Swastik Tv News Odisha

ବାପା ଙ୍କ ଗେହ୍ଲି ଝିଅ ନୂଆ କରି ଗାଡି ଶିଖୁଛି… ଭିଡ଼ିଓ ଦେଖିଲେ ହସି ହସି ଗଡ଼ିଯିବେ… ମାତ୍ର 04 ଘଣ୍ଟାରେ 26 Million ରୁ ଅଧିକ ଲୋକ ଦେଖି ସାରିଲେଣି…

0

ବନ୍ଧୁଗଣ ନିଶ୍ଚିତ ଭାବରେ ଆପଣ ମଜାଳିଆ ଭିଡିଓ ସବୁ ଦେଖିବାକୁ ପସନ୍ଦ କରୁଥିବେ ଏବଂ ଏହାକୁ ଦେଖି ବହୁତ୍ ଖୁସି ବି ହେଉଥିବେ। କାରଣ ଏହା ସମସ୍ତଙ୍କ ମନକୁ ଛୁଇଁଲା ଭଳି ହୋଇଥାଏ।ଅନେକ ସମୟରେ ଆପଣ ଏମିତି କିଛି ମଜାଦାର କୌତୁହଳ ପୂର୍ଣ୍ଣ ଭିଡିଓ ଦେଖିବା ପାଇଁ ପାଉଥିବେ। ସେହିପରି କିଛି ଏମିତି ଭିଡିଓ ସମ୍ପର୍କରେ ଆମେ ଆସିଥାଉ ଯାହାକୁ ଦେଖିବା ପାଇଁ ଆମକୁ ବହୁତ୍ ଭଲ ଲାଗିଥାଏ।ସେଥି ମଧ୍ୟରୁ କିଛି ଭିଡିଓ ଏମିତି ରହିଥାଏ ଯାହା ବାସ୍ତବରେ ଆମେ ଦେଖିବାକୁ ବହୁତ୍ ପସନ୍ଦ କରିଥାଉ। ତେବେ ସେହିପରି ଏକ ଏମିତି ମଜାଳିଆ ବା କୌତୁକିଆ ଘଟଣାର ଭିଡିଓ ଏବେ ସାମ୍ନାକୁ ଆସିଛି।

ଯାହାକୁ ଦେଖିଲେ ଆପଣ ବହୁତ୍ ଖୁସି ହେବେ।ଆମେ ଯେଉଁ ଭିଡିଓ ସଂପର୍କରେ ଆପଣଙ୍କୁ କହିବାକୁ ଯାଉଛୁ ସେହି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଆପଣ ଏହି ଭାଇରାଲ ଭିଡିଓ ଟି ଦେଖିଲେ ଜାଣି ପାରିବେ ଯେ ଏହା କେତେ ମଜାଦାର। ତେବେ ଆସନ୍ତୁ ଜାଣିବା କଣ ଘଟିଛି ଏହି ଭିଡିଓ ରେ। ଆଜିକାଲି ସମୟରେ ଆପଣ ଅନେକ ମଜାଦାର ଭିଡିଓ ସବୁ ଦେଖିବାକୁ ପାଉଥିବେ ସୋସିଆଲ ମିଡିଆରେ। ଅନେକ ଯୁବପିଢି ଏହିଭଳି ଭିଡିଓ କରି ଅନେକ ଲୋକପ୍ରିୟତା କୁ ହାସଲ୍ କରୁଛନ୍ତି।

ଏହା କରି ସେମାନେ ଲୋକଙ୍କୁ ହସାଇବା ସହିତ ନିଜେ ବି ହସିଥାନ୍ତି ଏବଂ ସମସ୍ତଙ୍କୁ ମନୋରଂଜନ ର ସୁରାକ ଯୋଗାଇ ଥାଆନ୍ତି। ଆପଣ ସୋସିଆଲ ମିଡିଆରେ ପ୍ରତିଦିନ ଦେଖୁଥିବା ଭିଡିଓ ମାନଙ୍କ ମଧ୍ୟରୁ କିଛି ଭିଡିଓ ଏମିତି ଅଛି ଯାହା ଅନ୍ୟ ଭିଡିଓ ଠାରୁ ଟିକେ ଅଲଗା କାରଣ ଏହା ବହୁତ ମଜାଳିଆ ବା କୌତୁକିଆ ହୋଇଥାଏ। ଆଉ କିଛି ଭିଡିଓ ଥାଏ ଯାହା ଭାରି ଅଜବ ପ୍ରକାରର ହୋଇଥାଏ। ଏହିସବୁ ଭିଡିଓ ଆଜିର ଯୁବପିଢି ମାନଙ୍କର ବେଶ୍ ପସନ୍ଦ ହେଉ ଥିବାର ଦେଖିବାକୁ ମିଳୁଛି। କିଛି ଘଟଣାର ଭିଡିଓ ଆମେ ଦେଖି ଏତେ ଖୁସି ହୋଇଯାଉ ଯେ ଖୁସିର ସୀମା ରହି ନଥାଏ। ସେହିପରି ଆଜି ଆମେ ଜାଣିବା ଏକ ଏମିତି ଭାଇରାଲ ଭିଡିଓ ବିଷୟରେ।

ଏଠାରେ ଦୁଇଜଣ ଯୁବତୀ ଗାଡ଼ି ଚଳାଇବା ନୂଆ ନୂଆ ଶିଖୁଥିବା ବେଳେ ହଠାତ୍ ସେ ଗାଡିର ଏକ୍ସିଲେଟର ମୋଡ଼ି ଦେବାରୁ ଗାଡ଼ି ତାଙ୍କୁ ଟାଣି ନେଉଛି। ଆଉ ପରେ ସେ ଗାଡ଼ି ସହିତ ତଳେ ପଡ଼ି ଯାଉଛନ୍ତି। ତାପରେ ଅନ୍ଯ ଜଣେ ଯୁବତୀ ତାଙ୍କ ପଛରେ ଦୌଡ଼ି ଦୌଡ଼ି ଯାଉଛନ୍ତି। ତେବେ ପାପା କି ପରୀ ଙ୍କୁ ଏମିତି ପଡ଼ିବାର ଦେଖି ତାଙ୍କର ଏହି ଭିଡିଓ କୁ ଟ୍ରୋଲ କରା ଯାଉଛି ମଜାଳିଆ ଢଙ୍ଗରେ। ଯାହାହେଉ ଏହି ଘଟଣାରେ ଯୁବତୀଙ୍କର ବିଶେଷ କିଛି କ୍ଷତି ଘଟିନାହିଁ।ତେବେ ଆପଣ ଥରେ ଏହି ଭିଡିଓକୁ ଦେଖନ୍ତୁ, ଯାହାକୁ ଦେଖିଲେ ଆପଣ ବି ହସି ହସି ଗଡି ଯିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.