Swastik Tv News Odisha

Odia Jokes – ସ୍ତ୍ରୀ ବାଇକ ରେ ବସିବା ପରେ ସ୍ଵାମୀର ଜଙ୍ଘ ଉପରେ ହାତ କାହିଁକି ରଖିଥାଏ ? ଜାଣିଛନ୍ତି କି ?…. ଜାଣିଲେ ହସି ହସି ଗଡିଯିବେ…

0

ବର୍ତ୍ତମାନ ସମୟରେ ଛାତ୍ରଛାତ୍ରୀ ମାନେ କେବଳ ପୁସ୍ତକଗତ ଜ୍ଞାନ ଉପରେ ଗୁରୁତ୍ୱ ଦେଉଛନ୍ତି। ଫଳରେ ସେମାନେ କେଵଳ ପରୀକ୍ଷାରେ ଭଲ ନମ୍ବର ରଖୁଛନ୍ତି। କିନ୍ତୁ ବର୍ତ୍ତମାନର ପ୍ରତିଯୋଗି ଦୁନିଆରେ ସେମାନଙ୍କ ସ୍ଥାନ ପଛରେ ରହିଯାଉଛନ୍ତି କିମ୍ବା କୌଣସି ଚାକିରୀ ପାଇଁ ହେଉଥିବା ଇଣ୍ଟର୍ଭିୟୁରେ ମଧ୍ୟ ଭଲଭାବରେ ଉତ୍ତର ଦେଇ ପାରୁନାହାନ୍ତି ଏବଂ ବିଫଳ ହେଉଛନ୍ତି। ବିଫଳ ହେବାର ଏକ ମାତ୍ର କାରଣ ସେମାନେ ପୁସ୍ତକଗତ ଜ୍ଞାନ ବ୍ୟତୀତ ବାହାର ଦୁନିଆ ବିଷୟରେ ଜ୍ଞାନ ରଖୁନାହାନ୍ତି କିମ୍ବା ସେମାନେ ଜାଣିବାକୁ ଚେଷ୍ଟା କରୁନାହାନ୍ତି।

ତେଣୁ ଆଜିକାଲିର ଦୁନିଆରେ ଚଳିବା ପାଇଁ ହେଲେ ପାଠ ସହିତ ବାହାର ଦୁନିଆ ବିଷୟରେ ଜ୍ଞାନ ରଖିବା ପାଇଁ ପଡ଼ିବ। ଆଜି ଆମେ ଆପଣଙ୍କୁ IAS ପରୀକ୍ଷା ଇଣ୍ଟରଭୁ ପରୀକ୍ଷା ରେ ପଚାରା ଯାଇଥିବା କେତୋଟି ଚତୁର ପ୍ରଶ୍ନ ଏବଂ ତା ସହିତ ଉତ୍ତର ମଧ୍ୟ କହିବୁ ଏହି ପ୍ରଶ୍ନ ଆଗରୁ କେବେବି ଶୁଣିନଥିବେ ଯାହା ଫଳରେ ଆପଣଙ୍କର ଜ୍ଞାନ ଭଣ୍ଡାର ବୃଦ୍ଧି ପାଇବ ଏବଂ ଆଜିକାଲିର ପ୍ରତିଯୋଗିତା ପରୀକ୍ଷାରେ ମଧ୍ୟ ଆସିପାରେ। ତେବେ ଆସନ୍ତୁ ଜାଣିବା ଚତୁର ପ୍ରଶ୍ନ;

ପ୍ରଶ୍ନ-୧-ଭାରତର କ୍ଷେତ୍ରଫଳ କେତେ ?
ଉତ୍ତର- 32 ଲକ୍ଷ ବର୍ଗ କିମି

ପ୍ରଶ୍ନ-୨- ମୁଁ ଗୋଟିଏ ଝିଅକୁ ପଚାରିଲି ତୁମର ନାମ କଣ ଅଟେ, ସେ କହିଲା 1717 ହେଲେ ତାର ନାମ କଣ ?
ଉତ୍ତର- ଲିଲି

ପ୍ରଶ୍ନ-୩- ପୁଅ ମାନଙ୍କର ନାମ , ଝିଅ ମାନଙ୍କର କାମ ,କିଏ କହି ପାରିବ କେଉଁ ପର୍ବର ନାମ ?
ଉତ୍ତର- କୁମାର ପୂର୍ଣ୍ଣିମା

ପ୍ରଶ୍ନ-୪- ଏମିତି କଣ ଅଟେ ଯାହାକୁ ମାରିଲେ କିଛି ଅପରାଧ ହୁଏ ନାହିଁ ?
ଉତ୍ତର- ମିସ କଲ

ପ୍ରଶ୍ନ-୫- ଏମିତି କେଉଁ ବ୍ୟାଗ ଅଛି ଯାହାକୁ କେବଳ ଓଦା କଲେ କାମରେ ଆସେ ?
ଉତ୍ତର- ଚାହା ବ୍ୟାଗ

ପ୍ରଶ୍ନ-୬- ଏମିତି କେଉଁ ଜିନିଷ ଅଟେ ଯାହାକୁ ଧରିଲେ ସେ ଭାଙ୍ଗି ଯାଏ ?
ଉତ୍ତର- ଚୁପ ରହିବା କିମ୍ବା ମୌନ ରହିବା

ପ୍ରଶ୍ନ-୭- ଏମିତି କଣ ଅଟେ ଯାହା ପୁରୁଷ ଗୋଟିଏ ଥର କରେ ଆଉ ସ୍ତ୍ରୀ ବାର ବାର କରି ଥାଏ ?
ଉତ୍ତର- ମୁଣ୍ଡରେ ସିନ୍ଦୁର ଲଗେଇବା

ପ୍ରଶ୍ନ-୮- ଏମିତି କେଉଁ ଜିନିଷ ଅଟେ , ଯାହା ଆମେ ହାତରେ ତିଆରି କରିଥାଉ ଏବଂ ତାକୁ ପବନରେ ଉଡାଇ ଦେଇଥାଉ ?
ଉତ୍ତର- ଗୁଡି

ପ୍ରଶ୍ନ-୯- ସ୍ତ୍ରୀ ବାଇକ ରେ ବସିବା ପରେ ସ୍ୱାମୀର ଜଂଘ ଉପରେ କାହିଁକି ହାତ ରଖିଥାଏ ? ଜାଣିଛ କି ?
ଉତ୍ତର- ସ୍ୱାମୀର ପକେଟରୁ ଗୁଟୁଖା ମା ଚୂନ ଡବା ରାସ୍ତାରେ ଗଳି ନ ପଡୁ।

ପ୍ରଶ୍ନ-୧୦- ଭାରତ ବାହାରେ ସର୍ବ ପ୍ରଥମେ କେଉଁ ଦେଶରେ ବୋୖଦ୍ଧ ଧର୍ମ ପ୍ରଚାର ହୋଇଥିଲା ?
ଉତ୍ତର- ଶ୍ରୀଲଙ୍କା

ପ୍ରଶ୍ନ- ୧୧- ଲୋକସଭାରେ କେଉଁ ରାଜ୍ୟରେ ସର୍ବାଧିକ ସଦସ୍ୟ ଅଛନ୍ତି ?
ଉତ୍ତର- ଉତ୍ତର ପ୍ରଦେଶ

ପ୍ରଶ୍ନ-୧୨- ଭାରତର କେଉଁ ରାଜ୍ୟରେ ପୁରୁଷ ଅପେକ୍ଷା ସ୍ତ୍ରୀ ଲୋକ ବା ମହିଳା ଅଧିକ ?
ଉତ୍ତର- କେରଳ

ପ୍ରଶ୍ନ- ୧୩- ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି କେତେ ବର୍ଷ ବୟସରେ ଅବସର ଗ୍ରହଣ କରି ଥାଆନ୍ତି ?
ଉତ୍ତର- 65 ବର୍ଷ

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.