Swastik Tv News Odisha

କୁନି ଭାଇରାଲ ବୟ ଙ୍କ ଏହି ଗୀତ ( Dela Nahin Dui Akhi ) ସମସ୍ତଙ୍କୁ କଲା Speech less… ମାତ୍ର 4 ଘଣ୍ଟାରେ 2.5 Million ରୁ ଅଧିକ ଲୋକ ଦେଖି ସାରିଲେଣି…

0

ମହାପ୍ରଭୁ ଜଗନ୍ନାଥ ଙ୍କ ଗୀତ ରେ ଯେମିତି ଭାବ ରହିଥାଏ, ତାକୁ ଥରେ ଶୁଣିନେଲେ ଯେମିତି ମନ ପୂରି ଉଠେ ଏବଂ ଦେହ ଭିତରେ ଏକ ଭାବର ଭକ୍ତିର ଶିହରଣ ଖେଳିଯାଏ। କୁହାଯାଏ ଏ ହେଉଛି ଚକାଆଖି ର ଲୀଳା। ତାର ସବୁ ଗୀତରେ ରହିଛି ଏକ ଭକ୍ତି ଭାବର ଚମକ। ଆପଣ ତ ସଙ୍ଗୀତ ଶୁଣିବାକୁ ଭଲ ପାଉଥିବେ। କିନ୍ତୁ ମହାପ୍ରଭୁ ଜଗନ୍ନାଥଙ୍କ ଭଜନ ଯଦି ଶୁଣିଥିବେ ତେବେ ଆପଣ ଏହା ହୃଦୟଙ୍ଗମ କରିଥିବେ ଯେ ଏହାର ପୁଲକ କିପରି ରହିଥାଏ ଆମ ମନ ଭିତରେ।ଭଗବାନଙ୍କ ଭଜନ ଶୁଣିଲେ ସତେ ଯେମିତି ମନ ଭିତର ଟା ପୂରି ଉଠିଥାଏ। ଆପଣ ତ ସଙ୍ଗୀତର ଅନେକ ଭାବପୂର୍ଣ୍ଣ ଭକ୍ତିପୂର୍ଣ୍ଣ ଗୀତ ଶୁନିଥିବେ।

ଆପଣ ଏହିଭଳି ଭାବରେ ଅନେକ ସଙ୍ଗୀତର ଭିଡିଓ ମଧ୍ଯ ଦେଖିବାକୁ ପାଉଥିବେ।ଏହା ଆମକୁ ଏକ ମନୋରଂଜନ ର ଯୋଗାଇବା ସହ ମନକୁ ଶାନ୍ତି ଦିଏ।ଯେତେବେଳେ ଆପଣ ଭଜନ ଶୁଣିବାକୁ ପାଆନ୍ତି ସେତେବେଳେ ଅଧିକ ଭାବ ବିହ୍ୱଳ ହୋଇ ଯାଆନ୍ତି, ପ୍ରଭୁଙ୍କ ସରଣରେ ନିଜକୁ ସମର୍ପିତ କରି ଦେବାକୁ ଇଛା ହୁଏ। ଜଣେ କୁନି ପିଲାଟିଏ ଗୀତ ଗାଇଥାଏ।ବେଳେବେଳେ କିଛି ଏମିତି ଗାୟିକିର ପ୍ରତିଭା ମାନଙ୍କୁ ଆମେ ଦେଖିବାକୁ ପାଇଥାଉ ଯାହା ଆମକୁ ବହୁତ୍ ଭଲ ଲାଗିଥାଏ। ଯାହାକୁ ଦେଖି, ଶୁଣି ଏବଂ ଅନୁଭବ କରି ଆମେ ବହୁତ୍ ଖୁସି ମଧ୍ୟ ହେଉ। ଭଜନ ଗାଉଥିବା ଗୀତିକାର ମାନଙ୍କର ଭିଡିଓ ଦେଖିବାକୁ ବହୁତ୍ ଖୁସି ଲାଗିଥାଏ।

କାରଣ ସେମାନେ ଯେଉଁ ଭାବରେ ଭଜନ ଗାଆନ୍ତି ସେଥିରେ ଏକ ଭିନ୍ନ ଧରଣର ଆନନ୍ଦ ବି ଭରି ରହିଥାଏ।ସେମାନଙ୍କ ଯେକୌଣସି ଭଜନ ଗୀତ ଗାଉଥିବାର ଭିଡିଓ ହେଉ, ସେଥିରେ ଏକ ଭିନ୍ନ ଆନନ୍ଦ ଦେଖିବାକୁ ମିଳିଥାଏ। ତେଣୁ ଏଭଳି ଗୀତ ଗାଇବା ର ଭିଡିଓ ଦେଖିବା ପାଇଁ ମନରେ ଏକ ଭିନ୍ନ ଆଗ୍ରହ ରହିଥାଏ। ସେହିପରି ଜଣେ ଯୁବକ ଯିଏକି ତାଙ୍କର ସ୍ୱରର ଯାଦୁରେ ସମସ୍ତଙ୍କୁ ଚକିତ କରିଛନ୍ତି, ଯାହାଙ୍କ ନାମ ହେଉଛି ଉମାକାନ୍ତ ଦାସ।ସେ ତାଙ୍କର ସୁମଧୁର ସ୍ଵରରେ କିପରି ଭାବରେ ଏକ ଜଗନ୍ନାଥଙ୍କ ଭଜନ ଗୀତ ଗାଉଛନ୍ତି ଥରେ ଶୁଣନ୍ତୁ। ଏହି ଗୀତଟି ହେଉଛି, ଦର୍ଶନ ଦିଅ ହେ ପ୍ରଭୁ କଳା ସାଆନ୍ତ।

ଆପଣ ଏହି ଗୀତକୁ ଶୁଣିଲେ ଆପଣଙ୍କ ଦେହରେ ଏକ ଭକ୍ତିର ଅଦ୍ଭୁତ ଶିହରଣ ଖେଳି ଯିବ। ଉମାକାନ୍ତ ଦାସ୍ ଏଭଳି ଭାବରେ, ଭକ୍ତିରେ ଏହି ଗୀତକୁ ଗାଉଛନ୍ତି, ତାହା ବାସ୍ତବରେ ହୃଦୟସ୍ପର୍ଶୀ ଅଟେ। ତେବେ ଗୀତଟିର ମ୍ୟୁଜିକ ଏରେଞ୍ଜମେଣ୍ଟ କରିଛନ୍ତି ଜୟଶ୍ରୀ ଧଳ ଏବଂ ଗୀତଟିକୁ ସ୍ଵରରେ ସଯାଇଛନ୍ତି ଏବଂ ଏହାର ସଙ୍ଗୀତ ରଚନା କରିଛନ୍ତି ରବି କୁମାର। ଆପଣ ଏହି ଗୀତକୁ ଶୁଣିଲେ ନିଶ୍ଚିତ ଖୁସି ହେବେ ଏବଂ ଗାୟକ ଉମାକାନ୍ତ ଦାସ୍ ଙ୍କ ଏହି ଗାୟିକିକୁ ନିଶ୍ଚିତ ପ୍ରଶଂସା କରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.