Swastik Tv News Odisha

Exclusive : ମହିଳା ଓକିଲଙ୍କୁ ନୃଶଂସ ଭାବରେ ପିଟିଲେ ବ୍ୟକ୍ତି; ଭାଇରାଲ ହେଉଛି ଭିଡିଓ..

0

ପ୍ରତିଦିନ ସମାଜରେ ବିଭିନ୍ନ ପ୍ରକାର ଅନ୍ୟାୟ ଅନୀତି ଅତ୍ୟାଚାର ଖବର ବିଷୟରେ ଶୁଣିବା ପାଇଁ ମିଳିଥାଏ। ବନ୍ଧୁଗଣ ଆପଣ ମାନେ ଦେଖିଥିବେ, ଡ଼କାୟତି, ଚୋରି , ହତ୍ୟା, ବଳତ୍କାର ଭଳି ଅପରାଧ ସମାଜରେ ବଢି ବଢି ଚାଲିଛି। ତେବେ ଆପରାଧି ଯେଉଁ ମାନେ ଖୁଲମ ଖୁଲା ଅପରାଧ ଘଟାଇ ଚାଲିଛନ୍ତି। ଏପରି ବେଳେ ବେଳେ ଦିନ ଦ୍ୱିପ୍ରହରରେ ହତ୍ୟା କରି ନିଭୟରେ ଅପରାଧ କରି ଚାଲିଛନ୍ତି। କାରଣ ସେମାନଙ୍କର ପୋଲିସ ପ୍ରଶାସନ ଉପରେ ଟିକିଏ ହେଲେ ଡର ନାହିଁ କି ଭୟ ନାହିଁ। ଧୀରେ ଧୀରେ ସମାଜରେ ମାନବିକ ମୂଲ୍ୟବୋଧ କମିବାରେ ଲାଗିଛି, ଲୋକଙ୍କ ମନ ମଧ୍ୟରେ ସାହାଯ୍ୟର ମନବୃତି କମିବାରେ ଲାଗିଛି।

ପ୍ରତିଦିନ ଏଭଳି ଖବର ସୋସିଆଲ ମିଡିଆରେ ଏଭଳି ଖବର ଦେଖିବା ପାଇଁ ପାଇଥାଉ। ବର୍ତ୍ତମାନ ସମୟରେ ଜଣେ ଯୁବକ ଜଣେ ମହିଳା ଓକିଲଙ୍କୁ ମାଡ଼ ମାରିଥିବା ଘଟଣା ଦେଖିବା ପାଇଁ ମିଳିଛି। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା କଣ ରହିଛି ସମ୍ପୂର୍ଣ୍ଣ ଘଟଣା। ସୂଚନା ଅନୁସାରେ ଏହିଭଳି ଏକ ଦୁର୍ଭାଗ୍ୟଜନକ ଘଟଣା କର୍ଣ୍ଣାଟକର ବାଗାଲକୋଟ ଜିଲ୍ଲାରେ ଘଟିଛି। ମହନ୍ତେଶ ନାମକ ଜଣେ ବ୍ୟକ୍ତି ଜଣେ ମହିଳା ଓକିଲଙ୍କୁ ଅତି ନିର୍ମମ ଭାବେ ମାଡ଼ ମାରିଥିବା ଦେଖିବା ପାଇଁ ମିଳିଛି। ଜମି ବିବାଦକୁ ନେଇ ମହିଳାଙ୍କ ସ୍ୱାମୀ ଏବଂ ମହନ୍ତେଶଙ୍କ ମଧ୍ୟରେ ଏକ ବିବାଦ ଲାଗିରହିଥିବା ସୂଚନା ରହିଛି। ମହନ୍ତେଶଙ୍କ ମନ ମଧ୍ୟରେ ସବୁବେଳେ ରାଗ ରହିଥିଲା। ପଡୋଶୀ ମାନେ ଥିବା ପରି ମନେହୁଏ।

ଏହି ଘଟଣା ପରେ ବାଗାଲକୋଟ ପୋଲିସ ମହନ୍ତେଶଙ୍କୁ ଗିରଫ କରି ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ କରିଛି। ତେବେ ଏହି ଭିଡିଓରେ ଦେଖିବା ପାଇଁ ମିଳିଛି ଯେ ମହନ୍ତେଶ ମହିଳାଙ୍କୁ ଅନ୍ୟ ଜଣେ ମହିଳାଙ୍କ ଦ୍ୱାରା ଅତି ନିର୍ମମ ଭାବରେ ନିର୍ଯାତନା ଦେଉଛନ୍ତି। କେବଳ ଏତିକି ରେ ସେମାନଙ୍କର ରାଗ ଶାନ୍ତି ହୋଇନଥିଲା ଯୁବକମାନେ ମହିଳାଙ୍କୁ ରାସ୍ତାରେ ମଧ୍ୟ ଏ ପିଟିଥିଲେ। ତେବେ ସୂଚନା ଅନୁଯାୟୀ ତାଙ୍କର କିଛି ବ୍ୟକ୍ତିଗତ କାରଣରୁ ମହିଳାଙ୍କୁ ମାଡ ମାରିଥିବା ବୋଲି କୁହାଯାଉଛି।ତେବେ ପୋଲିସ ମହନ୍ତେଶଙ୍କୁ ଗିରଫ କରିଛନ୍ତି। ଉକ୍ତ ଯୁବକଙ୍କ କହିବା କଥା ସବୁ ସୀମା ପାର ହୋଇଗଲା ପରେ କିଛି ଏଭଳି କରିବା ପାଇଁ ମଣିଷ ବାଧ୍ୟ ହେଉଛି।

ଯାହାବି ହେଉ ସେ କେବେବି ଅନୁତାପ କରିବେ ନାହିଁ ବୋଲି ସେ ନିଜର ମତବ୍ୟକ୍ତ କରିଛନ୍ତି। ମହିଳା ଓକିଲ ମଧ୍ୟ ଏପଟେ କହିଛନ୍ତି ଯେ ସେ ତାଙ୍କୁ ମାଡ଼ ମାରିଛି ବିନା କାରଣରେ କାହିଁକି ନା ତାଙ୍କ ସ୍ବାମୀ ସହିତ ତାଙ୍କର ସବୁବେଳେ ଝଗଡ଼ା ଲାଗିରହେ। ଆପଣ ମାନେ ଆଇନ କୁ ନିଜ ହାତକୁ ନିଅନ୍ତୁ ନାହିଁ। ଆଇନ ହିଁ ବ୍ୟବସ୍ଥା ଅନୁଯାୟୀ ସମସ୍ତ କାମ କରିବ। ଯାହାବି ହେଉ ଏଭଳି ଘଟଣା ସୋସିଆଲ ମିଡିଆରେ ଖୁବ ଜୋର ରେ ଭାଇରାଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave A Reply

Your email address will not be published.