙ୍କର ହରମୋନ ବା ସିମେଲ ର କ୍ୱାଲିଟି ଭଲ ନଥାଏ କିମ୍ୱା ସେମାନଙ୍କର ଏଜ୍ ବହୁତ ବଢିଯାଇଥାଏ । ସେମାନଙ୍କ ଶରୀରରେ କିଛି ବି ପ୍ରବ୍ଲେମ କାରଣ ରୁ ଦୀର୍ଘଦିନ ମେଡିସିନ ଖାଉଥାନ୍ତି ଏହି ସବୁ କାରଣ ଯୋଗୁଁ ଜଣେ ନାରୀ ମା ହୋଇ ପାରି ନଥାଏ । ତେଣୁ ତାଙ୍କର ଟେଷ୍ଟ କରିବା ପରେ ସ୍ପର୍ମରେ କ୍ୱାଣ୍ଟିଟି ଜଣା ପଡିଥାଏ ।

4.ଫେଲପିଉନ ଟ୍ୟୁବ ବ୍ଲାକେଜ୍ :-

ଯେତେବେଳେ ଗୋଟେ ସ୍ତ୍ରୀ ଲୋକର ବଡିରେ ଏଗ୍ ମେଚର ହୁଏ , ସେହି ଅଣ୍ଡା ଓଭାରୀରୁ ନିର୍ଗତ ହୋଇ ଫେଲପିଉନ ଟ୍ୟୁବ ତାକୁ ଟାଣିଆଣେ । ଯେତେବେଳେ ସ୍ପର୍ମ ସ୍ତ୍ରୀର ଶରୀରରେ ଏଣ୍ଟ୍ରି କରିଥାଏ ସେତେବେଳେ ସେ ତଳପଟ ଦେଇ ଯାଇ ଫେଲୋପିଉନ ଟ୍ୟୁବ ଦେଇ ଅଣ୍ଡାରେ ମିଶିଥାଏ । ଫେଲପିଉନ ଟ୍ୟୁବର କାମ ହେଉଛି ଅଣ୍ଡା ସ୍ପର୍ମ କୁ ଏକାଠି କରିବା ।

5. ଏଣ୍ଡମେଟ୍ରିଓସିସ୍ :-

ଏଣ୍ଡମେଟ୍ରିଅମ ବୋଲି ଗୋଟେ ଟିସୁ ଯାହାକି ଓଭାରୀ ରେ ଫେଲପିଉନ ଟ୍ୟୁବ ରେ ବଢିବାରେ ଲାଗିଥାଏ । ଏହାର ସଙ୍କେତ ହେଉଛି ପିରିୟଡ୍ସ ହେଲେ ଅଧିକରୁ ଅଧିକ ଯନ୍ତ୍ରଣା ହେବା ତେବେ ଏସବୁ ଫିଲ କରୁଥିଲେ ଡକ୍ଟରଙ୍କ ପରାମର୍ଶ ନିଅନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.