Swastik Tv News Odisha

ଓଃ କି ଡ୍ୟାନ୍ସ ! ଏହି ଗାଉଁଲି ଝିଅର ” Mujhko Yaad Sataye Teri ” ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ… ଦେଖିଲେ ନିଜକୁ ସମ୍ଭାଳି ପାରିବେନି….

0

ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତିଦିନ ଆପଣ ଅନେକ ଗୁଡ଼ିଏ ଭିଡିଓ ସବୁ ଦେଖିବାକୁ ପାଉଥିବେ।ତେବେ ସେଥି ମଧ୍ୟରୁ କିଛି ଭିଡିଓ କିଛି ଏମିତି ପ୍ରକାରର ହୋଇଥାଏ ଯାହା ବେଶ୍ ଭାଇରାଲ ହେଉଥିବାର ଆପଣ ଦେଖିବାକୁ ପାଉଥିବେ। ଯାହା ଟିକେ ହଟକେ,ଆକର୍ଷଣୀୟ ଏବଂ ଭିନ୍ନ ଧରଣର ହୋଇଥାଏ। ସେହିଭଳି ଏକ ଭିଡିଓ ଏବେ ସାମ୍ନାକୁ ଆସିଛି, ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ୍ ହିଟ୍ ହେବାରେ ଲାଗିଛି। ଏଠାରେ କୁନି ପିଲା ମାନଙ୍କ ର ଏକ ଜବରଦସ୍ତ ଡାନ୍ସ ଏକ ଭିନ୍ନ ଷ୍ଟାଇଲ ରେ ଦେଖିବାକୁ ମିଳିଛି। ଯାହାକୁ ଦେଖି ଲୋକେ ବହୁତ୍ ପସନ୍ଦ କରୁଛନ୍ତି ଏବଂ ଏହି ଭିଡିଓ କୁ ସେୟାର କରିବାରେ ଲାଗିଛନ୍ତି।

ତେବେ ଏହି ଭିଡିଓରେ ପିଲାମାନେ ଯେଉଁଭଳି ଡାନ୍ସ କରୁଥିବାର ଆପଣ ଦେଖିବାକୁ ପାଉଛନ୍ତି ସେହି ଡାନ୍ସ ବାସ୍ତବରେ ଏକ ଭିନ୍ନ ମନୋରଞ୍ଜନ ପୂର୍ଣ୍ଣ ଅଟେ। ଯାହାକୁ ଦେଖିଲେ ହୃଦୟରୁ ଏକ ଭିନ୍ନ ଖୁସି ଆସୁଛି। ତେବେ ଆପଣ ତ କୁନି ପିଲା ମାନଙ୍କର ଅନେକ ଭିଡିଓ ଅନେକ ସମୟରେ ଦେଖିଥିବେ। ସେମାନଙ୍କ ଅନେକ ପ୍ରତିଭା କୁ ଆପଣ ଅନେକ ସମୟରେ ସୋସିଆଲ ମିଡିଆରେ ଦେଖିବାକୁ ପାଉଥିବେ। ଆଉ ସେସବୁ କୁ ଦେଖି ବହୁତ୍ ଖୁସି ମଧ୍ଯ ହେଉଥିବେ। କାରଣ ଛୋଟ ଛୋଟ ପିଲା ମାନଙ୍କର ଭିଡିଓ ଦେଖିବାକୁ ବହୁତ୍ ଖୁସି ଲାଗିଥାଏ ଏବଂ ସେଥିରେ ଏକ ଭିନ୍ନ ଧରଣର ଆନନ୍ଦ ରହିଥାଏ।

ସେମାନଙ୍କ ଡାନ୍ସ ଭିଡିଓରେ ଏକ ଭିନ୍ନ ଆକର୍ଷଣ ରହିଥାଏ।ଆମେ ସେମାନଙ୍କ ଏପରି ଷ୍ଟାଇଲ ଦେଖି ବହୁତ୍ ଖୁସି ହୋଇଥାଉ। କୁନି ପିଲା ମାନଙ୍କର ପ୍ରତିଟି କାର୍ଯ୍ୟକଳାପ ବେଶ୍ ମନଛୁଆଁ ହୋଇଥାଏ। ଅନେକ ଜଣ ସେମାନଙ୍କ ଏପରି ଭିଡିଓ କୁ ଦେଖି ବହୁତ୍ ମଜା ନିଅନ୍ତି ଏବଂ ଚାହିଁ ରହି ଯାଆନ୍ତି।ସେମାନଙ୍କ ବଦମାସୀ ହେଉ କି କିଛି କାର୍ଯ୍ଯ ହେଉ ତାହା ବେଶ୍ ସୁନ୍ଦର୍ ଲାଗିଥାଏ। ସେହିପରି ଏଠାରେ ଏହି ପିଲାମାନେ ଯେଉଁଭଳି ଭାବରେ ନାଚୁଛନ୍ତି, ଆଉ ଯେଉଁଭଳି ଷ୍ଟେପ ପକାଉଛନ୍ତି, ତାହା ଟିକେ ହଟକେ ଲାଗୁଛି।ଏକ ଭିନ୍ନ ଧରଣର ଡାନ୍ସ ଷ୍ଟାଇଲ ଏହି ପିଲାମାନଙ୍କ ଡାନ୍ସରେ ଦେଖିବାକୁ ମିଳୁଛି। ଏହାକୁ ଦେଖି ଅନେକ ଏଭଳି ଡାନ୍ସ କୁ ପ୍ରଶଂସା ମଧ୍ଯ କରୁଛନ୍ତି।

ସେମାନେ ଏକ ସୁନ୍ଦର୍ ହିନ୍ଦି ଫିଲ୍ମ, ଫିର୍ ହେରା ଫେରୀ, ର ଡାନ୍ସ ଆଇଟମ ଗୀତ, ‘ମୁଝକୋ ୟାଦ୍ ସତାୟେ ତେରୀ’ ଗୀତରେ ଡାନ୍ସ କରୁଛନ୍ତି। ଗୀତର ତାଳେ ତାଳେ ମ୍ୟୁଜିକ ଅନୁସାରେ ସେମାନେ ଏତେ ସୁନ୍ଦର ଭାବରେ ଷ୍ଟେପ ପକାଇ ନାଚୁଛନ୍ତି ଯେ ଏହା ବହୁତ୍ ଆକର୍ଷିତ କରୁଛି ଦର୍ଶକ ମାନଙ୍କୁ।ଏହି ଡାନ୍ସ ର କରିଓଗ୍ରାଫି ବି ବହୁତ୍ ଜବରଦସ୍ତ ହୋଇଛି। ପିଲାମାନଙ୍କ ଏହି ନାଚକୁ ତାଙ୍କ ପଛରେ ଥିବା ବ୍ୟାକ ଗ୍ରାଉଣ୍ଡ ସିନ ଆହୁରି ଅଧିକ ଆକର୍ଷଣୀୟ କରି ଦେଉଚି।ଏହି ଭିଡିଓ କୁ ୩ କୋଟିରୁ ଉର୍ଦ୍ଧ୍ବ ଲୋକ ୟୁ ଟ୍ୟୁବ୍ ରେ ଦେଖି ସାରିଲେଣି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.