Swastik Tv News Odisha

ଓଃ କି ଡ୍ୟାନ୍ସ ! ଏହି ଗାଉଁଲି ଝିଅର ” Chundadi Jaipur Ki ” ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ… ଦେଖିଲେ ନିଜକୁ ସମ୍ଭାଳି ପାରିବେନି….

0

ବନ୍ଧୁଗଣ ଏବେ ଏକ କୁନି ପିଲାର ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଯେଉଁ ଭିଡିଓ କୁ ଯିଏ ବି ଦେଖୁଚି ସେ ଖୁସି ହେବା ସହିତ ନିଶ୍ଚିତ କିଛି ପ୍ରତିକ୍ରିୟା ପ୍ରକାଶ କରୁଛି। ଆପଣ ତ ଜାଣିଛନ୍ତି କୁନି ପିଲା ମାନଙ୍କର ଭିଡିଓ ଏମିତି ମନୋରଞ୍ଜନ ପୂର୍ଣ୍ଣ ଅଟେ ଯାହାକୁ କେବଳ ଆପଣ ନୁହେଁ ଅଧିକାଂଶ ଲୋକ ଏହାକୁ ଦେଖିବାକୁ ପସନ୍ଦ କରନ୍ତି ଏବଂ ଏହିଭଳି ଭିଡିଓ ଦେଖି ଚିତ୍ତ ବିନୋଦନ କରିବାକୁ ଚାହିଁ ଥାଆନ୍ତି। ଏହାଦ୍ୱାରା ସେମାନଂକୁ ହସିବାକୁ, ଖୁସି ହେବାକୁ ଟିକିଏ ସୁଯୋଗ ମିଳି ଯାଇ ଥାଏ। ଖୁସି ହେବା ସହିତ ମନୋରଞ୍ଜନର ସୁରାକ ଏବଂ ସୁଯୋଗ ମଧ୍ଯ ମିଳିଯାଏ।

କୁନି ପିଲାମାନଙ୍କ ଭିଡିଓ ଦେଖିବାକୁ ମନ ଭିତରେ ଏକ ଭିନ୍ନ ଉତ୍ସୁକତା ଦେଖାଦିଏ।ତେବେ ଆପଣ ଜାଣିଛନ୍ତି ଡିଜିଟାଲ ଯୁଗରେ କିପରି ଅନେକ ଲୋକ ସ୍ମାର୍ଟ ଫୋନ୍ ବ୍ଯବହାର କରି ସେମାନେ ଅନେକ ସମୟରେ ସେମାନଙ୍କ ପିଲା ମାନଙ୍କର ଅନେକ ପ୍ରତିଭାକୁ ସମସ୍ତଙ୍କୁ ଦେଖାଇଥାନ୍ତି। ନିଜେ ପରିଚିତ ହେବା ସହ ପିଲା ମାନଙ୍କୁ ମଧ୍ୟ ପରିଚିତ କରାନ୍ତି।ଏହାସହ ସେମାନେ ନିଜର ଡାନ୍ସ ଭିଡିଓ, ସିଙ୍ଗୀଙ୍ଗ ଭିଡିଓ ସବୁ ସେମାନେ ସୋସିଆଲ ମିଡିଆରେ ସେୟାର କରନ୍ତି।ଅନେକ ଲୋକ ସେମାନଙ୍କର ଏହିଭଳି ଭିଡିଓ କୁ ଦେଖି ବହୁତ୍ ପସନ୍ଦ କରିବା ସହିତ ସେୟାର ମଧ୍ଯ କରିଥାନ୍ତି।

ଆପଣ ସୋସିଆଲ ମିଡିଆରେ ଅନେକ ସମୟରେ ଏମିତି ଭାଇରାଲ ଭିଡିଓ ନିଶ୍ଚିତ ଦେଖୁଥିବେ। ସେହିପରି ଏବେ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି ତାହା ଏବେ ବେଶ୍ ଭାଇରାଲ ହେଉଛି।ଏହା ଏକ ଏମିତି ଭିଡିଓ ତାକୁ ଯିଏ ବି ଦେଖୁଛି ସେ ବେଶ୍ ଖୁସି ହେଉଛି। ଆଉ ଏହାକୁ ଦେଖି ଆପଣ ମଧ୍ଯ ନିଶ୍ଚିତ ଖୁସି ହେବେ। ଆପଣ ଏହି ଭାଇରାଲ ଭିଡିଓ ଟି ଦେଖିଲେ ଜାଣି ପାରିବେ ଯେ ଏହା କେତେ ମଜାଦାର କେତେ ଆକର୍ଷଣୀୟ ଏବଂ ମନଛୁଆଁ ଅଟେ।ଏଠାରେ ଏହି ଭିଡିଓ ରେ କୁନି ଝିଅର ଡାନ୍ସ ସମସ୍ତଙ୍କୁ ଆକର୍ଷିତ କରିଛି।ଏହି ବାଳିକା ଡାନ୍ସ ଶିଖିଥିବା ଜଣା ପଡୁଛି ତାଙ୍କର ଏଭଳି ନାଚ କୁ ଦେଖି।

ସେ ବହୁତ୍ ସୁନ୍ଦର୍ ଭାବରେ ଏହି ନାଚ ଦେଖାଉଛନ୍ତି। ବିଭିନ୍ନ ପ୍ରକାର ଅଙ୍ଗଭଙ୍ଗୀ ରେ ସେ ଡାନ୍ସ କରୁଛନ୍ତି। ତେବେ ତାଙ୍କର ଏହି ଡାନ୍ସ ର ପ୍ରତିଭାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ଏବଂ ପ୍ରଶଂସା କରିବେ। ଏହି କୁନି ଝିଅର ଗେଟ୍ ଅପ୍ ସାଙ୍ଗକୁ ତାର ଏପରି ଡାନ୍ସ କୁ ବହୁତ୍ ଲୋକେ ଦେଖି ପସନ୍ଦ କରୁଛନ୍ତି।
ଏହି ଭିଡିଓ କୁ ଏକ ୟୁ ଟ୍ୟୁବ୍ ଚ୍ୟାନେଲରେ ପୋଷ୍ଟ କରା ଯାଇଛି। ଏଭଳି ଚମତ୍କାର ଡାନ୍ସ ଭିଡିଓକୁ ଏବେ ସୁଦ୍ଧା ଅନେକ ଲୋକ ଦେଖି ସାରିଲେଣି।ଏତେ ସଂଖ୍ୟାରେ ଦର୍ଶକଙ୍କୁ ପସନ୍ଦ ଆସୁଥିବା ଏହି ଭିଡିଓ ଟି ଦେଖିଲେ ଆପଣ ଜାଣି ପାରିବେ ଯେ ଏହି ଡାନ୍ସଟି କେତେ ମନୋରଂଜନ ପୂର୍ଣ୍ଣ ଅଟେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.