Swastik Tv News Odisha

Pregnant ହେବାର 10 ଟି ଲକ୍ଷଣ, ଏହି ଲକ୍ଷଣ ଥିଲେ ଆପଣ ନିଶ୍ଚିତ ଗର୍ଭବତୀ – Parents Tips

0

ପ୍ରତ୍ୟେକ ମହିଳାଙ୍କ ଜୀବନରେ ମାତୃତ୍ୱ ଏକ ଏମିତି ସମୟ ଯେଉଁ ସମୟରେ ସେମାନଙ୍କ ଜୀବନର ଏକ ନୂଆ ଧାରା ଆରମ୍ଭ ହେଇଥାଏ ।ସେହି ସମୟରେ ସେମାନେ ଯେଉଁ ଅନୁଭୂତି ହେଇଥାଏ ତାହାକୁ ସେମାନେ ଜୀବନ ଭିତରେ କେବେ ଭୁଲି ପାରନ୍ତି ନାହିଁ ।ତେବେ ବହୁତ ସମୟରେ ଅନେକ ମହିଳା ଯେତେବେଳେ ପ୍ରଥମ ଥର ପ୍ରେଗନେଣ୍ଟ ହେଇଥାନ୍ତି ସେମାନେ ଜାଣି ପାରି ନଥାଆନ୍ତି କି ସେମାନେ ପ୍ରେଗନେଣ୍ଟ ଅଛନ୍ତି ବୋଲି ।ତେବେ ପ୍ରେଗନେନ୍ସି ର ପ୍ରଥମ ମାସରୁ ହିଁ କିଛି କିଛି ଲକ୍ଷଣ ଦେଖା ଯାଇଥାଏ ମାତ୍ର ସେହି ଲକ୍ଷଣ ବିଷୟରେ ବହୁତ ମହିଳା ଜାଣି ବି ନଥାଆନ୍ତି ଆଉ ଏଥିପାଇଁ ଅନେକ ସମୟରେ ତାଙ୍କର ମିଶକ୍ୟରେଜ ବି ହେଇଥାଏ ।
ତେବେ ଆଜି ଆଜି ଏମିତି କିଛି ଲକ୍ଷଣ ଗୁଡିକ ବିଷୟରେ ଯାହା ପ୍ରେଗନେନ୍ସି ସମୟରେ ଦେଖିବାକୁ ମିଳିଥାଏ ଆଉ ଏହାକୁ ପ୍ରତ୍ୟେକ ମହିଳା ଜାଣିବା ଦରକାର ଦେଲେ ପ୍ରେଗନେନ୍ସି ସିମଟର୍ମ କୁ ଦେଖି ବହୁତ ବିପଦରୁ ବର୍ତୀ ପାରିବେ ।

ପ୍ରେଗନେନ୍ସି ସମୟରେ ଦେଖା ଯାଉଥିବା ଲକ୍ଷଣ ଗୁଡିକ….

-ତେବେ ଯେତେବେଳେ ଜଣେ ମହିଳା ପ୍ରେଗନେଣ୍ଟ ହେଇଥାଏ ତାଙ୍କୁ ବାରମ୍ବାର ପରିସ୍ରା ଲାଗିଥାଏ ।ତେବେ ଏହାର କାରଣ ହେଉଛି ଗର୍ଭବତୀ ସମୟରେ ହର୍ମୋନାଲ ପରିବର୍ତ୍ତନ ପାଇଁ ରକ୍ତ ଅଧିକ ବିଷଧିତ ହେଇଥାଏ ।

-ଗର୍ଭଧାରଣ କରିବାର ପ୍ରଥମ ଓ ଦ୍ଵତୀୟ ସପ୍ତାହରେ ଶରୀରରେ ପ୍ରଜିଷ୍ଟିରନ ହରମୋନ ବଡିଯାଏ ।ଆଉ ଯେଉଁଥି ପାଇଁ ଆପଣଙ୍କୁ ଅଧିକ ଥକା ଓ ନିଦ ଲାଗିଥାଏ,ତେବେ କୌଣସି ସମୟରେ ଯଦି ଆପଣଙ୍କୁ କମ କାମ କରି ଅଧିକ ଥକା ଲାଗୁଚି ତେବେ ଏହା ଗର୍ଭବତୀ ଥିବାର ଲକ୍ଷଣ ଅଟେ ।

-ଆଉ ଗୋଟିଏ ମୁଖ୍ୟ କାରଣ ହେଉଛି ଅଚାନକ ପିରିୟଡ଼ ବନ୍ଦ ହେଇଯିବା, ତେବେ ପ୍ରେଗନେଣ୍ଟ ଅଛନ୍ତି ବୋଲି ଜାଣିବା ପାଇଁ ଏହା ପ୍ରଥମ ସିମଟର୍ମ ଅଟେ ।

-ହର୍ମୋନାଲ ଚେଞ୍ଜସ ପାଇଁ ମୁଡ଼ ପରିବର୍ତ୍ତନ ହେବା,ତେବେ ପ୍ରେଗନେନ୍ସି ସମୟରେ ମହିଳା ମାନେ ଅଧିକ ଚିଡିଛିଡା ଓ ଷ୍ଟ୍ରେସ ନେବା ପରି ଅନେକ ମୁଡଶୂଇଂ ଦେଖାଯାଏ ।

-ଖାଇବା ସ୍ମେଲରୁ ବାନ୍ତି ଲାଗିବାଯେପରି ଚାହା,କଫି ଆଦି ସ୍ମେଲରୁ ବାନ୍ତି ଲାଗିଥାଏ ପ୍ରେଗନେଣ୍ଟ ମହିଳାଙ୍କୁ ।

-ତେବେ ପ୍ରେଗନେନ୍ସି ର ଗୋଟିଏ କି 2ଟି ସପ୍ତାହ ପରେ ସ୍ତନ୍ୟ ସଫ୍ଟ ଓ ସେଥିରେ ଦରଜ ବି ହେଇଥାଏ ।

-ଶରୀରରେ ତାପମାତ୍ରା ଆବଶ୍ୟକ ଠାରୁ ଅଧିକ ବଡିଯିବା ବି ପ୍ରେଗନେନ୍ସି ର ଏକ ସିମଟର୍ମ ଅଟେ ।

-ତଳି ପେଟରେ କୁଞ୍ଚନ ଦେଖା ଯିବା ସହିତ ବ୍ଲଡ଼ ପଡିବା ବି ପ୍ରେଗନେନ୍ସିର ଲକ୍ଷଣ ଅଟେ ।

-କୋଷ୍ଠ ବଧତା ଯାହା ପାଇଁ ଝାଡ଼ରେ ଅସୁବିଧା ହୁଏ ଏହା ବି ପ୍ରେଗନେନ୍ସି ସମୟର ସିମଟର୍ମ ଅଟେ ।

-ତେବେ ଶରୀରରେ ରକ୍ତ ସଞ୍ଚାଳନ ବୃଦ୍ଧି ହେବା ଯୋଗୁ ବହୁତ ସମୟରେ ମହିଳା ମାଆଙ୍କର ଅଳ୍ପ ଅଳ୍ପ ମୁଣ୍ଡ ବିନ୍ଧିଥାଏ ତେବେ ଏହା ବି ପ୍ରେଗନେନ୍ସି ସମୟର ଲକ୍ଷଣ ଅଟେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.