Swastik Tv News Odisha

କଲେଜ function ରେ ” ଏ ଫୁଲ କହ ଥରେ ” ଗୀତରେ ଜବରଦସ୍ତ ଡ୍ୟାନ୍ସ କଲେ ଏହି Lovely ଯୋଡି… ମାତ୍ର 4 ଘଣ୍ଟାରେ 36 Million ରୁ ଅଧିକ ଲୋକ ଦେଖି ସାରିଲେଣି…

0

ବନ୍ଧୁଗଣ ପୁଣି ଏକ ଜବରଦସ୍ତ ଡାନ୍ସ ଭିଡିଓ କୁ ଆଜି ଆମେ ଆପଣଙ୍କୁ ଦେଖାଇବାକୁ ଯାଉଛୁ। ଯାହାକୁ ଦେଖିଲେ ଆପଣ ନିଶ୍ଚିତ ଖୁସି ହେବେ। ତେବେ ଏହି ଭିଡିଓ ଟି ହେଉଛି କଲେଜ୍ ପିଲା ମାନଙ୍କର କଲେଜ୍ ଫଙ୍କସନ ରେ ହେଇଥିବା ଏକ ଡାନ୍ସ ଭିଡିଓ। ଏଠାରେ ପିଲାମାନେ ଡାନ୍ସ ଅଭ୍ୟାସ କରି ଫଙ୍କସନ ରେ ଯେଉଁଭଳି ଭାବରେ ପ୍ରଦର୍ଶନ କରୁଛନ୍ତି ତାହା ଦେଖିଲେ ଆପଣ ନିଶ୍ଚିତ ଖୁସି ହେବେ ଏବଂ ଆଶ୍ଚର୍ଯ୍ୟ ବି ହେବେ। ତେବେ ଆପଣ ଏହି ଡାନ୍ସ ଭିଡିଓ ରେ କିଛି ଭିନ୍ନ ଅନ୍ଦାଜ ର ଡାନ୍ସ ଷ୍ଟାଇଲ କୁ ଦେଖିବାକୁ ପାଇବେ। କାରଣ ଏଠାରେ ପିଲାମାନେ ନାଚ ଶିଖିବା ପରେ ସମସ୍ତଙ୍କ ଆଗରେ ଏହାକୁ ପରଫର୍ମ କରୁଛନ୍ତି।

ଏଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ମାନଙ୍କରେ ହେଉଥିବା କଜେଜ୍ ଛାତ୍ର ଛାତ୍ରୀ ମାନଙ୍କ ଡାନ୍ସରେ ଏକ ଭିନ୍ନ ଖୁସି ଏବଂ ଚମକ ରହିଥାଏ।ଆପଣ ଜାଣିଛନ୍ତି ଡିଜିଟାଲ ଯୁଗରେ କିପରି ଅନେକ ଲୋକ ବିଶେଷ କରି ଯୁବପିଢି ମାନେ ସ୍ମାର୍ଟ ଫୋନ୍ ବ୍ଯବହାର କରି ସେମାନେ ଅନେକ ସମୟରେ ସେମାନଙ୍କ ଏହିପରି ପ୍ରତିଭାକୁ ସମସ୍ତଙ୍କୁ ଦେଖାଇଥାନ୍ତି। ଆଉ ଏହାକୁ ସୋସିଆଲ ମିଡିଆରେ ଅନେକ ମଧ୍ୟ ଦେଖିବାର ସୁଯୋଗ ପାଆନ୍ତି ଏବଂ ନିଜର କଲେଜ୍ ସମୟର ଏଭଳି କାର୍ଯ୍ୟକ୍ରମ କୁ ମନେ ପକାଇ ଖୁସି ବି ହୁଅନ୍ତି।

ତେବେ ଅନେକ ଯୁବପିଢି ସେମାନେ ନିଜର ଡାନ୍ସ ଭିଡିଓ, ସିଙ୍ଗୀଙ୍ଗ ଭିଡିଓ ସବୁକୁ ଏପରି ଭାବରେ ସୋସିଆଲ ମିଡିଆରେ ସେୟାର କରନ୍ତି।ଅନେକ ଲୋକ ସେମାନଙ୍କର ଏହିଭଳି ଭିଡିଓ କୁ ଦେଖି ବହୁତ୍ ପସନ୍ଦ କରିବା ସହିତ ସେୟାର ମଧ୍ଯ କରିଥାନ୍ତି। ତେବେ ଆପଣ ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଏମିତି ଭାଇରାଲ ଭିଡିଓ ନିଶ୍ଚିତ ଦେଖୁଥିବେ। ଆପଣ ତ ଜାଣିଛନ୍ତି ଅନେକ ଯୁବକ ଯୁବତୀ ଅନେକ ସମୟରେ ସେମାନଙ୍କ ର ବିଭିନ୍ନ ପ୍ରକାରର ଡାନ୍ସ ଦେଖାଇ ଥାଆନ୍ତି। ଆପଣ ତ ଜାଣିଛନ୍ତି ବିଭିନ୍ନ ପ୍ରକାରର ଡାନ୍ସ ଷ୍ଟାଇଲ ରହିଛି। ସବୁ ଡାନ୍ସର ସମାନ ଡାନ୍ସ ଷ୍ଟାଇଲ ରେ ଡାନ୍ସ କରନ୍ତି ନାହିଁ। କିନ୍ତୁ ଡାନ୍ସ ଯେମିତି ବି ହୋଇଥାଉ ତାହା ଦେଖିବାକୁ ବହୁତ୍ ଭଲ ଲାଗିଥାଏ।

ଯେମିତି ଏଠାରେ ସମସ୍ତ ଛାତ୍ରୀ ମାନେ ଅଣ୍ଟାରେ ସାର୍ଟ କୁ ବାନ୍ଧି ଏକ ଭିନ୍ନ ଗେଟ୍ ଅପ୍ ରେ ଡାନ୍ସ କରୁଛନ୍ତି।ତେବେ ଏହି ଛାତ୍ରୀ ମାନେ ନାଚୁଛନ୍ତି ଏକ ସୁନ୍ଦର୍ ଓଡ଼ିଆ ଗୀତର ନିଉ ଭର୍ସନ, ଏ ଫୁଲ କହ ଥରେ, ମୋ କାନେ ଗୋପନରେ, ଗୀତରେ। ଏହାକୁ ଦେଖି ସେଠାର ଉପସ୍ଥିତ ସମସ୍ତ ଛାତ୍ର ଛାତ୍ରୀ ବେଶ୍ ଆନନ୍ଦିତ ହେବା ସହ ସେମାନଙ୍କ ଡାନ୍ସ କୁ ତାଳି ମାରି ଉତ୍ସାହିତ କରୁଛନ୍ତି। ତେବେ ଏହି ଡାନ୍ସ ପ୍ରୋଗ୍ରାମ ଟି ହେଉଛି କରଞ୍ଜିଆ ସ୍ଵୟଂ ଶାସିତ ମହାବିଦ୍ୟାଳୟ ର। ଆପଣ ଥରେ ଏହି ଡାନ୍ସ କୁ ଦେଖନ୍ତୁ ନିଶ୍ଚିତ ଭାବରେ ସେମାନଙ୍କ ନାଚରେ ଆପଣ ଝୁମି ଯିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.