Swastik Tv News Odisha

Sushil & Hari Omm ଙ୍କ ଯୁଗଳବନ୍ଦୀ Song ସମସ୍ତଙ୍କୁ ନଚେଇଦେଲା – Pragyan & Arpita ଙ୍କ ଡ୍ୟାନ୍ସ ସେମି ଫାଇନାଲ ରେ ସମସ୍ତଙ୍କୁ ପାଗଳ କଲା… ଦେଖିଲେ ନିଜକୁ ସମ୍ଭାଳି ପାରିବେନି…

0

ବନ୍ଧୁଗଣ ଆଜି ଆମେ ପୁଣି କୁନି କୁନି ପିଲାମାନଙ୍କ କଣ୍ଠରେ ଏକ ସୁମଧୁର ସଙ୍ଗୀତ ଆପଣଙ୍କୁ ଶୁଣାଇବୁ ଯାହାକୁ ଶୁଣିଲେ ଆପଣ ଚକିତ ହେବା ସହିତ ବହୁତ୍ ଖୁସି ବି ହୋଇଯିବେ। ତେବେ ସଙ୍ଗୀତ ଆମ ଜୀବନର ଏକ ଏପରି ଅବଚ୍ଛେଦ୍ୟ ଅଙ୍ଗ ଅଟେ ଯାହା ଆମକୁ ଏକ ଭିନ୍ନ ଏବଂ ଅଜଣା ଖୁସି ଦେଇଥାଏ। ଯେତେବେଳେ ବି ଆମେ ସଙ୍ଗୀତ ଶୁଣିବାକୁ ପାଉ ଆମ ମନ ଭିତରେ ଏକ ନୂତନ ଉନ୍ମାଦନା ସୃଷ୍ଟି ହୁଏ, ପୁଲକ ଖେଳି ଯାଇଥାଏ। ସଙ୍ଗୀତ ଆମ ଜୀବନରେ ରସ ଭରି ଦେଇଥାଏ।ଏମିତି ରେ ବି ଆମେ କେଉଁଠି ସଙ୍ଗୀତ ବାଜିଲେ ଏହାକୁ ଶୁଣି ଆମେ ଏହାକୁ ଅନୁଭବ କରି ଖୁସି ହେଉ।

ଏହା ଆମକୁ ଏକ ମନୋରଂଜନ ର ସୁରାକ ବି ଯୋଗାଇଥାଏ।କିନ୍ତୁ ଯେତେବେଳେ ଜଣେ କୁନି ପିଲାଟିଏ ଗୀତ ଗାଇଥାଏ, ତାର ସ୍ୱର ଅଧିକ ମଧୁର ଲାଗିଥାଏ ଶୁଣିବାକୁ ଏବଂ ଏହାକୁ ଶୁଣି ଆମେ ବହୁତ୍ ଖୁସି ହୋଇ ଯାଇଥାଉ।ବେଳେବେଳେ କିଛି ଏମିତି କୁନି ପ୍ରତିଭା ମାନଙ୍କୁ ଆମେ ଦେଖିବାକୁ ପାଇଥାଉ ଯାହା ଆମକୁ ବହୁତ୍ ଭଲ ଲାଗିଥାଏ। ଯାହାକୁ ଦେଖି, ଶୁଣି ଏବଂ ଅନୁଭବ କରି ଆମେ ବହୁତ୍ ଖୁସି ମଧ୍ୟ ହେଉ।କାରଣ ଛୋଟ ଛୋଟ ପିଲା ମାନଙ୍କ ମୁହଁରୁ ଗୀତ ଶୁଣିବାକୁ ବହୁତ୍ ଖୁସି ଲାଗିଥାଏ ଏବଂ ସେଥିରେ ଏକ ଭିନ୍ନ ଧରଣର ଆନନ୍ଦ ବି ଭରି ରହିଥାଏ।ସେମାନଙ୍କ ଯେକୌଣସି ଗୀତ ଗାଉଥିବାର ଭିଡିଓ ହେଉ, ସେଥିରେ ଏକ ଭିନ୍ନ କୌତୁହଳ ଦେଖିବାକୁ ମିଳିଥାଏ।

ତେଣୁ ଛୋଟ ପିଲା ମାନଙ୍କର ଗୀତ ଗାଇବା ର ଭିଡିଓ ଦେଖିବା ପାଇଁ ମନରେ ଏକ ଭିନ୍ନ ଆଗ୍ରହ ରହିଥାଏ। ଆମେ ସେମାନଙ୍କ କୁନି ପାଟିରେ ସେମାନଙ୍କ ସ୍ଵରକୁ ଶୁଣି ବହୁତ୍ ଖୁସି ହୋଇ ଥାଉ। ସେହିପରି ଦୁଇଜଣ ଛୋଟ ବାଳକ ଯେଉଁମାନେ ତାଙ୍କର ସ୍ୱରର ଯାଦୁରେ ସମସ୍ତଙ୍କୁ ଚକିତ କରିଛନ୍ତି, ଯାହାଙ୍କ ନାମ ହେଉଛି ସୁଶୀଲ କୁମାର ସାହୁ ଏବଂ ହରିଓମ୍ ଶରଣମ।ସେମାନେ ତାଙ୍କର ସୁମଧୁର ସ୍ଵରରେ କିପରି ଭାବରେ ଏକ ରୋମାଣ୍ଟିକ ଗୀତ ଗାଉଛନ୍ତି ଥରେ ଶୁଣନ୍ତୁ।ଏହି ଗୀତଟି ହେଉଛି, ତୁମେ ନୁହଁ ତୁମ ନୀଳ ଆଖି, ଧିରେଧିରେ ଫୁଲ ସରଯୋଖି।

ସେମାନେ ଯେଉଁଭଳି ଭାବରେ ଗୀତରେ ହଜିଯାଇ ଏ ଗୀତକୁ ଗାଇଛନ୍ତି ତାହା ସମସ୍ତଙ୍କ ହୃଦୟକୁ ଛୁଇଁଛି ଏବଂ ଏହାକୁ ଶୁଣି ବିଚାରକ ମାନେ ବି ବହୁତ୍ ଖୁସି ହେବା ସହିତ ସୁନ୍ଦର୍ ପ୍ରତିକ୍ରିୟା ସବୁ ଦେଇଛନ୍ତି। ଅର୍ପିତା ଏବଂ ପ୍ରଜ୍ଞା ଏହି ଗୀତ ଶୁଣି ଏତେ ଖୁସି ହୋଇଗଲେ ଯେ ଷ୍ଟେଜ ରେ ଆସି ସେମାନେ ନାଚିଥିଲେ। ତେବେ ସିଦ୍ଧାର୍ଥ ଟିଭିର ନୂଆ ସ୍ୱର ସୀଙ୍ଗୀଙ୍ଗ ରିଏଲିଟି ଶୋ ର ସେମି ଫାଇନାଲ ରାଉଣ୍ଡ ରେ ସେମାନେ ଏହି ଗୀତ ଗାଇ ସମସ୍ତଙ୍କ ହୃଦୟକୁ ଜିଣିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.