Swastik Tv News Odisha

ଓଡ଼ିଶାର ନୂଆ ସ୍ୱର ର ବିଜେତା Sushil ପ୍ରଥମ ଥର ଗାଇଲେ A Heart Break Song ” ତୋର ମୋର ସବୁ ପ୍ରେମ ଶେଷ “… ମାତ୍ର 4 ଘଣ୍ଟାରେ 86 Million ରୁ ଅଧିକ ଲୋକ ଦେଖି ସାରିଲେଣି…

0

ଏକ ସୁନ୍ଦର୍ ସ୍ୱରକୁ ଖୋଜିବା ପାଇଁ ସିଦ୍ଧାର୍ଥ ଟିଭି ଯେଉଁ ପ୍ରୟାସ କରିଥିଲା ତାହା ସଫଳ ହୋଇଛି। ଆଉ ନିକଟରେ ସରିଛି ଓଡ଼ିଶାର ନୂଆ ସ୍ୱର ଜୁନିଅର୍ ର ଫାଇନାଲ ରାଉଣ୍ଡ।ଆଉ ଏଥିରେ ବିଜେତା ହୋଇଛନ୍ତି ସୁଶିଲ କୁମାର ସାହୁ। ତାଙ୍କୁ ମିଳିଛି ୱିନର ର ଆୱାର୍ଡ଼। ସୁଶିଲ ଙ୍କ ସ୍ୱର କେତେ ସୁମଧୁର ତାହା ତ ଆପଣ ଜାଣିଥିବେ।ସେ ସିଦ୍ଧାର୍ଥ ଟିଭି ରେ ଆୟୋଜିତ ଏହି ଶୋକୁ ଆସି ଏକ ନୂତନ ପରିଚୟ ପାଇ ପାରିଛନ୍ତି। ଆପଣ ତ ଜାଣିଛନ୍ତି ସିଦ୍ଧାର୍ଥ ଟିଭି ରେ ପ୍ରସାରିତ ହେଉଥିବା ଏହି କାର୍ଯ୍ୟକ୍ରମ, ସୀଙ୍ଗୀଙ୍ଗ ରିଏଲିଟି ଶୋ ଯାହା ସମସ୍ତଙ୍କ ର ବେଶ୍ ପସନ୍ଦର ଏବଂ ପ୍ରିୟର ଶୋ ହୋଇ ପାରିଛି।

ଓଡ଼ିଶାର ନୂଆ ସ୍ୱର ଜୁନିଅର୍ ଶୋ ଟି ଜୁନିଅର୍ ମାନଙ୍କ ପାଇଁ ସ୍ୱରର ଏକ ମହାସମର ସୃଷ୍ଟି କରିଥିଲା। ଏହି ଶୋ ର ଲୋକପ୍ରିୟତା ପ୍ରକୃତରେ ବହୁତ୍ ଅଧିକ ରହିଛି।ଛୋଟ ପିଲା ମାନଙ୍କ ପାଇଁ ଏହି ସ୍ୱରର ମଞ୍ଚରେ ଅନେକ ଜଣ ଆସି ତାଙ୍କର ପ୍ରତିଭା ଦେଖାଇଛନ୍ତି। ତେବେ ଏହି ମଞ୍ଚରେ ଜଣେ ବାଳକ ତାର ସ୍ଵରର ଯାଦୁରେ ସମସ୍ତଙ୍କୁ ଏପରି ଘାଇଲା କରିଛି,ଏହା ଏବେ ବେଶ୍ ଚର୍ଚ୍ଚା ଏବଂ ଭାଇରାଲ ହେବାରେ ଲାଗିଛି।ସେ ବାଳକ ଜଣଙ୍କ ନାମ ହେଉଛି ସୁଶିଲ କୁମାର ସାହୁ।ସେ ତାଙ୍କର ସ୍ବରର ଯାଦୁରେ ବିଚାରକ ମାନଙ୍କୁ ଆକର୍ଷିତ ଏବଂ ଆନନ୍ଦିତ କରି ପାରୁଥିଲେ।

ସମସ୍ତେ ତାଙ୍କ ଗୀତକୁ ଶୁଣି, ତାଙ୍କର ସ୍ୱରକୁ ଶୁଣି ଏତେ ଖୁସି ହୋଇଥାନ୍ତି ଯେ ସମସ୍ତେ ସୁନ୍ଦର୍ ସୁନ୍ଦର୍ ପ୍ରତିକ୍ରିୟା ସବୁ ପ୍ରକାଶ କରନ୍ତି। ବିଚାରକ ମାନେ ତାଙ୍କର ସ୍ୱରକୁ ଶୁଣି ତାଙ୍କ ସ୍ୱରର ଫିଦା ହୋଇ ଯାଇଥାନ୍ତି।ଏହି ପିଲାଟି ଏବେ ଫାଇନାଲ ର ଟାଇଟଲ ହାସଲ କରିବା ପରେ ତାଙ୍କ ପ୍ରତି ସ୍ନେହ, ଶ୍ରଦ୍ଧା, ଭଲପାଇବା ଏବଂ ପ୍ରଶଂସା ଓଯାଡି ହୋଇ ପଡୁଛି। ତେବେ ଏହି ପିଲାଟି କଣ୍ଠରୁ ଏବେ ଏକ ଗୀତ ରେକର୍ଡ କରା ଯାଇଛି। ଯେଉଁ ଗୀତକୁ ଯିଏ ବି ଶୁଣୁଛି ସିଏ ଏହି ଗୀତର ଏବଂ ସୁଶିଲଙ୍କ ଗୀତର ଦିୱାନା ହୋଇ ଯାଉଛି। ଏହି ଗୀତଟି ହେଉଛି, ଆଜି ଠାରୁ ତୋର ମୋର ପ୍ରେମ ଶେଷ।

ଏହି ସୁନ୍ଦର୍ ଗୀତଟିର ଲିରିକ୍ସ କରିଛନ୍ତି ଅରୁଣ ମନ୍ତ୍ରୀ ଏବଂ ମ୍ୟୁଜିକ କରିଛନ୍ତି ବୈଦ୍ୟନାଥ ଦାସ୍।ଏହି ଗୀତଟି ବେଶ୍ ଲୋକପ୍ରିୟ ଅଟେ ଏବଂ ଏହାକୁ ଲୋକେ ବହୁତ୍ ପସନ୍ଦ କରନ୍ତି। ପିଲାଟି ସ୍ଵରରେ ଏହି ଗୀତକୁ ଶୁଣି ଏବେ ସମସ୍ତେ ବହୁତ୍ ଖୁସି।ଯାହାକୁ ନେଇ ସମସ୍ତେ ଅନେକ ପ୍ରଶଂସା ମଧ୍ଯ କରିଛନ୍ତି।ତେବେ ଏଠାରେ ଏହି ବାଳକ ଏତେ ସୁନ୍ଦର ଗାଉଛନ୍ତି ଯେ ଏହା ସମସ୍ତଙ୍କ ହୃଦୟକୁ ଛୁଇଁଛି।ଆପଣ ବି ନିଶ୍ଚିତ ଖୁସି ହେବେ ଏହାକୁ ଶୁଣି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.