Swastik Tv News Odisha

Life Style – ଏଥିରୁ ବାଛନ୍ତୁ ଗୋଟିଏ ନାଭି ଓ ଜାଣନ୍ତୁ କଣ କହି ଥାଏ ଆପଣଙ୍କ ନାଭି ଆପଣଙ୍କ ବିଷୟରେ….

0

ପ୍ରତ୍ୟେକ ବ୍ୟକ୍ତିର ଚାଲିଚଳନ ଭିନ୍ନ ଭିନ୍ନ ପ୍ରକାର ହୋଇଥାଏ , ସେମାନଙ୍କ ଚାଲି ତଳନରୁ ହିଁ ବ୍ୟକ୍ତିର ସ୍ୱଭାବ ବିଷୟରେ ଜାଣି ହୋଇଥାଏ । ଶରୀରର ଅଙ୍ଗ ପ୍ରତ୍ୟଙ୍ଗ କଥା କୁହାଯାଏ ତେବେ ତାହା ମଧ୍ୟ ସମସ୍ତଙ୍କର ଅଲଗା ଅଲଗା ଆକୃତିର ହୋଇଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ଭିନ୍ନ ଭିନ୍ନ ଆକୃତିର ନାଭି ବିଷୟରେ ଜଣେଇବୁ , ଯାହାକୁ ଦେଖିବା ପରେ ପ୍ରତ୍ୟେକ ଙ୍କର ସ୍ୱଭାବ ବିଷୟରେ ଜାଣି ହୋଇଥାଏ । ତେବେ ଆସନ୍ତୁ ଜାଣିବା ସେହି ନାଭି ଗୁଡିକ ସମ୍ପର୍କରେ ।

1. ଓଭରାଲି ନାଭି :-

ଏହିଭଳି ନାଭି ଥିବା ଲୋକମାନେ ନୂଆ ନୂଆ ଜିନିଷ ଜାଣିବାକୁ ଇଚ୍ଛା କରିଥାନ୍ତି ଏବଂ ଏମାନେ ମନରୁ ବହୁତ ସହାନୁଭୂତି ଶିଳତା ହୋଇଥାନ୍ତି । ଏମାନେ ନିଜର ମନର କଥାକୁ କାହାକୁ କୁହନ୍ତି ନାହିଁ । ଏମାନେ ଦୁର୍ବଳ ପ୍ରକୃତିର ହୋଇଥାନ୍ତି ଏବଂ ଟିକେ ଟିକେ କଥାରେ କାନ୍ଦି ପକାଇ ଥାନ୍ତି । ଏମାନେ ପ୍ରତ୍ୟେକ କଥାକୁ ନେଇ ଚିନ୍ତିତ ହୋଇ ପଡିଥାନ୍ତି ।

2. ବହୁତ ଗଭୀର ଥିବା ନାଭି :-

ଏଭଳି ଗଭୀର ଥିବା ନାଭିର ବ୍ୟକ୍ତିମାନେ ସମସ୍ତ ପରିସ୍ଥିତିକୁ ବହୁତ ଭଲ ଭାବରେ ମୁକାବିଲା କରିଥାନ୍ତି । ଏମାନେ ବହୁତ ଦିଲବାଲା ମଧ୍ୟ ହୋଇଥାନ୍ତି , ସମସ୍ତଙ୍କୁ ଭଲ ବ୍ୟବହାର ଦେଖାଇଥାନ୍ତି । ଏହି ଲୋକମାନେ ନିଜ କଠିନ ପରିଶ୍ରମ ନିଜ ଭିତରେ ହିଁ ରଖିଥାନ୍ତି , କୌଣସି କଥା କାହାରି ସାମ୍ନାରେ ପରିପ୍ରକାଶ କରି ନଥାନ୍ତି ।

3. ବିରୋଧ ନାଭି :-

ଏଭଳି ନାଭି ଥିବା ବ୍ୟକ୍ତିମାନେ ବହୁତ ପରପୋକାରୀ ହୋଇଥାନ୍ତି , ତେଣୁ ଏମାନେ ସମସ୍ତଙ୍କ ଧ୍ୟାନ ନିଜ ଆଡକୁ ଆକର୍ଷିତ କରି ପାରିଥାନ୍ତି । ସମସ୍ତ ସମ୍ପର୍କକୁ ବହୁତ ଭଲରେ ଲିଭାଇ ଥାନ୍ତି , ଏମାନେ ବହୁତ ଧୀର ପ୍ରକୃତିର ହୋଇଥାନ୍ତି ।

4. ଛୋଟ ନାଭି :-

ଏଭଳି ନାଭି ଥିବା ବ୍ୟକ୍ତିମାନେ ନିଜ ଭିତରେ ସବୁବେଳେ ସବୁବେଳେ ସକରାତ୍ମ ଭାବନା ଆଣିଥାନ୍ତି । ସବିବେଳେ ନୂଆ କିଛି କରିବାକୁ ଚେଷ୍ଟା କରିଥାନ୍ତି । ଏମାନେ ବହୁତ ଚାଲାକ ଏବଂ ଚତୁର ମଧ୍ୟ ହୋଇଥାନ୍ତି , ନିଜ କଥାକୁ ସବୁବେଳେ ଲୁଚେଇ ରଖିଥାନ୍ତି । ଅନ୍ୟ ମାନଙ୍କୁ ବହୁତ ଭଲ ପାଇବା ମଧ୍ୟ ଦେଇଥାନ୍ତି ।

5. ତଳୁଆ ନାଭି :-

ଏଭଳି ନାଭି ଥିବା ଲୋକମାନେ କୌଣସି କ୍ଷେତ୍ରରେ ସଫଳତା ଲାଭ କରି ପାରନ୍ତି ନାହିଁ , ତେଣୁ ଏମାନେ ସର୍ବଦା ଅନ୍ୟ ଉପରେ ନିର୍ଭର କରିଥାନ୍ତି । ଏମାନେ ବହୁତ ଅଳସୁଆ ହୋଇଥାନ୍ତି , ଏହି ଅଳସୁଆ ଯୋଗୁଁ ଏମାନେ ସବୁବେଳେ ଦୁଃଖ ପାଇଥାନ୍ତି । ତେଣୁ ଆପଣ ମାନେ ସର୍ବଦା କର୍ମମୟା ହେବା ପାଇଁ ଚେଷ୍ଟା କରନ୍ତୁ , ତେବେ ଯାଇ ନିଜର ଲକ୍ଷ୍. ସ୍ଥଳରେ ପହଞ୍ଚି ପାରିବେ । ପରିବାରରେ ମଧ୍ୟ ସୁଖଶାନ୍ତି ଦେଖିବାକୁ ମିଳିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.